ରାତି ସରି ସରି ଯାଉଛି
ରାତି ସରି ସରି ଯାଉଛି | |
---|---|
ନିର୍ଦ୍ଦେଶକ | ଅନୁପମ ପଟ୍ଟନାୟକ |
ପ୍ରଯୋଜକ | ମଞ୍ଜରୀ ଟିଭି, ଅମୀୟ ରଞ୍ଜନ ପଟ୍ଟନାୟକ ପ୍ରଡକ୍ସନ |
ସଂଳାପ | ମାନସ ପଡ଼ିହାରୀ |
ଚିତ୍ରନାଟ୍ୟ | ମାନସ ପଡ଼ିହାରୀ |
କାହାଣୀ | ମାନସ ପଡ଼ିହାରୀ |
କଳାକାର | ରାଜ ରାଜେଶ ପଣ୍ଡା ରିୟା ଦେ ସୁକାନ୍ତ ରଥ ରାଇମୋହନ ଜୀବନ ପଣ୍ଡା |
ସଙ୍ଗୀତ | ଶ୍ରୀକାନ୍ତ ପଣ୍ଡ |
ଚିତ୍ରଗ୍ରହଣ | ଦୀପକ କୁମାର |
ସମ୍ପାଦକ | ଜଗଦିଶ ମିଶ୍ର ସବ୍ୟସାଚୀ ମିଶ୍ର |
ମୁକ୍ତିଲାଭ ତାରିଖ | ୧୫ ଅଗଷ୍ଟ ୨୦୨୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ରାତି ସରି ସରି ଯାଉଛି, ୨୦୨୧ ମସିହାରେ ଦୂରଦର୍ଶରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟି ମଞ୍ଜରୀ ଟିଭି ଓ ଅମୀୟ ରଞ୍ଜନ ପଟ୍ଟନାୟକ ପ୍ରଡକ୍ସନଦ୍ୱାରା ପ୍ରଯୋଜନା କରାଯାଇଥିଲା । ମାନସ ପଡ଼ିହାରୀ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୧][୨] ଅନୁପମ ପଟ୍ଟନାୟକ ଏହ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏବଂ ସଙ୍ଗୀତକାର ଶ୍ରୀକାନ୍ତ ପଣ୍ଡା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୩]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜ ରାଜେଶ ପଣ୍ଡା ଓ ରିୟା ଦେ । ସୁକାନ୍ତ ରଥ, ରାଇମୋହନ ପରିଡ଼ା, ଜୀବନ ପଣ୍ଡା, ଅନିନ୍ଦିୟ, ନିବି, ସମ୍ପର୍କ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪] ଏହି କଥାଚିତ୍ରଟି ୨୦୨୧ ମସିହାର ଅଗଷ୍ଟ ୧୫ ତାରିଖରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିଲା ।[୫] ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ ।[୬]
ଅଭିନୟ
[ସମ୍ପାଦନା]- ରାଜ ରାଜେଶ ପଣ୍ଡା
- ରିୟା ଦେ
- ସୁକାନ୍ତ ରଥ
- ରାଇମୋହନ ପରିଡ଼ା
- ଜୀବନ ପଣ୍ଡା
- ଅନିନ୍ଦିୟ
- ନିବି
- ସମ୍ପର୍କ ମିଶ୍ର
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀକାନ୍ତ ପଣ୍ଡା ।[୭]ସ୍ଥିତ ପଟ୍ଟନାୟକ, ରାକେଶ ଦାଶ, ପରଂବ୍ରହ୍ମ ତ୍ରିପାଠୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୨] ରତିକାନ୍ତ ଶତପଥୀ, କୁଳଦୀପ ପଟ୍ଟନାୟକ, ଗୌରବ କୁମାର, ଅସୀମା ପଣ୍ଡା, ସୁଚରିତା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ରାତି ସରି ସରି ଯାଉଛି" | ସ୍ଥିତ ପଟ୍ଟନାୟକ | ରତିକାନ୍ତ ଶତପଥୀ, ସଞ୍ଚିତା ଶୁଭଦର୍ଶିନୀ[୮] | |
2. | "ଚାଲ ପ୍ରିୟା ବଦନାମ ହେବା" | ପରଂବ୍ରହ୍ମ ତ୍ରିପାଠୀ | ଗୌରବ କୁମାର | |
3. | "ଅବୁଝା ହୃଦୟ" | ସ୍ଥିତ ପଟ୍ଟନାୟକ | ଗୌରବ କୁମାର | |
4. | "ତୁ ହେଲୁ ମୋର" | ରାକେଶ ଦାଶ | ଅସୀମା ପଣ୍ଡା, କୁଳଦୀପ ପଟ୍ଟନାୟକ |
ଆଧାର
[ସମ୍ପାଦନା]- ↑ "Poster of Odia movie Raati Sari Sari Jauchi released | Sambad English". Sambad English (in English). Bhubaneswar: sambadenglish.com. 8 July 2021. Archived from the original on 8 December 2021. Retrieved 8 December 2021.
{{cite news}}
: CS1 maint: unrecognized language (link) - ↑ ୨.୦ ୨.୧ "'ରାତି ସରି ସରି ଯାଉଛି'ର ଟ୍ରେଲର୍ ରିଲିଜ୍ | Kanak News". Kanak News. kanaknews.com. 16 July 2021. Archived from the original on 8 December 2021. Retrieved 8 December 2021.
- ↑ "'ରାତି ସରି ସରି ଯାଉଛି'ର ଟ୍ରେଲର୍ ରିଲିଜ୍ | Sambad". Kanak News. ଭୁବନେଶ୍ୱର: kanaknews.com. 16 July 2021. Archived from the original on 8 December 2021. Retrieved 8 December 2021.
- ↑ Palit, Ashok (17 July 2021). "Trailer Of Odia Movie 'Raati Sari Sari Jauchi' Out". Odisha News Times (in English). Bhubaneswar. Archived from the original on 8 December 2021. Retrieved 8 December 2021.
{{cite news}}
: CS1 maint: unrecognized language (link) - ↑ "Odia film released in 2021 complete List". Odia Live (in English). 9 February 2021. Archived from the original on 13 December 2021. Retrieved 13 December 2021.
{{cite news}}
: CS1 maint: unrecognized language (link) - ↑ "Trailer Of Ollywood Movie 'Rati Sari Sari Jauchi' Quite A Hit On YouTube". Odisha Bytes (in English). Bhubaneswar. 17 July 2021. Archived from the original on 8 December 2021. Retrieved 8 December 2021.
{{cite news}}
: CS1 maint: unrecognized language (link) - ↑ "Rati Sari Sari Jauchi Odia Movie Cast, Crews, Release Date, Poster, HD Videos, Info, Reviews". Odia360.Com (in ଆମେରିକୀୟ ଇଂରାଜୀ). 28 January 2021. Archived from the original on 8 December 2021. Retrieved 8 December 2021.
- ↑ "ଟ୍ରେଲର ପରେ ଏବେ 'ରାତି ସରି ସରି ଯାଉଛି'ର ଟାଇଟଲ ଟ୍ରାକ ରିଲିଜ | Kanak News". Kanak News. kanaknews.com. 5 August 2021. Archived from the original on 8 December 2021. Retrieved 8 December 2021.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରାତି ସରି ସରି ଯାଉଛି