ସଲମାନ ବିନ ଇବ୍ରାହିମ ଅଲ-ଖଲିଫା

ଉଇକିପିଡ଼ିଆ‌ରୁ
ଶେଖ ସଲମାନ ବିନ ଇବ୍ରାହିମ ଅଲ-ଖଲିଫା
سلمان بن ابراهيم آل خليفة
ତେହରାନର ଏକ ପ୍ରେସ କନ୍ଫରେନ୍ସରେ ଅଲ-ଖଲିଫା
ଏ ଏଫ ସିର ପ୍ରେସିଡେଣ୍ଟ ଲିଷ୍ଟ
Assumed office
୨ ମଇ ୨୦୧୩
ପୂର୍ବ ଅଧିକାରୀଝାଙ୍ଗ ଜିଲୋଙ୍ଗ
ବହରାଇନ ଫୁଟବଲ ଆସୋସିଏସନର ପ୍ରେସିଡେଣ୍ଟ
କାର୍ଯ୍ୟକାଳ
୨ ଅକ୍ଟୋବର ୨୦୦୨ – ୧ ମଇ ୨୦୧୩
ପୂର୍ବ ଅଧିକାରୀଅବଦୁଲ ରେହମାନ ସାୟର
ପର ଅଧିକାରୀଶେଖ ଅଲି ବିନ ଖଲିଫା ଅଲ-ଖଲିଫା
ବ୍ୟକ୍ତିଗତ ସବିଶେଷ
ଜନ୍ମ
ସଲମାନ ବିନ ଇବ୍ରାହିମ ଅଲ-ଖଲିଫା

(1965-11-02) ୨ ନଭେମ୍ବର ୧୯୬୫ (ବୟସ ୫୮)
ରିଫ୍ଫା, ବହରେନ
ଜାତୀୟତାବହରେନ
ଜୀବନ ସାଥୀଶେଖ ନଦ (m. 1993)
ସନ୍ତାନ
ସମ୍ପର୍କୀୟଇବ୍ରାହିମ ଅଲ-ଖଲିଫା (Father)
ଶିକ୍ଷାନୁଷ୍ଠାନୟୁନିଭର୍ସିଟି ଅଫ ବହରେନ
ବୃତ୍ତିଏସିଆନ ଫୁଟବଲ ସଙ୍ଗଠନର ପରିଚାଳକ

ଶେଖ ସଲମାନ ବିନ ଇବ୍ରାହିମ ଅଲ-ଖଲିଫା (୨ ନଭେମ୍ବର ୧୯୬୫ ମସିହାରେ ଜନ୍ମ) ୨ ମଇ ୨୦୧୩ ମସିହାରୁ ଏସିଆନ ଫୁଟବଲ ସଙ୍ଗଠନର ଅଧ୍ୟକ୍ଷ ଅଟନ୍ତି । ଏ ଏଫ ସିର ଅଧ୍ୟକ୍ଷ ରୂପେ ତାଙ୍କର ଶୁଣାଣି ପୂର୍ବରୁ, ସେ ବହରିନ ଫୁଟବଲ ଆସୋସିଏସନ ପରିଚାଳକ ଥିଲେ, [୧] ଏବଂ ପରେ ଏସିଆଇ ଫୁଟବଲ ପରିସଂଘ ଅନୁଶାସନ ସମିତିର ଅଧ୍ୟକ୍ଷ ଏବଂ ଫୀଫା ଅନୁଶାସନ ସମିତିର ଉପାଧ୍ୟକ୍ଷ ଅଟନ୍ତି ।[୨] ସେ ଫୀଫା ପରିଷଦର ସଦସ୍ୟ ଏବଂ ଫୀଫା ବିକାସ ସମିତୀର ଅଧ୍ୟକ୍ଷ ଅଟନ୍ତି ।

ଜିବନୀ[ସମ୍ପାଦନା]

ଶେଖ ସଲମାନ ହାଉସ ଅଫ ଖଲିଫାର, ବହରୀନର ଶାହୀ ପରିବାର ସଦସ୍ୟ ଅଟନ୍ତି । ସେ ଶେଖ ଇବ୍ରାହିମ ବିନ ହମଦ ଅଲ-ଖଲିଫା ଏବଂ ଶେଖଶା ଅଇଶା ବିଣ୍ଟ ସଲମାନ ଅଲ-ଖଲିଫାର ଦ୍ୱିତୀୟ ପୁତ୍ର ଅଟନ୍ତି ।

