Topic on ଉଇକିପିଡ଼ିଆ:ଆଲୋଚନା ସଭା

ଆଫିଲିଏଟ ସିଲେଲ୍ଟଡ ବୋର୍ଡ ମେମ୍ବର ପାଇଁ ଭୋଟ

2
Jnanaranjan sahuଙ୍କ ଲିଖିତ ସାରାଂଶ

ଭୋଟ ଦିଆଗଲା

Jnanaranjan sahu (ଆଲୋଚନାଅବଦାନ)

ଆଫିଲିଏଟ ସିଲେକ୍ଟଡ ବୋର୍ଡ ମେମ୍ବର ପାଇଁ ନିର୍ବାଚନ ହେଉଛି । ଓଡ଼ିଆ ଉଇକିମେଡିଆ ଇଉଜର ଗ୍ରୁପ ତରଫରୁ ମୁଁ ଭୋଟ ଦେଉଛି । ପ୍ରତିଯୋଗୀ ମାନଙ୍କୁ ଆପଣ ଏଇଠି ଦେଖି ପାରିବେ । ଏହି ଭୋଟ ପ୍ରକିୟାରେ ଜଣଙ୍କୁ ସିଧା ଭୋଟ ନ ଦେଇ ୧୧ଜଣଙ୍କୁ ୧ ରୁ ୧୧ ଯାଏଁ ତାଲିକାରେ ରଖିବାକୁ ପଡିବ । ଆପଣଙ୍କ ମତାମତ କି କୌଣସି ପ୍ରତିଯୋଗୀ ବିଷୟରେ କିଛି ଜଣାଇବାକୁ ଚାହୁଁଥିଲେ ମତେ ଏଠି, ଫେସବୁକ କିମ୍ବା ମେଲ ଦ୍ୱାରା ଜଣାଇବେ ।

Soumendrak (ଆଲୋଚନାଅବଦାନ)

ଏଠାରେ ମତାମତ ପଚାରିଥିବାରୁ ଧନ୍ୟବାଦ । ଆମ ଗୋଷ୍ଠୀପାଇଁ ଯୋଉମାନେ ଆପଣଙ୍କୁ ଭଲ ଲାଗୁଛନ୍ତି ଦେଇଦିଅନ୍ତୁ ।