ରାହୁଳ ବୋଷ

ଉଇକିପିଡ଼ିଆ‌ରୁ
ରାହୁଳ ବୋଷ
ଜନ୍ମ (1967-07-27) ୨୭ ଜୁଲାଇ ୧୯୬୭ (ବୟସ ୫୬)
ବୃତ୍ତି(ସମୂହ)ଅଭିନେତା, ନିର୍ଦ୍ଦେଶକ, କାହାଣୀକାର, ସାମାଜିକ କର୍ମୀ, ରଗବି ଖେଳାଳି, ଅଣଲାଭକାରୀ ସଂଗଠନ "ଦି ଫାଉଣ୍ଡେସନ"ର ପ୍ରତିଷ୍ଠାତା
ସକ୍ରିୟ ବର୍ଷ୧୯୯୩–ଅଧୁନା

ରାହୁଳ ବୋଷ (ଜନ୍ମ: ୧୯୬୭ ଜୁଲାଇ ୨୭) ଜଣେ ଭାରତୀୟ ସିନେ ଅଭିନେତା, ନିର୍ଦ୍ଦେଶକ, କାହାଣୀକାର, ସାମାଜିକ କର୍ମୀ, ରଗବି ଖେଳାଳୀ । ସେ ବେସରକାରୀ ଓ ଅଣଲାଭକାରୀ ସଂଗଠନ "ଦି ଫାଉଣ୍ଡେସନ"ର ପ୍ରତିଷ୍ଠାତା । ସେ ୧୯୯୩ ମସିହାରେ ଅଭିନୟ ଆରମ୍ଭ କରି ବର୍ତ୍ତମାନ ଯାଏ ସକ୍ରିୟ ଭାବେ ଅଭିନୟରେ ଜଡ଼ିତ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ବୋଷ କର୍ଣ୍ଣାଟକର ବେଙ୍ଗାଳୁରୁଠାରେ ୧୯୬୭ ଜୁଲାଇ ୨୭ ତାରିଖରେ ଜନ୍ମଲାଭ କରିଥିଲେ ।