ସେ ଇଂଗ୍ରାଜୀ ସାହିତ୍ୟରେ ସ୍ନାତକର ଡିଗ୍ରୀ ସହିତ ୧୯୯୨ ମସିହାରେ ବହରିନ ବିଶ୍ୱବିଦ୍ୟାଳୟ ଏବଂ ଇତିହାଶ [+] ଶେଖ ସଲମାନ ବହୁ ବର୍ଷ ପୂର୍ବରୁ ଫୁଟବଲରେ ସାମିଲ ହୋଇଯାଇଛନ୍ତି । ୧୯୮୦ ଦଶକର ଆରମ୍ଭରେ ଯେବେ ସେ ବହରୀନ ଡିଭିଜନ I ଟିମ, ରୀଫା କ୍ଲବର ୟୁବା ଟୀମରେ କିଛି ବର୍ଷ ଖେଳି ସାରିଥିଲେ ।[୩][୪]

ରୀଫା କ୍ଲବ ନିଜ ଏକାଡେମିକ ଅଧ୍ୟୟନରେ ଧ୍ୟାନ କେନ୍ଦ୍ରିତ କରିବା ପରଠାରୁ, ଶେଖ ସଲମାନ ବି ଏ ଏଫରେ କାର୍ଯ୍ୟକାରୀ ପଦର ଆୟୋଜନ କରିଥିଲେ । ୧୯୯୬ ମସିହାରେ ସେ ରାଷ୍ଟ୍ରୀୟ ଟିମର ଅଧ୍ୟକ୍ଷ ହୋଇଥିଲେ । ୧୯୯୮ ମସିହାରେ ତାଙ୍କୁ ବି ଏ ଏଫର ଉପାଧ୍ୟକ୍ଷ ହୋଇଥିଲେ ଓ ୨୦୦୨ ମସିହାରେ ତାଙ୍କୁ ରାଷ୍ଟ୍ରପତି ଭାବେ ବଛାଗଲା । ତାଙ୍କ କାର୍ଯ୍ୟକାଳରେ ଫିଫା ୱାର୍ଲଡ଼କପ, ଫିଫା ମଧ୍ୟରେ ଟୁର୍ଣ୍ଣାମେଣ୍ଟ, ଫିଫା କ୍ଲବ ଚମ୍ପିୟାନସିପ ଆଦିର ଅନୁଶାସନ ସମିତୀର ସହ-ଅଧ୍ୟକ୍ଷ ହୋଇଥିଲେ । ସେ ମଧ୍ୟ ୨୦୦୮ ମସିହାରେ ବୀଜିଙ୍ଗରେ ଫୀଫା ଅନୁଶାସନ ସମିତୀର ଉପାଧ୍ୟକ୍ଷ ଥିଲେ ।[୪]

