ଯୀଶୁ
ଦେଖଣା
ଯୀଶୁ ବା ଯୀଶୁ ଖୀଷ୍ଟ ବା ଯୀଶୁ ମସୀହ ହେଉଛନ୍ତି ଖ୍ରୀଷ୍ଟ ଧର୍ମର ପ୍ରବର୍ତକ ଓ ମୂଳ ବ୍ୟକ୍ତିତ୍ୟ | ଖ୍ରୀଷ୍ଟ ଧର୍ମାବଲମ୍ବିଙ୍କ ଅନୁସାରେ ଯୀଶୁ ହେଉଛନ୍ତି ପରମେଶ୍ୱରଙ୍କ ପୁତ୍ର | ଯୀଶୁଙ୍କ ଜୀବନ ଏବଂ ଉପଦେଶ ବାଇବେଲର ନୁତନ ନିୟମରେ ବର୍ଣ୍ଣନା କରାଯାଇଛି। କାରଣ ସେ ହିଁ ଈଶ୍ୱରଙ୍କ ଅଦ୍ୱିତୀୟ ପୂତ୍ର ଅଟନ୍ତି । ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନୋଷ୍ଟ ନୋ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ।ଯୀୀଶୁ କହିଲେ ,ମୁଁ ପଥ, ସତ୍ୟ ଓ ଜୀବନ ;ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇ ପାରେ ନାହିଁ।
ଜନ୍ମ
[ସମ୍ପାଦନା]ଅଧିକାଂଶ ପଣ୍ଡିତ ସହମତ ହୁଅନ୍ତି ଯେ ଯୀଶୁଙ୍କ ଯନ୍ମ ପ୍ରାୟ ପ୍ରଥମ ଶତାବ୍ଦୀର ଆରମ୍ଭରେ ଏବଂ ମୃତ୍ୟୁ ୩୦ରୁ ୩୬ ଖ୍ରୀଷ୍ଟାବ୍ଦ ମଧ୍ୟରେ ହୋଇଥିଲା।[୧] ==ଧର୍ମ "We don't see things as they are, we see things as we are." †
ବାହାର ତଥ୍ୟ
[ସମ୍ପାଦନା]ଯୀଶୁ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିପୋଥିରେ ପଢ଼ାବହିମାନ |
- Complete Sayings of Jesus Christ in parallel Latin and English
- "Jesus Christ." Encyclopædia Britannica. 2009. Encyclopædia Britannica Online. 12 Nov. 2009
- From Jesus to Christ: The First Christians – documentary about Jesus' life and the early Church.
- The Jewish Roman World of Jesus Archived 2013-03-29 at the Wayback Machine.
ଆଧାର
[ସମ୍ପାଦନା]- ↑ Köstenberger & Kellum (2009) page 114;