ଶରତ କୁମାର ମହାନ୍ତି
ଦେଖଣା
ଶରତ କୁମାର ମହାନ୍ତି | |
---|---|
ଜନ୍ମ | ଜରିପଡ଼ା, କଟକ | ୨୬ ଜାନୁଆରୀ ୧୯୩୮
ମୃତ୍ୟୁ | ୧୮ ମାର୍ଚ୍ଚ ୨୦୦୬ | (ବୟସ ୬୮)
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ସାହିତ୍ୟିକ,ଅଧ୍ୟାପକ |
ସନ୍ତାନ | ମଧୁମିତା ମହାନ୍ତି |
ପିତାମାତା(s) | ବୀରବର ମହାନ୍ତି , ଆଦରମଣି ମହାନ୍ତି |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ଶରତ କୁମାର ମହାନ୍ତି (୨୬ ଜାନୁଆରୀ ୧୯୩୮ - ୧୮ ମାର୍ଚ୍ଚ ୨୦୦୬)[୧] ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ସାହିତ୍ୟିକ ଥିଲେ ।[୨][୩] ଶିଶୁ ସାହିତ୍ୟ, ବିଜ୍ଞାନ ଭିତ୍ତିକ ସାହିତ୍ୟ, ନିବନ୍ଧ ଓ ଜୀବନୀ ଆଦି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ସେ ନିଜର ଅବଦାନ ଛାଡ଼ି ଯାଇଛନ୍ତି ।[୪][୫]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଶରତ, ୧୯୩୮ ମସିହାରେ କଟକ ଜିଲ୍ଲାର ଜରିପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବୀରବର ମହାନ୍ତି ଓ ମାତାଙ୍କ ନାମ ଆଦରମଣି ମହାନ୍ତି ଥିଲା । ବଟ୍ରାଣ୍ଡ ରସେଲଙ୍କ ଲେଖାଦ୍ୱାରା ସେ ପ୍ରଭାବିତ ଥିଲେ । ୨୦୦୬ ମାର୍ଚ୍ଚ ୧୮ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ତିରୋଧାନ ଘଟିଥିଲା ।[୬]
ରଚନାବଳୀ
[ସମ୍ପାଦନା]ନିଜ ସାହିତ୍ୟ ରଚନା ବାବଦରେ ଶରତ କୁମାର ଲେଖିଥିଲେ " ଯଦି କୌଣସି ବଡ଼ ମଣିଷ ମତେ ଉଦବୁଦ୍ଧ କରନ୍ତି, ଗୋଟିଏ ମହାନ ଚିନ୍ତା ପ୍ରଭାବିତ କରେ, ତେବେ ତାକୁ ବାଣ୍ଟିବା ପାଇଁ ମୁଁ କଲମ ଧରେ । ଲେଖିଦେଲେ, ମୋ ନିଜ ସନ୍ତୋଷ ବଢେ, ନିଜକୁ ଅଧିକ ପୂର୍ଣ୍ଣ କଲା ପରି ଲାଗେ । ଏହି କାରଣରୁ ଲେଖେ ।"
ଜୀବନୀ[ସମ୍ପାଦନା]
ଶିଶୁ ସାହିତ୍ୟ[ସମ୍ପାଦନା]
|
ପ୍ରବନ୍ଧ[ସମ୍ପାଦନା] |
ବିଜ୍ଞାନ ପୁସ୍ତକ[ସମ୍ପାଦନା] |
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୨ (ଗାନ୍ଧୀ ମଣିଷ ପୁସ୍ତକ ପାଇଁ)[୧୨]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ପ୍ରବନ୍ଧ ଓ ସମାଲୋଚନା), ୧୯୮୩
- ଶାରଳା ପୁରସ୍କାର, ୧୯୮୦
- ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ, ୧୯୯୭ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
ଆଧାର
[ସମ୍ପାଦନା]- ↑ "ପ୍ରଦକ୍ଷିଣ". ଧରିତ୍ରୀ ସାହିତ୍ୟାୟନ ମାର୍ଚ୍ଚ ୧୮ - ୩୧, ୨୦୧୭. Retrieved 22 March 2017.
- ↑ Jatindra Mohan Mohanty (2006). History of Oriya Literature. Vidya. ISBN 978-81-903438-0-0.
- ↑ Amaresh Datta (1987). Encyclopaedia of Indian Literature. Sahitya Akademi. ISBN 978-0-8364-2423-2.
- ↑ Cultural Heritage of [Orissa]: pts. 1-2. Katak. State Level Vyasakabi Fakir Mohan Smruti Samsad. 2002. ISBN 978-81-902761-5-3.
- ↑ D. N. Malhotra (2006). Sixty Years of Book Publishing in India, 1947-2007. Federation of Indian Publishers. ISBN 978-81-86519-06-6.
- ↑ "ତିରୋଧାନ ତାରିଖ". www.sambadepaper.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 18 March 2021. Retrieved 18 March 2021.
- ↑ http://www.thehindu.com/todays-paper/tp-national/tp-otherstates/tributes-paid-to-legendary-writer/article5808261.ece
- ↑ ଶରତ କୁମାର ମହାନ୍ତି (2016). गाँधी मानुष: मोहनदास करमचंद गाँधी की जीवनी. Sāhitya Akādemī. ISBN 978-81-260-5054-3.
- ↑ Indian Literature. Sahitya Akademi. 1986.
- ↑ Bijaýa Kumāra Dāśa (1978). Indian Publishing in the Seventies: Released on the Occasion of World Book Fair III February 11-20, 1978. National Book Trust, India.
- ↑ http://sarbasadharana.com/?p=18743[permanent dead link]
- ↑ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 13 June 2021.