ଫୁଟବଲ

ଉଇକିପିଡ଼ିଆ‌ରୁ

ଫୁଟବଲ ବିଶ୍ୱର ଅନ୍ୟ ଏକ ଲୋକପ୍ରିୟ ଖେଳ ।ଏହି ଖେଳରେ ଏକ ଗୋଲାକାର ବଲକୁ ପାଦରେ ଗୋଇଠା ମାରି ଖେଳଯାଏ ।ଏହି ଖେଳର ସମୟସୀମା ୯୦ ମିନିଟ ।ଏହା ଦୁଇ ଦଳ ମଧ୍ୟରେ ଖେଳଯାଏ । ପ୍ରତି ଦଳରେ ଖେଳାଳିଙ୍କ ସଂଖ୍ୟା ୧୧। ଏଠି ସହ ୩ଟି ବଦଳ ଖେଳାଳିଙ୍କୁ ମଧ୍ୟ ସୁଯୋଗ ଦିଆଯାଏ। ବଲ୍କୁ କେବଳ ଗୋଡରେ ମାରି ଖେଳିହେବ, ଗୋଲକିପର ଛଡା ଅନ୍ୟ କୌଣସି ଖେଳାଳି ହାତରେ ଛୁଇଣିଲେ ହାଣ୍ଡବଲ ଦୋଷ ହୁଏ।

ଫୁଟବଲ ବିଶ୍ୱକପ[ସମ୍ପାଦନା]

ଏହାର ଅନ୍ୟନାମ ଫିଫା ବିଶ୍ୱକପ।ଏହା ପ୍ରତି 4 ବର୍ଷରେ ଥରେ ଆୟୋଜିତ ହୁଏ।ବର୍ତ୍ତମାନର ଫିଫା ବିଶ୍ୱ ବିଜେତା ହେଲା ଜର୍ମାନୀ। ଜର୍ମାନୀ ଏହାର ଚତୁର୍ଥ ବିଶ୍ୱକପ 2014ରେ ବ୍ରାଜିଲରେ ଜିତିଥିଲା।


ଆଧାର[ସମ୍ପାଦନା]

[୧] [୨]

  1. [୧]
  2. [୨]