ସୂର୍ଯ୍ୟମୁଖୀ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ସୂର୍ଯ୍ୟମୁଖୀ
ନିର୍ଦ୍ଦେଶକପ୍ରଫୁଲ୍ଲ ସେନଗୁପ୍ତା
ପ୍ରଯୋଜକସୌମେନ୍ଦ୍ର ମିଶ୍ର
ସଂଳାପ(ସଂଳାପ): ଗୁରୁକୃଷ୍ଣ ଗୋସ୍ୱାମୀ
କଳାକାରଅନନ୍ତ, ଲକ୍ଷ୍ମୀପ୍ରିୟା ମହାପାତ୍ର, ମିନତି ମିଶ୍ର, ସୁଖଲତା ମହାନ୍ତି
ସଙ୍ଗୀତଶାନ୍ତନୁ ମହାପାତ୍ର
ମୁକ୍ତିଲାଭ ତାରିଖ
୧୯୬୩
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୮୬ ହଜାର

ପ୍ରଫୁଲ୍ଲ ସେନଗୁପ୍ତାଙ୍କ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର ସୂର୍ଯ୍ୟମୁଖୀ ୧୯୬୩ରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରରେ ଲତା ମଙ୍ଗେସକରମାନ୍ନା ଦେ ଗୀତ ଗାଇଥିଲେ । [୧] ସଙ୍ଗୀତ ଶାନ୍ତନୁ ମହାପାତ୍ର ଗୀତ ଗୁଡ଼ିକର ସାରଣୀ

ଗୀତ ଗୀତିକାର ଗାୟକ / ଗାୟିକା
୧) ନୀଳାଦ୍ରି ବିହାରୀ ହରି ଗୁରୁକୃଷ୍ଣ ଗୋସ୍ୱାମୀ ପ୍ରଣବ ପଟ୍ଟନାୟକ
୨) ସେଇ ଚୁନା ଚୁନା ତାରା ଫୁଲ ଗୁରୁକୃଷ୍ଣ ଗୋସ୍ୱାମୀ ଲତା ମଙ୍ଗେସକର
୩) ଆରେ ଅଳତା ଢାଳିଲେ ଗୁରୁକୃଷ୍ଣ ଗୋସ୍ୱାମୀ ନିର୍ମଳା ମିଶ୍ର, ସିକନ୍ଦର ଆଲାମ, ପ୍ରଣବ ପଟ୍ଟନାୟକ, ଓ ସାଥୀ
୪) ସେଇ ନୀଳପରୀ ଦେଶେ ଗୁରୁକୃଷ୍ଣ ଗୋସ୍ୱାମୀ ମହମ୍ମଦ ସିକନ୍ଦର ଆଲାମନିର୍ମଳା ମିଶ୍ର
୫) ଅନ୍ତରେ କାନ୍ଦେ ବାହାରେ ଗୁରୁକୃଷ୍ଣ ଗୋସ୍ୱାମୀ ପ୍ରଣବ ପଟ୍ଟନାୟକ
୬) ବନ୍ଧୁରେ ଦୁନିଆରେ ସମୟର ଗୁରୁକୃଷ୍ଣ ଗୋସ୍ୱାମୀ ମାନ୍ନା ଦେ

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ସୂର୍ଯ୍ୟମୁଖୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର[ସମ୍ପାଦନା]

  1. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 66–. ISBN 978-1-136-77284-9.

ଅଧିକ ତଥ୍ୟ[ସମ୍ପାଦନା]