Jump to content

ବୀଣା ମହାପାତ୍ର

ଉଇକିପିଡ଼ିଆ‌ରୁ
ବୀଣା ମହାପାତ୍ର
ଜନ୍ମ(1936-07-21)୨୧ ଜୁଲାଇ ୧୯୩୬
ମୃତ୍ୟୁ୨୦୧୩
ଜାତୀୟତାଭାରତୀୟ
ବୃତ୍ତିପତ୍ରିକା ସମ୍ପାଦିକା'
ଉଲ୍ଲେଖନୀୟ କୃତିସୁବର୍ଣ୍ଣ ସୀତା, ଭାଗ୍ୟ ହାତେ ଡୋରୀ
ବୈବାହିକ-ସାଥୀରମାକାନ୍ତ ମହାପାତ୍ର

ବୀଣା ମହାପାତ୍ର (୨୧ ଜୁଲାଇ ୧୯୩୬ - ୨୦୧୩) ଜଣେ ଭାରତୀୟ ଓଡ଼ିଆ ଭାଷୀ ଲେଖିକା ଥିଲେ । ସେ ଅନେକ ଗଳ୍ପ ଓ ଉପନ୍ୟାସ ଲେଖିବା ସହ ମାସିକ ପତ୍ରିକା ସୌରଭର ସମ୍ପାଦିକା ଭାବେ ଜଣାଶୁଣା ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ବୀଣା ମହାପାତ୍ର କଟକଠାରେ ୧୯୩୬ ଜୁଲାଇ ୨୧ରେ ଜନ୍ମଗ୍ରହଣ କରିଥିଲେ । ସେ ଗଣିତରେ ସ୍ନାତକୋତ୍ତର ଶିକ୍ଷାଲାଭକରିଥିଲେ ।

ରଚନାବଳୀ

[ସମ୍ପାଦନା]

ପ୍ରଥମେ କବିତାରୁ ଆରମ୍ଭ କରି ସେ ପ୍ରାୟ ୫୦ ଖଣ୍ଡ ଉପନ୍ୟାସ ଗଳ୍ପ ସଂକଳନ ରଚନା କରିଥିଲେ । ତାଙ୍କ ରଚିତ ସୁବର୍ଣ୍ଣ ସୀତା, ଭାଗ୍ୟ ହାତେ ଡୋରୀ ଉପନ୍ୟାସଦ୍ୱୟ ସମାନ ନାମରେ ଚଳଚ୍ଚିତ୍ରରେ ରୂପାୟନ ହୋଇଥିଲା ।[]

କ୍ଷୁଦ୍ର ଗଳ୍ପ

[ସମ୍ପାଦନା]
  • ଛାଇ ଆଲୁଅ (୧୯୮୭)

ଉପନ୍ୟାସ

[ସମ୍ପାଦନା]
  • ଅଙ୍ଗେ ଅଙ୍ଗେ ରଙ୍ଗ ଲାଗେ (୧୯୬୬)[]
  • ପୁଷ୍ପିତ ମୌସୁମୀ (୧୯୬୭)
  • ସୁବର୍ଣ୍ଣ ସୀତା (୧୯୭୬)
  • ନୀଳ ଝରଣା (୧୯୯୮)
  • ଭାଗ୍ୟ ହାତେ ଡୋରୀ
  • ସାଗରିକା ପ୍ରୀତିଧାରା (ଏକତ୍ର)
  • ତାରାବାଈ
  • ଚିତ୍ରାଙ୍ଗଦା
  • ଅଭଶପ୍ତ ତାରୁଣ୍ୟ (କିଶୋର ଉପନ୍ୟାସ)
  • ଏଇ ଜହ୍ନ ଏଇ ରାତି
  • କ୍ଳାନ୍ତ ନିଶୀଥ
  • ମନ ମୟୁରୀ
  • ବିବର୍ଣ୍ଣ ପୃଥିବୀ
  • ଜଳତରଙ୍ଗ
  • ଢେଉ ପରେ ଢେଉ
  • କୋରୀ ଝରାନା ଲୁହ
  • ଶେଷ ସୂର୍ଯ୍ୟାସ୍ତ
  • ମହୀୟସୀ
  • ମହାନଗରୀ
  • ସାଗରିକା
  • ସୁପ୍ତ ଗୋଧୂଳି
  • କଳଙ୍କିତ ସହର
  • ଟୋପା ଟୋପା ଲୁହ
  • ଭିଜା ଶ୍ରାବଣ
  • ଅଗ୍ନିବିନ୍ଦୁ
  • କୃଷ୍ଣା କାବେରୀ
  • ମନ ପ୍ରଜାପତି
  • ଧ୍ୱନି ପ୍ରତିଧ୍ୱନି
  • ହାଏ ଆମେରିକା
  • ବିଦେଶିନୀ
  • ଅନେକ ଲହରୀ
  • ତାରାବାଈ
  • ହଜିଯାଇଥିବା ମନଟିଏ
  • ଇନ୍ଦ୍ରଧନୁର ଭଗ୍ନାଂଶ
  • ଦଗ୍ଧ ଶେଫାଳୀ
  • ଧୂସର ଧରିତ୍ରୀ
  • ଅନେକ ବିନିଦ୍ର ରଜନୀ
  • ଭିଜା ଆକାଶ
  • ଏଇତ ଜୀବନ
  • ମାୟା ମରୀଚିକା
  • ପଥେ ପଥେ ପଦରେଣୁ
  1. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୦୮୨. ISBN 81-903352-3-5.
  2. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୬୭୮, ୭୫୪. ISBN 81-7400-331-2.
  3. ବଳିଆରସିଂହ, ଶକୁନ୍ତଳା (୨୦୦୪). ପରିଚିତି. ଭୁବନେଶ୍ୱର: ଓଡ଼ିଶା ଲେଖିକା ସଂସଦ. pp. ୧୪୧-୧୪୨.