ସମ୍ଭାଲ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Sambhal
سنبھل संभल
City
Country India
StateUttar Pradesh
Founded byPrithviraj Chauhan
Government
 • TypeMunicipality
Area
 • ସମୁଦାୟ16 km2 (6 sq mi)
Elevation
293 m (961 ft)
Population
 (2014)[୧]
 • Total୨,୨୦,୮୧୩ (city only)
 • Density11,433/km2 (29,610/sq mi)
DemonymSambhali
Time zoneUTC+5:30 (IST)
PIN
244302
Telephone code(+91) (05923)
ଯାନବାହାନ ପଞ୍ଚୀକରଣUP 38 Old registration = UP 21 (Till 2011)
Websitesambhal.nic.in


ସମ୍ଭାଲ ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ମୋରଦବଦ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସମ୍ଭାଲ ୨୮.୫୮୩୨ ଉତ୍ତର ଅକ୍ଷାଂଶ ଓ ୭୮.୫୬୬୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସମ୍ଭାଲ ସହରର ମୋଟ ଜନସଂଖ୍ୟା ୧୮୨୯୩୦ ଅଟେ ।[୩] ସେଥି ମଧ୍ୟରୁ ୫୩.୧୭% ଜଣ ପରୁଷ ହୋଇଥିବା ବେଳେ ୪୬.୮୩% ଜଣ ନାରୀ ଅଟନ୍ତି । ସମ୍ଭାଲର ସାକ୍ଷରତା ହାର ୩୪.୯୫% ଅଟେ । ଏହା ଜାତୀୟ ହାରଠାରୁ ୨୯.୮୯% ପ୍ରତିଶତ ଅଧିକ ଅଟେ । ସେଥିରୁ ୨୧.୨୬% ପ୍ରତିଶତ ପୁରୁଷ ଓ ୧୩.୬୯% ନାରୀ ଅଟନ୍ତି । ୧୮.୦୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ହିନ୍ଦୀ ସମ୍ଭାଲର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]