ମେରୀ କ୍ୟୁରୀ

ଉଇକିପିଡ଼ିଆ‌ରୁ
Marie Skłodowska Curie
c. 1920
ଜନ୍ମ
Maria Salomea Skłodowska

(1867-11-07)୭ ନଭେମ୍ବର ୧୮୬୭
ମୃତ୍ୟୁ୪ ଜୁଲାଇ ୧୯୩୪(1934-07-04) (ବୟସ ୬୬)
ମୃତ୍ୟୁର କାରଣAplastic anemia
ଜାତୀୟତା
  • Poland (by birth)
  • France (by marriage)
ବୈବାହିକ-ସାଥୀPierre Curie (1859 – 1906) m. 1895
ସନ୍ତାନ
ଶିକ୍ଷାନୁଷ୍ଠାନ
  • University of Paris
  • ESPCI
ପ୍ରସିଦ୍ଧି
ପୁରସ୍କାର
ବିଜ୍ଞାନୀ ଜୀବନ
କ୍ଷେତ୍ରPhysics, chemistry
କର୍ମାନୁଷ୍ଠାନUniversity of Paris
ଡକ୍ଟରୀ ଉପଦେଷ୍ଟାGabriel Lippmann
ଡକ୍ଟରୀ ଛାତ୍ର
ଦସ୍ତଖତ
Notes
She is the only person to win a Nobel Prize in two different sciences.

ମେରୀ କ୍ୟୁରି, Maria Salomea Skłodowska-Curie (୭ ନଭେମ୍ବର ୧୮୬୭ - ୪ ଜୁଲାଇ ୧୯୩୪) ଜଣେ ଫରାସୀ ଭୌତିକବିଦ ଓ ରସାୟନବିଦ ଥିଲେ । ଦୁଇଟି ନୋବେଲ ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଓ ଏକମାତ୍ର ବ୍ୟକ୍ତି । ସେ ପ୍ୟାରିସ୍ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା ପ୍ରଫେସର ଥିଲେ । ମେରୀ କ୍ୟୁରି ବାର୍ସାରେ ଜନ୍ମଗ୍ରହଣ କରିଥିଲେ ଯାହା ସେତେବେଳେ ପୋଲାଣ୍ଡ ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । ୧୮୯୧ରେ ୨୪ ବର୍ଷ ବୟସରେ ସେ ଉଚ୍ଚତର ଉପାଧି ପାଇଁ ପ୍ୟାରିସ୍ ଗଲେ । ପରବର୍ତ୍ତୀ ଗବେଷଣା ମଧ୍ୟ ସେଠାରେ କରିଥିଲେ । ୧୯୦୩ ମସିହାରେ ସେ, ତାଙ୍କ ସ୍ୱାମୀ ପିରେ କ୍ୟୁରି ଏବଂ ହେନ୍ରି ବକେରେଲ୍ ଭୌତିକ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଲେ । କିନ୍ତୁ ୧୯୧୧ ରସାୟନ ନୋବେଲ୍ ପୁରସ୍କାର ମେରୀ କ୍ୟୁରି ଏକକ ଭାବେ ପାଇଥିଲେ । ମେରୀ କ୍ୟୁରି ହେଉଛନ୍ତି ନୋବେଲ୍ ପୁରସ୍କାର ପାଇବାରେ ପ୍ରଥମ ମହିଳା, ଦୁଇଟି କ୍ଷେତ୍ରରେ ନୋବେଲ ପାଇବାରେ ଏକମାତ୍ର ମହିଳା ଓ ଏକାଧିକ ବିଜ୍ଞାନରେ ନୋବେଲ୍ ପାଇବାରେ ଏକମାତ୍ର ବ୍ୟକ୍ତି ।

ଆଧାର[ସମ୍ପାଦନା]

  1. ଆଧାର ଭୁଲ: ଅଚଳ <ref> ଚିହ୍ନ; nobelprize ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।