ନୂଆ ବୋଉ

ଉଇକିପିଡ଼ିଆ‌ରୁ
ନୂଆ ବୋଉ
ନିର୍ଦ୍ଦେଶକପ୍ରଭାତ ମୂଖାର୍ଜୀ
ପ୍ରଯୋଜକଧୀର ବିଶ୍ୱାଳ, ରାମକୃଷ୍ଣ ତ୍ରିପାଠୀ
କଳାକାରଧୀର ବିଶ୍ୱାଳ, ଲୀଳା ଦୁଲାଳୀ, ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ
ସଙ୍ଗୀତବାଳକୃଷ୍ଣ ଦାସ
ମୁକ୍ତିଲାଭ ତାରିଖ
୯ ମାର୍ଚ୍ଚ ୧୯୬୨
ଦେଶ ଭାରତ
ଭାଷାଓଡ଼ିଆ

ନୂଆ ବୋଉ, ୯ ମାର୍ଚ୍ଚ ୧୯୬୨ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧]ପ୍ରଭାତ ମୂଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ନୂଆ ବୋଉରେ ୭୦ ଦଶକର ପାରମ୍ପରିକ ଗ୍ରାମର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା କାହାଣୀରେ ପ୍ରଦର୍ଶିତ ହୋଇଛି ।[୨]

ଅଭିନୟରେ[ସମ୍ପାଦନା]

ଓଡ଼ିଆ ଚଳଚ୍ଚିତ୍ର ‘ନୂଆ ବୋଉ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ[ସମ୍ପାଦନା]

  • ସଙ୍ଗୀତକାର: ବାଳକୃଷ୍ଣ ଦାସ
  • ଗୀତିକାର: ନରସିଂହ ମହାପାତ୍ର
  • ପ୍ରଚ୍ଛଦପଟ ଗାୟକ: ସ୍ୱର୍ଣ୍ଣପ୍ରଭା ଷଢ଼ଙ୍ଗୀ

ଗୀତ[ସମ୍ପାଦନା]

  • ଯାରେ ମନ ଦୋଳି ଉଡ଼ି ଯା..

ଆଧାର[ସମ୍ପାଦନା]

  1. "Odia movie of yesteryears 'Nua Bou' screened". www.dailypioneer.com. Retrieved 7 February 2021.
  2. ଖବର, ରବିବାର ୪ଡିସେମ୍ବର ୨୦୧୧, ପୃଷ୍ଠା-୧୬[permanent dead link]

ଅଧିକ ତଥ୍ୟ[ସମ୍ପାଦନା]