ଲୁନାଭଦା ରାଜ୍ୟ

ଉଇକିପିଡ଼ିଆ‌ରୁ

ଲୁନାଭଦା ରାଜ୍ୟ
લુણાવાડા રિયાસત
लुनाव्दा रियासत
Princely State of British India
1434–1948

Flag of Lunavada

Flag

History
 •  Established 1434
 •  Accession to the Union of India 1948
Area
 •  1901 ୧,୦୦୫ km2 (୩୮୮ sq mi)
Population
 •  1901 ୬୩,୯୬୭ 
Density ୬୩.୬ /km2  (୧୬୪.୮ /sq mi)
Public Domain This article incorporates text from a publication now in the public domainChisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

ଲୁନାଭଦା ରାଜ୍ୟ, ଏକ ବ୍ରିଟିଶ ଭାରତର ରାଜକୀୟ ରାଜ୍ୟ ଥିଲା । ଏହାର ଆୟତନ 1,005 ବର୍ଗ କିଲୋମିଟର ଥିଲା ।[୧] ଏହା ରେୱା ଏଜେନ୍ସି ଅଧିନସ୍ଥ ରାଜ୍ୟ ଥିଲା । ବର୍ତ୍ତମାନ ଗୁଜରାଟ ରାଜ୍ୟରେ ଥିବା ଲୁନାଭଦା ସହର ଏହାର ରାଜଧାନୀ ଥିଲା । 


ଇତିହାସ [ସମ୍ପାଦନା]

1225 ମସିହାରେ ଆହନୀଳବାରା ପତନ ରାଜ୍ୟର ସିଧାରାଜଙ୍କଦ୍ୱାରା ବୀରପୁର ନାମକ ରାଜ୍ୟ ସ୍ଥାପିତ ହେଇଥିଲା । 1434 ମସିହାରେ ରାଣା ଭୀମ ସିଂହଜୀ ଲୁନାଭଦା ସହରକୁ ରାଜଧାନୀ କରି ମାହି ନଦୀ ତଟରେ ଏହି ରାଜ୍ୟ ସ୍ଥାପନ କଲେ । 

1826 ମସିହାରେ ଏହି ରାଜ୍ୟ ବ୍ରିଟିଶମାନଙ୍କ ରକ୍ଷଣକୁ ଆସି ରେୱା ଏଜେନ୍ସି ଅଧୀନରେ ରହିଲା । ମରୁଡି ଗ୍ରସ୍ତ ଏହି ରାଜ୍ୟର ଜନସଂଖ୍ୟା 1901ରେ ବହୁ ସଂଖ୍ୟାରେ କମି ଯାଇଥିବାର ଜଣା ଯାଇଥିଲା । [୨]

ଶାସକ [ସମ୍ପାଦନା]

ସୋଲାଙ୍କି ବଂଶଜ ରାଜପୁତମାନେ ଏହି ରାଜ୍ୟ ଶାସନ କରୁଥିଲେ । 1867 ମସିହାରେ ୱାଖତ ସିଂହଜୀ ଜଣେ ଜଣାଶୁଣା ରାଜା ଥିଲେ ।[୩] ଶାସକମାନେ 'ରାଣା " ଉପାଧି ନେଇ ଥିଲେ ଓ ବ୍ରିଟିଶ ମାନଙ୍କଦ୍ୱାରା 9-ତୋପ ସମ୍ମାନ ପ୍ରାପ୍ତ ଥିଲେ । [୪]

ରାଣା ସମୂହ [ସମ୍ପାଦନା]

  • 1674 - 1711 Bir Singh (d. 1711)
  • 1711 - 1735 Nar Singh (d. 1735)
  • 1735 - 1757 Wakhat Singh (d. 1757)
  • 1757 - 1782 Dip Singh (d. 1782)
  • 1782 - 1786 Durjan Singh (d. 1786)
  • 1786 Jagat Singh
  • 1786 - 1818 Partab Singh
  • 1818 - 1849 Fateh Singh (d. 1849)
  • 1849 - 1851 Dalpat Singh (d. 1851)
  • 1851 - 1852 interregnum
  • 1852 - Jun 1867 Dalil Singh (d. 1867)
  • 31 Oct 1867 – 27 Apr 1929 Wakhat Singh Dalil Singh (b. 1860 - d. 1929) (from 25 May 1889, Sir Wakhat Singh Dalil Singh)
  • 27 Apr 1929 – 15 Aug 1947 Virbhadra Singh Ranjit Singh (b. 1910 - d. 1986)

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]