ଲକ୍ଷ୍ମୀ ବରାହ ମନ୍ଦିର

Coordinates: 20°41′03.1″N 86°38′45.5″E / 20.684194°N 86.645972°E / 20.684194; 86.645972
ଉଇକିପିଡ଼ିଆ‌ରୁ
ଲକ୍ଷ୍ମୀ ବରାହ ମନ୍ଦିର‌
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictKକେନ୍ଦ୍ରାପଡ଼ା
ଦେବାଦେବୀବରାହ, ଲକ୍ଷ୍ମୀ
Festivalsରଥଯାତ୍ରା
Location
ସ୍ଥାନଆଳି
Stateଓଡ଼ିଶା
Countryଭାରତ
ଭୌଗଳିକ ଅବସ୍ଥିତି20°41′03.1″N 86°38′45.5″E / 20.684194°N 86.645972°E / 20.684194; 86.645972
Architecture
Typeକଳିଙ୍ଗ
Completed୧୫୫୦

ଲକ୍ଷ୍ମୀ ବରାହ ମନ୍ଦିର‌ ଭାରତୀୟ ରାଜ୍ୟ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ[୧] ଏକ ପ୍ରାଚୀନ ମନ୍ଦିର ।[୨] ଏଠାରେ ବିଷ୍ଣୁଙ୍କ ବରାହ ଅବତାରଙ୍କୁ ଆରାଧନା କରାଯାଏ ।

ଭୌଗଳିକ ଅବସ୍ଥିତି [ସମ୍ପାଦନା]

ଏହି ମନ୍ଦିର ବ୍ରାହ୍ମଣୀ ନଦୀ ସନ୍ନିକଟରେ ଅବସ୍ଥିତ । ଆଳି ତହସିଲରୁ ଏହାର ଦୁରତ୍ୱ ୧ କିଲୋମିଟର ଓ କେନ୍ଦ୍ରାପଡ଼ା ସଦର ମହକୁମାଠାରୁ ୪୦ କିଲୋମିଟର ।[୩] ଆଳି ତହସିଲ ଭୁବନେଶ୍ୱରଠାରୁ ୧୪୬ କିଲୋମିଟର ଦୂର ଓ ଏହାର ନିକଟବର୍ତ୍ତୀ ରେଳ ଷ୍ଟେସନ ଭଦ୍ରକଠାରେ ଅବସ୍ଥିତ ।[୪]

କିମ୍ବଦନ୍ତୀ [ସମ୍ପାଦନା]

ଆଳିର ପ୍ରାକ୍ତନ ରାଜା ଶ୍ରୀ ଲକ୍ଷ୍ମୀ ଓ ବରାହଙ୍କ ଭକ୍ତ ଥିଲେ । ସେ ଯାଜପୁରଠାରେ ଥିବା ମାଁ ବିରଜା ପୀଠକୁ ନିୟମିତ ଦର୍ଶନ ପାଇଁ ଯାଉଥିଲେ । ଥରେ ନଦୀରେ ବନ୍ୟା ଆସିବା ଯୋଗୁ ସେ ଯାଇ ପାରିଲେ ନାହି । ସେ ରାତିରେ ସ୍ୱପ୍ନରେ ଭଗବାନ ତାଙ୍କ ନିକଟକୁ ଆସୁଥିବାର ଦେଖି ନଦୀତିରକୁ ଘୋଡାରେ ଗଲେ । ସେଠୁ ଫେରିବା ବେଳେ ତାଙ୍କ ପଛରେ ଭଗବାନ ଆସୁଥିବାର ସେ ପାଦ ଶବ୍ଦ ଶୁଣୁଥିଲେ । ଯେଉଁ ସ୍ଥାନରେ ପାଦ ଶବ୍ଦ ବନ୍ଦ ହେଲା ରାଜା ସେହି ସ୍ଥାନରେ ପୂଜା ଅର୍ଚନା କରି ଏଠାରେ ମନ୍ଦିର ନିର୍ମାଣ କରେଇଲେ । ବର୍ତ୍ତମାନର ମନ୍ଦିର ବିଂଶ ଶତାବ୍ଦୀରେ ରାଜା ବ୍ରଜସୁନ୍ଦର ଦେବଙ୍କଦ୍ୱାରା ପୁନର୍ନିର୍ମିତ ହେଇଥିଲା ।  

ଯାନୀ ଯାତ୍ରା [ସମ୍ପାଦନା]

  • ବଜାର ଦ୍ୱାଦଶୀ
  • ଦୋଳ ଯାତ୍ରା
  • ରଜ ପର୍ବ 
  • କୁମାର ପୁରଣିମା 
  • କାର୍ତିକ ପୁର୍ଣିମା 
  • ରଥ ଯାତ୍ରା 


ଆଧାର [ସମ୍ପାଦନା]

  1. India. Parliament. House of the People; India. Parliament. Lok Sabha (24 November 2010). Lok Sabha Debates. Lok Sabha Secretariat.
  2. Bijaya Kumar Rath; Kamalā Ratnam (1995). The Forgotten Monuments of Orissa. Publications Divisions Ministry of Inf & Broadcasting Government of India. ISBN 978-81-230-0313-9.
  3. "Culture". www.orissa-tourism.com. orissa tourism. Archived from the original on 7 August 2019. Retrieved 7 August 2019.
  4. "Google Maps". Google Maps. Retrieved 2016-05-04.

ବାହାର ଲିଙ୍କ [ସମ୍ପାଦନା]