ଭେନଲାଫାକ୍ସିନ

ଉଇକିପିଡ଼ିଆ‌ରୁ
ଭେନଲାଫାକ୍ସିନ
Clinical data
Trade namesEffexor, others [୧]
AHFS/Drugs.commonograph
data
Pregnancy
category
  • AU: B2
  • US: C (Risk not ruled out)
Routes of
administration
By mouth
ATC code
Legal status
Legal status
Pharmacokinetic data
Bioavailability42±15%[୨]
Protein binding27±2% (parent compound), 30±12% (active metabolite, desvenlafaxine)[୩]
MetabolismLiver (~50% of the parent compound is metabolised on first pass through the liver)[୨][୩]
Elimination half-life5±2 h (parent compound for immediate release preparations), 15±6 h (parent compound for extended release preparations), 11±2 h (active metabolite)[୨][୩]
ExcretionKidney (87%; 5% as unchanged drug; 29% as desvenlafaxine and 53% as other metabolites)[୨][୩]
Identifiers
  • (RS)-1-[2-dimethylamino-1-(4-methoxyphenyl)-ethyl]cyclohexanol
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.122.418 Edit this at Wikidata
Chemical and physical data
FormulaC17H27NO2
Molar mass277.402 g/mol
3D model (JSmol)
ChiralityRacemic mixture
  • OC2(C(c1ccc(OC)cc1)CN(C)C)CCCCC2
  • InChI=1S/C17H27NO2/c1-18(2)13-16(17(19)11-5-4-6-12-17)14-7-9-15(20-3)10-8-14/h7-10,16,19H,4-6,11-13H2,1-3H3 checkY
  • Key:PNVNVHUZROJLTJ-UHFFFAOYSA-N checkY
  (verify)

ଭେନଲାଫାକ୍ସିନ (ଇଂରାଜୀ ଭାଷାରେ Venlafaxine, ଏକ ବିକ୍ରୟ ନାମ ଏଫେକ୍ସର/ Effexor) ଏକ ସେରୋଟୋନିନ-ନରଏପିନେଫ୍ରିନ ରିଅପଟେକ ଇନହିବିଟର (serotonin-norepinephrine reuptake inhibitor/ SNRI) ଶ୍ରେଣୀର ଏକ ଅବସାଦରୋଧୀ ଔଷଧ ।[୪] ପ୍ରମୁଖ ଅବସାଦ ବେମାରୀ/ MDD), ଜେନେରାଲାଇଜଡ ଅଙ୍ଗଜାଇଟି ଡିଜଅର୍ଡ଼ର (generalized anxiety disorder/ GAD), ପ୍ୟାନିକ ଡିଜ‌ଅର୍ଡ଼ରସୋସିଆଲ ଫୋବିଆ (social phobia) ଇତ୍ୟାଦି ରୋଗମାନଙ୍କ ଚିକିତ୍ସାରେ ଏହା ଦିଆଯାଏ ।[୪] ପାଟିରେ ଏହି ଔଷଧ ଦିଆଯାଏ । [୪]

ଭେନଲାଫାକ୍ସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅରୁଚି, କୋଷ୍ଠକାଠିନ୍ୟ, ଶୁଷ୍କ ପାଟି, ଓଜନିଆ ମୁଣ୍ଡ, ଝାଳ ବୋହିବା ଓ ଯୌନ ସମସ୍ୟା ଆଦି ଦେଖାଯାଏ ।[୪] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆତ୍ମହତ୍ୟା ସଙ୍କଟ, ମାନିଆ (mania) ଓ ସେରୋଟୋନିନ ସିଣ୍ଡ୍ରୋମ ଇତ୍ୟାଦି ହୋଇପାରେ ।[୪] ଔଷଧ ହଠାତ ବନ୍ଦ କରିଦେଲେ ଆଣ୍ଟିଡିପ୍ରେସାଣ୍ଟ ଉଇଥଡ୍ରଆଲ ସିଣ୍ଡ୍ରୋମ (Antidepressant withdrawal syndrome) ହୋଇପାରେ ।[୪] ଗର୍ଭାବସ୍ଥାର ଶେଷ ଭାଗରେ ଏହା ଦେଲେ ଶିଶୁର କ୍ଷତି ହୋଇପାରେ । [୪] ଏହାର କାର୍ଯ୍ୟବିଧି ସ୍ପଷ୍ଟ ନହେଲେ ମଧ୍ୟ ମସ୍ତିଷ୍କର ନିଉରୋଟ୍ରାନ୍ସମିଟରରେ (neurotransmitter) ପରିବର୍ତ୍ତନ ଯୋଗୁ ହେଉଥିବା ବିଶ୍ୱାସ କରାଯାଏ ।[୪]

ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୩ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଭେନଲାଫାକ୍ସିନ ସ୍ୱୀକୃତ ହୋଇଥିଲା ।[୪] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୪] ସନ ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଡୋଜର ହୋଲସେଲ ମୂଲ୍ୟ ୦.୨୦ ଡଲାରରୁ କମ୍ ଥିଲା ।[୫] ସନ ୨୦୧୬ରେ ଏହାର ୧୫ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୫୧ତମ ସ୍ଥାନ ଅଧିକାର କରିଥିଲା ।[୬]

ଆଧାର[ସମ୍ପାଦନା]

  1. "Venlafaxine international brands". Drugs.com. Retrieved 22 June 2017.
  2. ୨.୦ ୨.୧ ୨.୨ ୨.୩ "Apo-Venlafaxine XR Capsules" (PDF). TGA eBusiness Services. Macquarie Park, NSW: Apotex Pty Ltd. 13 April 2012. Retrieved 6 November 2013.
  3. ୩.୦ ୩.୧ ୩.୨ ୩.୩ "Venlafaxine (venlafaxine hydrochloride) tablet [Aurobindo Pharma Limited]". DailyMed. Aurobindo Pharma Limited. February 2013. Retrieved 6 November 2013.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ "Venlafaxine Hydrochloride Monograph for Professionals". Drugs.com (in ଇଂରାଜୀ). AHFS. Retrieved 24 December 2018.
  5. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
  6. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ[ସମ୍ପାଦନା]