ରୋହିତ ଶର୍ମା
ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ନାମ | ରୋହିତ ଗୁରୁନାଥ ଶର୍ମା | |||||||||||||||||||||||||||||||||||||||||||||||||||||||||||||||||
ଜନ୍ମ | ନାଗପୁର ମହାରାଷ୍ଟ୍ର, ଭାରତ | ୩୦ ଅପ୍ରେଲ ୧୯୮୭|||||||||||||||||||||||||||||||||||||||||||||||||||||||||||||||||
ଡାକ ନାମ | ହିଟମ୍ୟାନ | |||||||||||||||||||||||||||||||||||||||||||||||||||||||||||||||||
ଉଚ୍ଚତା | 1.74 m (5 ft 9 in) | |||||||||||||||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | ଡାହାଣହାତୀ | |||||||||||||||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | ଡାହାଣହାତୀ ମିଡିଅମ | |||||||||||||||||||||||||||||||||||||||||||||||||||||||||||||||||
ଭୂମିକା | ବ୍ୟାଟ୍ସମ୍ୟାନ | |||||||||||||||||||||||||||||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟେଷ୍ଟ (cap ୨୮୦) | ୬ ନଭେମ୍ବର ୨୦୧୩ v ୱେଷ୍ଟଇଣ୍ଡିଜ | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟେଷ୍ଟ | ୯ ମାର୍ଚ୍ଚ ୨୦୨୩ v ଅଷ୍ଟ୍ରେଲିଆ | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଦିନିକିଆ (cap ୧୬୮) | ୨୩ ଜୁନ୍ ୨୦୦୭ v ଆୟରଲ୍ୟାଣ୍ଡ | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଦିନିକିଆ | ୨୪ ଜାନୁଆରୀ ୨୦୨୩ v ନ୍ୟୁଜିଲାଣ୍ଡ | |||||||||||||||||||||||||||||||||||||||||||||||||||||||||||||||||
ଦିନିକିଆ ଜାମା ନମ୍ବର | ୪୫ | |||||||||||||||||||||||||||||||||||||||||||||||||||||||||||||||||
ପ୍ରଥମ ଟି୨୦ (cap ୧୭) | ୧୯ ସେପ୍ଟେମ୍ବର ୨୦୦୭ v ଇଂଲଣ୍ଡ | |||||||||||||||||||||||||||||||||||||||||||||||||||||||||||||||||
ଶେଷ ଟି୨୦ | ୧୦ ନଭେମ୍ବର ୨୦୨୨ v ଇଂଲଣ୍ଡ | |||||||||||||||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
Years | Team | |||||||||||||||||||||||||||||||||||||||||||||||||||||||||||||||||
୨୦୦୬–ବର୍ତ୍ତମାନ | ମୁମ୍ବାଇ | |||||||||||||||||||||||||||||||||||||||||||||||||||||||||||||||||
୨୦୧୧–ବର୍ତ୍ତମାନ | ମୁମ୍ବାଇ ଇଣ୍ଡିଆନସ୍ | |||||||||||||||||||||||||||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: ESPNcricinfo, ୯ ମାର୍ଚ୍ଚ ୨୦୨୩ |
ରୋହିତ ଗୁରୁନାଥ ଶର୍ମା (ଜନ୍ମ: ୩୦ ଏପ୍ରିଲ ୧୯୮୭) ଜଣେ ଭାରତୀୟ ଆନ୍ତର୍ଜାତୀୟ କ୍ରିକେଟର ତଥା ଭାରତୀୟ ପୁରୁଷ କ୍ରିକେଟ ଦଳର ଅଧିନାୟକ ଅଟନ୍ତି । ଜଣେ ଶ୍ରେଷ୍ଠ ଭାରତୀୟ ଓପନର ବ୍ୟାଟ୍ସମ୍ୟାନ୍ ହିସାବରେ ସେ ଖୁବ୍ ପରିଚିତ ।[୧] ସେ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ହିସାବରେ ଭାରତୀୟ ଆନ୍ତର୍ଜାତୀୟ ଦଳ ଓ ଆଇପିଏଲ ପାଇଁ ମୁମ୍ବାଇ ଇଣ୍ଡିଆନସ୍ ପାଇଁ ମ୍ୟାଚ୍ ଖେଳନ୍ତି । ରୋହିତ ମଧ୍ୟ ମୁମ୍ବାଇ ଇଣ୍ଡିଆନସ୍ର ଅଧିନାୟକ ଅଛନ୍ତି ଏବଂ ତାଙ୍କ ନେତୃତ୍ୱରେ ଦଳ ୫ଟି ଟାଇଟଲ୍ ଜିତିଛି, ଯାହାକି ଅନ୍ୟ କୌଣସି ଦଳଠାରୁ ସର୍ବାଧିକ । ଏକ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚରେ ଏକମାତ୍ର ଖେଳାଳି ଭାବେ ସର୍ବାଧିକ ବ୍ୟକ୍ତିଗତ ସ୍କୋର (୨୬୪) ଏବଂ ତିନିଥର ଦ୍ୱିଶତକ କରିଛନ୍ତି ।