ଲୁରାସିଡନ

ଉଇକିପିଡ଼ିଆ‌ରୁ
ଲୁରାସିଡନ
Ball-and-stick model of the lurasidone molecule
Clinical data
Pronunciation/ljʊəˈræsɪdn/
Trade namesLatuda, others
SynonymsSM-13,496
AHFS/Drugs.commonograph
MedlinePlusa611016
data
Pregnancy
category
  • AU: B1
  • US: B (No risk in non-human studies)
Routes of
administration
By mouth
Drug classAtypical antipsychotic[୧]
ATC code
Legal status
Legal status
Pharmacokinetic data
Bioavailability9–19% (oral)[୨]
Protein binding~99%[୩]
MetabolismLiver (CYP3A4-mediated)[୨]
Elimination half-life18–40 hours[୨][୩]
ExcretionFaecal (67–80%),
renal (9–19%)[୨][୩]
Identifiers
  • (3aR,4S,7R,7aS)-2-{(1R,2R)-2-[4-(1,2-benzisothiazol-3-yl)piperazin-1-ylmethyl] cyclohexylmethyl}hexahydro-4,7-methano-2H-isoindole-1,3-dione
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.225.187 Edit this at Wikidata
Chemical and physical data
FormulaC28H36N4O2S
Molar mass492.68 g/mol
3D model (JSmol)
Specific rotation[α]20D −59°
Melting point176 to 178 °C (349 to 352 °F)
Solubility in water0.224 mg/mL (20 °C)
  • C1CC[C@H]([C@@H](C1)CN2CCN(CC2)C3=NSC4=CC=CC=C43)CN5C(=O)[C@H]6[C@@H]7CC[C@@H](C7)[C@H]6C5=O
  • InChI=1S/C28H36N4O2S/c33-27-24-18-9-10-19(15-18)25(24)28(34)32(27)17-21-6-2-1-5-20(21)16-30-11-13-31(14-12-30)26-22-7-3-4-8-23(22)35-29-26/h3-4,7-8,18-21,24-25H,1-2,5-6,9-17H2/t18-,19+,20-,21-,24+,25-/m0/s1
  • Key:PQXKDMSYBGKCJA-CVTJIBDQSA-N

ଲୁରାସିଡନ (ଇଂରାଜୀ ଭାଷାରେ Lurasidone, ଏକ ବିକ୍ରୟ ନାମ ଲାଟୁଡା/Latuda) ଏକ ଆଣ୍ଟିସାଇକୋଟିକ (antipsychotic) ଔଷଧ ଯାହା ସିଜୋଫ୍ରେନିଆବାଇପୋଲାର ଡିଜଅଡର ରୋଗ ଚିକିତ୍ସା ନିମନ୍ତେ ଦିଆଯାଏ ।[୧] ବାଇପୋଲାର ଡିଜଅଡର ରୋଗରେ ଏହା ସ‌ହିତ ଭାଲପ୍ରୋଏଟ ବା ଲିଥିଅମ (lithium) ଭଳି ମୁଡ ସ୍ଟାବିଲାଇଜର (mood stabilizer) ଔଷଧ ଦିଆଯାଏ ।[୧] ଏହା ପାଟିରେ ଦିଆଯାଏ । [୧]

ଲୁରାସିଡନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ଅଇ, ତରଳ ଝାଡ଼ା, ଚଳନ ଅସୁବିଧା (movement disorders) ହୋଇପାରେ ।[୧] ପ୍ରତିକ୍ରିୟା ସାଂଘାତିକ ହେଲେ ସ୍ଥାୟୀ ଚଳପ୍ରଚଳ ଅସୁବିଧା (tardive dyskinesia), ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ, ଆତ୍ମହତ୍ୟା ସଙ୍କଟ, ଆଞ୍ଜିଓଇଡିମା ଓ ଅଧିକ ରକ୍ତ ଶର୍କରା ଦେଖାଯାଇପାରେ ।[୧] ବ‌ୟସ୍କ ଲୋକର ଡିମେନ୍ସିଆ ଯୋଗୁ ସାଇକୋସିସ ଥିଲେ ମୃତ୍ୟୁ ସଙ୍କଟ ଅଧିକ ରହେ ।[୧] ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ । [୪] ଏହାର କାର୍ଯ୍ୟବିଧି ଅସ୍ପଷ୍ଟ ଥିଲେ ମଧ୍ୟ ମସ୍ତିଷ୍କରେ ଥବା ଡୋପାମିନ୍ସେରୋଟୋନିନ (serotonin) ଉପରେ ପ୍ରଭାବ ଥିବା ବିଶ୍ୱାସ କରାଯାଏ ।[୧]

ଲୁରାସିଡନ ସନ ୨୦୧୦ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା । [୧] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୯୦.୭୨ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୪] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୧୯୦.୨୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୫] ସନ ୨୦୧୬ରେ ଏହାର ୨.୨ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୨୭ ତମ ସ୍ଥାନରେ ଥଲା ।[୬]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Lurasidone Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 21 March 2019.
  2. ୨.୦ ୨.୧ ୨.୨ ୨.୩ "Product information Latuda (lurasidone hydrochloride)" (PDF). TGA eBusiness Services. Therapeutic Goods Administration. 16 April 2014. Retrieved 1 May 2014.
  3. ୩.୦ ୩.୧ ୩.୨ ଆଧାର ଭୁଲ: ଅଚଳ <ref> ଚିହ୍ନ; EMA ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  4. ୪.୦ ୪.୧ British national formulary : BNF 76 (76 ed.). Pharmaceutical Press. 2018. pp. 393–394. ISBN 9780857113382.
  5. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  6. "The Top 300 of 2019". clincalc.com. Retrieved 26 February 2019.

ବାହ୍ୟ ଲିଙ୍କ[ସମ୍ପାଦନା]