Topic on ଉଇକିପିଡ଼ିଆ:ଆଲୋଚନା ସଭା

ସିଆଇଏସ-ଏଟୁକେ ଆଗାମୀ ବର୍ଷର ଯୋଜନା ବିଷୟରେ ଆପଣଙ୍କ ମତ ଦରକାର ।

1
Saileshpat (ଆଲୋଚନାଅବଦାନ)

ସିଆଇଏସ-ଏଟୁକେ ଆଗାମୀ ବର୍ଷର କାର୍ଯ୍ୟ ଯୋଜନା କରୁଛି, ଯଦି ଆପଣମାନେ ଏହି ଫର୍ମରେ ନିଜର ମତ ବା ଉତ୍ତର ଦେଇପାରିବେ ତେବେ ଏହା ଆମକୁ ଯୋଜନା ବନେଇବାରେ ସହାୟତା କରିବ ।

କିଛି ପ୍ରଶ୍ନ ଥିଲେ ପଚାରନ୍ତୁ ।

ସାଧୁବାଦ!

"ସିଆଇଏସ-ଏଟୁକେ ଆଗାମୀ ବର୍ଷର ଯୋଜନା ବିଷୟରେ ଆପଣଙ୍କ ମତ ଦରକାର ।"ଙ୍କୁ ଉତ୍ତର