Topic on ଉଇକିପିଡ଼ିଆ:ଆଲୋଚନା ସଭା

ଉଇକିମିଡ଼ିଆ ଇଣ୍ଡିଆ ସାଲୋନ୍ ପାଇଁ ଆବେଦନ

3
Jnanaranjan sahuଙ୍କ ଲିଖିତ ସାରାଂଶ

ସରିଯାଇଛି

Ssgapu22 (ଆଲୋଚନାଅବଦାନ)

ଆସନ୍ତା ସେପ୍ଟେମ୍ବର ୧୪-୧୫ରେ CIS-A2K ଦ୍ୱାରା ହେବାକୁ ଥିବା ଇଣ୍ଡିଆ ସାଲୋନ୍ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ମୁଁ ଆବେଦନ କରିଛି । ଏହି ମେଳଣରେ ମୁଁ Capacity Building, Community Health, Resource Allocation ଓ Roles & Responsibilities ବିଷୟରେ ଆଲୋଚନା କରିବା ପାଇଁ ମୁଁ ବାଛିଛି । ଯଦି ଅନ୍ୟମାନେ ଆବେଦନ କରିବାକୁ ଚାହୁଁଥିବେ, ତେବେ ଏହି ଫର୍ମ ଜରିଆରେ ଆବେଦନ କରିପାରିବେ ।

Soumendrak (ଆଲୋଚନାଅବଦାନ)

କଣ ହେଲା କାର୍ଯ୍ୟକ୍ରମରେ ?

Ssgapu22 (ଆଲୋଚନାଅବଦାନ)

ଏବେ ଯାଏଁ ହେଇନି...