Jump to content

ଷଷ୍ଠରୁ ନଷ୍ଟ

ଉଇକିପିଡ଼ିଆ‌ରୁ
ଷଷ୍ଠରୁ ନଷ୍ଟ
ନିର୍ଦ୍ଦେଶକମୂରଲୀ କ୍ରିଷ୍ଣା
ପ୍ରଯୋଜକସୂର୍ଯ୍ୟ ରଥ
ସଂଳାପଦୀପକ କୁମାର
ଚିତ୍ରନାଟ୍ୟମୂରଲୀ କ୍ରିଷ୍ଣା
କଳାକାରଅର୍ଦ୍ଧେନ୍ଦୁ ସାହୁ
ତମନ୍ନା ବ୍ୟାସ
ମହାଶ୍ୱେତା ରାୟ
ଇଲୁ ବାନାର୍ଜୀ
ରତନ ମେହେର
ସଙ୍ଗୀତଗୁଡ୍‌ଲି ରଥ
ଚିତ୍ରଗ୍ରହଣପ୍ରତାପ ରାଉତ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୧୦ ଅକ୍ଟୋବର ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଷଷ୍ଠରୁ ନଷ୍ଟ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୂର୍ଯ୍ୟ ରଥ । ଦୀପକ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ମୂରଲୀ କ୍ରିଷ୍ଣା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୂଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ଦ୍ଧେନ୍ଦୁ ସାହୁ ଓ ତମନ୍ନା ବ୍ୟାସ । ମହାଶ୍ୱେତା ରାୟ, ଇଲୁ ବାନାର୍ଜୀ, ରତନ ମେହେର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଏହି କଥାଚିତ୍ରଟିର ୧୦ ଅକ୍ଟୋବର ୨୦୨୧ରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[]

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲି ରଥ । ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତିଗୁଡ଼ିକ ରଚନା କରିଥିଲେ । ଉଦିତ ନାରାୟଣ, ଅସୀମା ପଣ୍ଡା, ଲିପ୍ସା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତସମୟ
1."ସାଥୀ ଆ ସାଥୀ ଆ" 
2."ପ୍ରେମ କ'ଣ କି ଆଉ" 
  1. "Bunch of Odia movies up for grabs this Puja". The Pioneer (in English). Bhubaneswar. 13 October 2021. Retrieved 22 November 2021.{{cite news}}: CS1 maint: unrecognized language (link)

ବାହାର ଆଧାର

[ସମ୍ପାଦନା]