[୨] ତାଙ୍କର କ୍ରିକେଟ ପ୍ରତି ଅବଦାନ ପାଇଁ ତାଙ୍କୁ ୨୦୧୫ ମସିହାରେ ଅର୍ଜୁନ ପୁରସ୍କାର ଓ ୨୦୨୦ ମସିହାରେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି ।[୩][୪]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ରୋହିତ ଶର୍ମା ୩୦ ଏପ୍ରିଲ ୧୯୮୭ରେ ବାନସୋଡ, ନାଗପୁର, ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ମାତାଙ୍କ ନାମ ପୂର୍ଣ୍ଣିମା ଶର୍ମା ଓ ପିତାଙ୍କ ନାମ ଗୁରୁନାଥ ଶର୍ମା । ସେ ୧୯୯୯ ମସିହାରେ ଦିନେଶ ଲାଡଙ୍କ କ୍ରିକେଟ କ୍ୟାମ୍ପରେ ଯୋଗଦେଇଥିଲେ ।
ଆନ୍ତର୍ଜାତୀୟ କ୍ୟାରିଅର
[ସମ୍ପାଦନା]ରୋହିତ ୨୩ ଜୁନ୍ ୨୦୦୭ ବେଲଫାଷ୍ଟରେ ଆୟରଲ୍ୟାଣ୍ଡ ବିପକ୍ଷରେ ନିଜର ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।[୬] ସେହିପରି ୧୯ ସେପ୍ଟେମ୍ବର ୨୦୦୭ରେ ଇଂଲଣ୍ଡ ବିପକ୍ଷରେ ନିଜର ପ୍ରଥମ ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଥିଲେ । ସେହି ବର୍ଷ ସାଉଥ୍ ଆଫ୍ରିକାରେ ଅନୁଷ୍ଠିତ ଆଇସିସି ଟି୨୦ ୱାଲ୍ଡ କପ୍ରେ ମଧ୍ୟ ଖେଳିବାର ସୁଯୋଗ ପାଇଥିଲେ ।[୭] ୨୦୧୩ ଇଡେନ ଗାର୍ଡେନରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ନିଜର ପ୍ରଥମ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ ଖେଳିଥିଲେ ଓ ସେହି ମ୍ୟାଚ୍ରେ ସେ ୧୭୭ ରନ କରିଥିଲେ ।[୮]
ଆଧାର
[ସମ୍ପାଦନା]- ↑ "Rohit Sharma is one of the greatest ever ODI openers: Krishnamachari Srikkanth". The Times of India. 2020-06-30. ISSN 0971-8257. Retrieved 2023-03-09.
- ↑ "India's Rohit makes first ODI 250". BBC Sport (in ବ୍ରିଟିଶ୍ ଇଂରାଜୀ). Retrieved 2023-03-09.
- ↑ "Ajinkya Rahane, Rohit Sharma Conferred With Arjuna Award | Cricket News". NDTVSports.com (in ଇଂରାଜୀ). Retrieved 2023-03-09.
- ↑ "Rohit Sharma receives Khel Ratna Award, India's highest sporting honour". ESPNcricinfo (in ଇଂରାଜୀ). Retrieved 2023-03-09.
- ↑ "Rohit Sharma Profile - Cricket Player India | Stats, Records, Video". ESPNcricinfo (in ଇଂରାଜୀ). Retrieved 2023-03-09.
- ↑ "Full Scorecard of Ireland vs India Only ODI 2007 - Score Report | ESPNcricinfo.com". ESPNcricinfo (in ଇଂରାଜୀ). Retrieved 2023-03-09.
- ↑ "Full Scorecard of India vs South Africa 24th Match, Group E 2007/08 - Score Report | ESPNcricinfo.com". ESPNcricinfo (in ଇଂରାଜୀ). Retrieved 2023-03-09.
- ↑ "Records | Test matches | Batting records | Most runs in debut match | ESPNcricinfo.com". Cricinfo. Retrieved 2023-03-09.