ବ୍ୟାଚେଲର

ଉଇକିପିଡ଼ିଆ‌ରୁ
ବ୍ୟାଚେଲର
ନିର୍ଦ୍ଦେଶକମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକମିତାଲି ମଧୁମିତା
ସଂଳାପନିର୍ମଳ ନାୟକ
ଚିତ୍ରନାଟ୍ୟମୃତ୍ୟୁଞ୍ଜୟ ସାହୁ
କାହାଣୀଅନଙ୍ଗ ମଞ୍ଜରୀ ପଟ୍ଟନାୟକ
କଳାକାରଅଖିଳ ପଟ୍ଟନାୟକ
ଉତ୍କଣ୍ଠା ପାଢ଼ୀ
ବିଜୟ ମହାନ୍ତି
ପିଣ୍ଟୁ ନନ୍ଦ
ତନ୍ଦ୍ରା ରାୟ
ମୀନକେତନ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣମୃତ୍ୟୁଞ୍ଜୟ ସାହୁ
ମୁକ୍ତିଲାଭ ତାରିଖ
୨୦ ସେପ୍ଟେମର ୨୦୧୩[୧]
ଦେଶ ଭାରତ
ଭାଷାଓଡ଼ିଆ

ବ୍ୟାଚେଲର, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ମିତାଲି ମଧୁମିତା ।[୨] ଅନଙ୍ଗ ମଞ୍ଜରୀ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ।[୩] ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୧] ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪][୫][୬] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୭]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଖିଳ ପଟ୍ଟନାୟକ ଏବଂ ଉତ୍କଣ୍ଠା ପାଢ଼ୀ ।[୮] ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ତନ୍ଦ୍ରା ରାୟ, ମୀନକେତନ, ହରିହର ମହାପାତ୍ର, ଜୀବନ ପଣ୍ଡା, ବିଭୂତି ତ୍ରିପାଠୀ, ମିଲି, ଦେବୀ, ଏକଲବ୍ୟ, ଟୁଲୁ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୮][୩] ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ, ନିର୍ମଳ ନାୟକ, ବାପି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୨] ବିଭୁ କିଶୋର ଏହି କଥାଚିତ୍ରଟିର ଗୀତ ଗାଇଥିଲେ ।[୭]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ବ୍ୟାଚେଲର" 
2."ଚଲାବାଟେ" 
3."ଛାତି ଚ‌ହଳ କଲା" 
4."ଚିକି ମିକି ଆଖିରେ ତୋ" 
5."ଚକୋଲେଟ ଚେହେରା" 
6."ସରଗର ପରି" 
7."ତୋ ଦୁଃଖରେ ଦୁଃଖି" 
8."ତୁ ମୋରି ପାଇଁ ରେ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ Mohapatra, Mrudu M. (17 September 2013). "Bachelor arrives on 20th September". odia live. Retrieved 6 November 2017.
  2. ୨.୦ ୨.୧ "Bachelor". www.nuaodisha.com. Retrieved 6 November 2017.
  3. ୩.୦ ୩.୧ ୩.୨ Mohapatra, Mrudu M. (20 September 2013). "Bachelor running successfully across Odisha". odia live. Retrieved 6 November 2017.
  4. "Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com". enewsodia.com/. Odisha: E News ଓଡ଼ିଆ. 8 September 2017. Archived from the original on 23 June 2019. Retrieved 16 January 2019.
  5. Mohapatra, Mrudu M. (2 September 2013). "Bachelor Audio Released". odia live. Retrieved 6 November 2017.
  6. "ଅମ୍ଳାନ-ରୀୟା ଯୋଡ଼ିର 'ଲାଗିଲା ରଙ୍ଗ ଗୋଲାପି ଗୋଲାପି'". Sambad (in Odia). 28 April 2023. Archived from the original on 29 September 2023. Retrieved 29 September 2023.{{cite web}}: CS1 maint: unrecognized language (link)
  7. ୭.୦ ୭.୧ "Bachelor new Oriya Movie". Incredible Orissa. 11 March 2013. Retrieved 6 November 2017.
  8. ୮.୦ ୮.୧ Mohapatra, Mrudu M. (10 August 2013). "1st Look of Odia Film Bachelor". odia live. Retrieved 6 November 2017.

ବାହାର ଆଧାର[ସମ୍ପାଦନା]