ମୋମେଟାସୋନ

ଉଇକିପିଡ଼ିଆ‌ରୁ
ମୋମେଟାସୋନ
Clinical data
Trade namesNasonex, Asmanex, Elocon, others[୧]
Synonyms9α,21-Dichloro-11β,17α-dihydroxy-16α-methylpregna-1,4-diene-3,20-dione 17α-(2-furoate)
AHFS/Drugs.commonograph
Pregnancy
category
  • US: C (Risk not ruled out)
Routes of
administration
Topical, inhalation (nasal spray)
Drug classCorticosteroid; Glucocorticoid
ATC code
Legal status
Legal status
Pharmacokinetic data
BioavailabilityNasal spray is virtually undetectable in plasma; but systemic availability is comparable to fluticasone[୨]
Protein binding98% to 99%
MetabolismLiver
Elimination half-life5.8 hours
Identifiers
  • (9R,10S,11S,13S,14S,16R,17R)-9-chloro-17-(2-chloroacetyl)-11-hydroxy-10,13,16-trimethyl-3-oxo-6,7,8,9,10,11,12,13,14,15,16,17-dodecahydro-3H-cyclopenta[a]phenanthren-17-yl furan-2-carboxylate
CAS Number
PubChem CID
ChemSpider
UNII
ChEBI
ChEMBL
ECHA InfoCard100.125.600 Edit this at Wikidata
Chemical and physical data
FormulaC22H28Cl2O4 for mometasone
C27H30O6Cl2 as furoate
Molar mass427.361 g/mol (mometasone)
521.4 g/mol (furoate)
3D model (JSmol)
  • O=C(O[C@]2(C(=O)CCl)[C@H](C)C[C@H]3[C@@H]4CCC\1=C\C(=O)\C=C/[C@]/1(C)[C@@]4(Cl)[C@@H](O)C[C@]23C)c5occc5
  • InChI=1S/C27H30Cl2O6/c1-15-11-19-18-7-6-16-12-17(30)8-9-24(16,2)26(18,29)21(31)13-25(19,3)27(15,22(32)14-28)35-23(33)20-5-4-10-34-20/h4-5,8-10,12,15,18-19,21,31H,6-7,11,13-14H2,1-3H3/t15-,18+,19+,21+,24+,25+,26+,27+/m1/s1 checkY
  • Key:WOFMFGQZHJDGCX-ZULDAHANSA-N checkY
 ☒NcheckY (what is this?)  (verify)

ମୋମେଟାସୋନ (ଇଂରାଜୀ ଭାଷାରେ mometasone, ଅନ୍ୟ ନାମ ମୋମେଟାସୋନ ଫୁରୋଏଟ/mometasone furoate) ଏକ ପ୍ରକାର ଗ୍ଲୁକୋକର୍ଟିକଏଡ (steroid) ଔଷଧ ଯାହା କେତେକ ଚର୍ମ ରୋଗ (skin conditions), ହେ ଫିଭର (hay fever) ଓ ଆଜ୍‌ମା ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହାର କରାଯାଏ ।[୩][୪][୫] ଚିକିତ୍ସା ଅପେକ୍ଷା ଆଜ୍‌ମା ଆକ୍ରମଣର ପ୍ରତିଷେଧ ନିମନ୍ତେ ଏହା ଅଧିକ ବ୍ୟବ‌ହୃତ ହୁଏ ।[୩] ଏହା ଚର୍ମରେ ଲଗାଯାଏ, ଆଘ୍ରାଣ କରାଯାଏ ଓ ନାକରେ ବ୍ୟବ‌ହାର କରାଯାଇପାରେ ।[୩][୪][୫]

ଆଜ୍‌ମା ନିମନ୍ତେ ବ୍ୟବ‌ହାର କଲେ ମୋମେଟାସୋନର ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡ ବିନ୍ଧା, ତଣ୍ଟି ଦରଜ ଓ କାଣ୍ଡିଡିଆସିସ (thrush) ହୋଇପାରେ । [୩] ନାକରେ ବ୍ୟବ‌ହାର କଲେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ (upper respiratory tract infection) ନାକ ରକ୍ତସ୍ରାବ (nose bleeds) ହୋଇପାରେ ।[୫] ଚର୍ମରେ ଲଗେଇଲେ ବ୍ରଣ (acne), ଚର୍ମ ଆଟ୍ରୋଫି (skin atrophy) ଓ ଗଲୁ ହୋଇପାରେ ।[୪] ଏହା ପ୍ରଦାହକୁ (inflammation କମ୍ କରି କାର୍ଯ୍ୟକ୍ଷମ ହୁଏ ।[୩]

ମୋମେଟାସୋନ ସନ ୧୯୮୧ରେ ପେଟେଣ୍ଟ ହେବା ପରେ ସନ ୧୯୮୭ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୬] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୭] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୩୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୭] ସନ ୨୦୧୬ରେ ଏହାର ୩ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୧୬୫ତମ ସ୍ଥାନରେ ଥଲା ।[୮]

ଆଧାର[ସମ୍ପାଦନା]

  1. "International brands for Mometasone". Drugs.com. Retrieved 17 November 2016.
  2. Zia R. Tayab; Tom C. Fardon; Daniel K. C. Lee; Kay Haggart; Lesley C. McFarlane; Brian J. Lipworth; Günther Hochhaus (November 2007). "Pharmacokinetic/pharmacodynamic evaluation of urinary cortisol suppression after inhalation of fluticasone propionate and mometasone furoate". Br J Clin Pharmacol. 64 (5): 698–705. doi:10.1111/j.1365-2125.2007.02919.x. PMC 2203259. PMID 17509041. {{cite journal}}: Unknown parameter |last-author-amp= ignored (|name-list-style= suggested) (help)
  3. ୩.୦ ୩.୧ ୩.୨ ୩.୩ ୩.୪ "Mometasone Furoate Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 11 March 2019.
  4. ୪.୦ ୪.୧ ୪.୨ "Mometasone Furoate topical Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 11 March 2019.
  5. ୫.୦ ୫.୧ ୫.୨ "Mometasone Furoate eent Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 11 March 2019.
  6. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 488. ISBN 9783527607495.
  7. ୭.୦ ୭.୧ British national formulary : BNF 76 (76 ed.). Pharmaceutical Press. 2018. p. 265. ISBN 9780857113382.
  8. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ[ସମ୍ପାଦନା]