ମଇ ୨୦୧୩ ମସିହାରେ ମାନବାଧିକାର ସଂଗଠନର ଆଲୋଚନା ମଧ୍ୟରେ ସଲମାନ ବିନଙ୍କୁ "ଏସିଆଇ ଫୁଟବଲ ପରିସଂଘ"ର ଅଧ୍ୟକ୍ଷ ଭାବେ ବଛାଗଲା ।[୫] ୧୫ ଅକ୍ଟୋବର ୨୦୧୫ ମସିହାରେ ଶେଖ ସଲମାନ "୨୦୧୬ ଫୀଫା ଅସାଧାରଣ କଂଗ୍ରେସ" ପରେ ଫୀଫାର ପର ରାଷ୍ଟ୍ରପତି ହେବାପାଇଁ ନିଜ ଉମ୍ମିଦର ଘୋଷଣା କରିଥିଲେ । ଜାନୁଆରୀ ୨୦୧୬ ମସିହାରେ "ପ୍ରୀନ୍ସ ଅଲୀ ବିନ ହୁସେନ" ରାଷ୍ଟ୍ରପତି ପାଇଁ ନିଜ ପ୍ରତିଦ୍ୱନ୍ଦି, ଏ ଏଫ ସିର ଉପଯୋଗ କରି ନିଜ ଆଫ୍ରିକା ସମକକ୍ଷଙ୍କ ସହ ସଂଗଠନ ବନେଇବା ଏବଂ ଚୁନାବ ପରିଣାମକୁ ପ୍ରଭାବିତ କରିବା ପାଇଁ ସଲମାନଙ୍କ ଉପରେ ଦୋଷ ଲଗେଇଥିଲେ । [୬] ଫେବୃୟାରୀ ୨୦୧୬ ମସିହାରେ, ଋଢିବାଦୀ ବ୍ରିଟିଶ ସଂସଦ ସଦସ୍ୟ ଡେମିୟନ କୋଲିନ୍ସ, ସଲମାନଙ୍କ ଉମ୍ମୀଦବାରୀ ପ୍ରତି ଶତୃତାପଣ କରିଥିଲେ । ସେ ୨୦୦୯ ମସିହାରେ ଫୀଫା କାର୍ଯ୍ୟକାରୀ ସମିତୀରେ ସିଟରେ ନିଜ ଅଭିଜାନର ବିତ୍ତପୋଷଣ ପାଇଁ ବିକାଶ ପରିଯୋଜନା ନିଧି (ଫୀଫା ଗୋଲ କାର୍ଯ୍ୟକ୍ରମ)ରେ ଧନର ବ୍ୟଭାର କରିବାର ଆରୋପ ଲଗାଇଥିଲେ । ଦମିୟନ କୋଲିନ୍ସ କୌଣସି ପ୍ରକାରେ ବିସ୍ଫୋଟଦ୍ୱାରା ଏକ ଟିପରେ ବର୍ତ୍ତାଇ ଥିଲେ କି, ଯାହା ୨୦୦୯ ମସିହାରେ ପ୍ରେସ ହୋଇଥିଲା ଏବଂ ତର୍କ ଦେଇଥିଲେ କି ବହରୀନ ଏଫଏ ମନା କଲେନାହିଁ । ସଲମାନ , ଡୋମିୟନ କୋଲିନ୍ସଙ୍କ ଆରୋପକୁ ମନାକରିଥିଲେ । ସେ ତର୍କ ଦେଲେକି, ସମସ୍ତ ଗୋଲ ରାଶିର ବାରିକିରେ ଲେଖାପରିକ୍ଷିତ ହୋଇଛି ଏବଂସେ ୨୦୦୯ ମସିହାର ଅଭିଯାନକୁ ନିଜେ ବିତପୋଷିତ କରିଥିଲେ ।[୭]

ସେ UEFAର ମହାସଚୀବ "ଗିଆନ୍ନୀ ଇନ୍ଫାଟିନୋ"ଙ୍କଠାରୁ ହାରିଯାଇଥିଲେ ।[୮]

ନିଜସ୍ୱ ଜୀବନ[ସମ୍ପାଦନା]

ଶେଖ ସଲମାନଙ୍କ ତନୋଟି ପିଲା ଅଛନ୍ତି, ୧୯୯୪ ମସିହାରେ ଜନ୍ମହୋଇଥିବା ଦୁଇ କନ୍ୟା ଶେଖ ଲତୀଫା ଏବଂ ୧୯୯୮ ମସିହାରେ ଶେଖ ଅହାଶା ଓ ୨୦୦୧ ମସିହାରେ ଜନ୍ମ ପୁତ୍ର ଶେଖ ଈସା ।[୯]

ଆଧାର[ସମ୍ପାଦନା]

  1.   Posted on » Monday, May 04, 2009 (2009-05-04). "Sports News » 'I don't want to be AFC head'". Gulf Daily News. Archived from the original on 2015-12-23. Retrieved 2017-07-08.{{cite web}}: CS1 maint: multiple names: authors list (link) CS1 maint: numeric names: authors list (link)
  2. Disciplinary Committee, FIFA.[dead link]
  3. "Meet the Fifa presidential candidates: Sheikh Salman bin Ibrahim Al Khalifa | The National". www.thenational.ae. Retrieved 2016-02-28.
  4. ୪.୦ ୪.୧ "Africa: FIFA Presidency - No Love for Sexwale". allAfrica.com. Retrieved 2016-02-29.
  5. "Bahrain's Sheikh Salman Wins Key Fifa Role Despite Human Rights Abuse Claims". International Business Times UK. Retrieved 2016-02-28.
  6. Prince Ali asks FIFA to investigate Sheikh Salman bin Ibrahim al Khalifa's Africa-Asia deal, Smh.com.au, 16 January 2016
  7. Fifa presidential election: Sheikh Salman Bin Ibrahim Al Khalifa denies British MP's allegations, Independent.co.uk, 24 February 2016
  8. "Sheikh Salman heavy favorite to win FIFA election Friday". Yahoo News. Archived from the original on 2016-02-29. Retrieved 2016-02-29.
  9. "Pressure Builds On Sheikh Salman to Respond to Human Rights Allegations". The Huffington Post. Retrieved 2016-02-29.