ରବି ଶାସ୍ତ୍ରୀ

ଉଇକିପିଡ଼ିଆ‌ରୁ

ରବିଶଙ୍କର ଜୟଦ୍ରଥ ଶାସ୍ତ୍ରୀ ( ଜନ୍ମ ୨୭ ମେ , ୧୯୬୨) ଜଣେ ଭାରତୀୟ କ୍ରିକେଟ ଖେଳାଳି ଏବଂ ଭାରତୀୟ କ୍ରିକେଟ ଦଳର ପୂର୍ବତନ ନିର୍ଦ୍ଦେଶକ । ସେ ୧୯୮୧ରୁ ୧୯୯୨ ପର୍ଯ୍ୟନ୍ତ ଜାତୀୟ ଦଳ ତରଫରୁ ଟେଷ୍ଟ ଏବଂ ଏକଦିବାସୀୟ ଅନ୍ତରାଷ୍ଟ୍ରୀୟ ଖେଳିଥିଲେ । ପ୍ରଥମରୁ ସେ ବାମ ହାତୀ ସ୍ପିନ ବୋଲର ହିସାବରେ ଦଳରେ ପ୍ରବେଶ ପାଇଥିଲେ ମଧ୍ୟ ପରେ ଅଲରାଉଣ୍ଡରର ମାନ୍ୟତା ପାଇଥିଲେ । 

2015ରେ ରବି ଶାସ୍ତ୍ରୀ 
ରବି ଶାସ୍ତ୍ରୀଙ୍କ ଖେଳ ଜୀବନର ପ୍ରଦର୍ଶନ ରେଖାଚିତ୍ର 

ଆଧାର ସବୁ [ସମ୍ପାଦନା]



ବାହାର ଲିଙ୍କ [ସମ୍ପାଦନା]