ମେଗ୍ ହ୍ୱିଟ୍ମେନ୍

ଉଇକିପିଡ଼ିଆ‌ରୁ
Meg Whitman
Whitman in 2009
ଜନ୍ମ
Margaret Cushing Whitman

(1956-08-04) ୪ ଅଗଷ୍ଟ ୧୯୫୬ (ବୟସ ୬୭)
ଶିକ୍ଷାନୁଷ୍ଠାନPrinceton University
Harvard University
ରାଜନୈତିକ ଦଳRepublican </ref>
ବୈବାହିକ-ସାଥୀGriffith Harsh (1980–present)
ସନ୍ତାନ2

ମାରଗ୍ରେଟ କୁସିଙ୍ଗ "ମେଗ"ହ୍ୱିଟ୍ମେନ୍(ଜନ୍ମ ଅଗଷ୍ଟ ୪,୧୯୫୬) ହେଉଛନ୍ତି ଜଣେ ଆମେରିକୀୟ ବ୍ୟାପାର ଶାସକ,ଜଣେ ରାଜନୀତି ଉପଦେଶକାରୀ ଓ ଜଣେ ଡୋନର। ହ୍ୱିଟ୍ମେନ୍ ଏବେ "ହେୱଲେଟ୍ ପାକା୍ର୍ଡ଼ ଉଦ୍ୟୋଗ"ର ସଭାପତି,ଏହା ସହିତ ସେ Hp.incର ଅଧ୍ୟକ୍ଷ। ହ୍ୱିଟ୍ମେନ୍ ନିୟୁୱର୍କସ୍ଥିତ coldspring ହାରବର୍ର ଅଧିବାସୀ। ସେ ହାୱାର୍ଡ ବ୍ୟବସାୟ ମହାବିଦ୍ୟାଳୟ ଓ ନିଉଜର୍ସିସ୍ଥିତ ପ୍ରିନ୍ସଟନ୍ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି।ହ୍ୱିଟ୍ମେନ୍ ୧୯୮୦ରେ the Walt Disney companyରେ ସାସନାଧିକାରୀ ରୂପେ କାମ କରୁଥିଲେ,ଓ ସେ ସେଠାରେ ଯୋଜନା ଓ କୌଶଳ ବିଭାଗର ଉପ ସଭାପତି ଥିଲେ। ୧୯୯୦ରେ ହ୍ୱିଟ୍ମେନ୍ DreamWorks,ହାଶବ୍ରୋ,ଓ "ପ୍ରୋକ୍ଟର ଆଣ୍ଡ ଗେମ୍ବଲ୍" କମ୍ପନୀରେ ଅଧକ୍ଷ ରୂପେ କାମ କରୁଥିଲେ।

ବାଲ୍ୟ ଜୀବନ ଓ ପାଠପଢ଼ା[ସମ୍ପାଦନା]

ହ୍ୱିଟ୍ମେନ୍ ନିୟୁୱର୍କସ୍ଥିତ coldspring ହାରବର୍ ସ୍ଥାନରେ ମାରର୍ଗ୍ରେଟ ଓ ହେଣ୍ଡରିକ୍ସ ହ୍ୱିଟ୍ମେନ୍ଙ୍କ ଘରେ ଜନ୍ମ ଗ୍ରହଣ କରିଥିଲେ।[୩][୪][୫]

ebay[ସମ୍ପାଦନା]

eBay's logo prior to Sept 2012.

ଆଧାର[ସମ୍ପାଦନା]

  1. ୧.୦ ୧.୧ "Meg Whitman". Forbes. Retrieved January 18, 2015.
  2. Berniker, Mark (May 9, 2014). "Atherton mansion madness: Homes of the rich and (tech) famous". CNBC. Retrieved May 8, 2016.[permanent dead link]
  3. Certo, Samuel C. (February 15, 2002). Modern management: adding digital focus. Prentice Hall. p. 22. ISBN 978-0-13-067089-2.
  4. "Meg Whitman to Wed June 7". The New York Times. Retrieved May 12, 2010.
  5. "Marriage Announcement 16 -- No Title". Daily Boston Globe. June 22, 1947. Archived from the original on July 24, 2012. Retrieved March 6, 2017.