ପୋନ୍ନୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Ponnur
పొన్నూరు
ଦେଶIndia
ରାଜ୍ୟAndhra Pradesh
ଜିଲ୍ଲାGuntur
Government
 • MLADulipala Narendra Kumar
Area
 • ସମୁଦାୟ26.16 km2 (10.10 sq mi)
Population
 (2011)[୨]
 • Total୫୯,୯୧୩
 • Density2,300/km2 (5,900/sq mi)
ଭାଷା
 • ସରକାରୀTelugu
Time zoneUTC+5:30 (IST)
PIN
522 124
Telephone code+91–8643
Sex ratio1:0.96 /
WebsitePonnur Municipality

ପୋନ୍ନୁର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଗୁନ୍ତୁର୍ ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପୋନ୍ନୁର ସହରର ମୋଟ ଜନସଂଖ୍ୟା ୫୬୫୦୪ ଅଟେ ।[୩] ସେଥି ମଧ୍ୟରୁ ୫୦.୨୪% ଜଣ ପରୁଷ ହୋଇଥିବା ବେଳେ ୪୯.୭୬% ଜଣ ନାରୀ ଅଟନ୍ତି । ପୋନ୍ନୁରର ସାକ୍ଷରତା ହାର ୬୮.୨୦% ଅଟେ । ଏହା ଜାତୀୟ ହାରଠାରୁ ୩.୩୬% ପ୍ରତିଶତ କମ ଅଟେ । ସେଥିରୁ ୩୬.୫୩% ପ୍ରତିଶତ ପୁରୁଷ ଓ ୩୧.୬୭% ନାରୀ ଅଟନ୍ତି । ୧୦.୪୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ତେଲୁଗୁ ପୋନ୍ନୁରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Basic Information of Municipality". Municipal Administration & Urban Development Department. Government of Andhra Pradesh. Archived from the original on 31 July 2014. Retrieved 17 June 2015.
  2. "Census 2011". The Registrar General & Census Commissioner, India. Retrieved 24 August 2014.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]