ଟିକିରି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଟିକିରି
ଗ୍ରାମ
ଦେଶ India
ରାଜ୍ୟଓଡ଼ିଶା
ଜିଲ୍ଲାରାୟଗଡ଼ା
Population
 (2011)
 • Total୨୮୪୬
ଭାଷା
 • ସରକାରୀଓଡ଼ିଆ
Time zoneUTC+5:30 (IST)

ଟିକିରି ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ ।[୧] କାଶୀପୁର ବ୍ଲକ ଅଧିନସ୍ଥ ଟିକିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ସହାୟିକା ଇତିଶ୍ରୀ ହତ୍ୟାକାଣ୍ଡ ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା ।[୨]

ଭୂଗୋଳ[ସମ୍ପାଦନା]

ଟିକିରିର ଭୌଗୋଳିକ ଅବସ୍ଥାନ ହେଉଛି latd = ୧୯° ୧୦′ ୪୨″,longd = ୮୩° ୦୫′ ୨୮″ । ଜିଲ଼୍ଲା ମୁଖ୍ୟାଳୟ ରାୟଗଡ଼ାଠାରୁ ପଶ୍ଚିମ ଦିଗକୁ ଏହା ୫୧ କି.ମି. ଦୂରରେ ରହିଛି । ୨୦୧୧ ଜନଗଣନା ଅନୁଯାୟୀ ଟିକିରିର ଜନସଂଖ୍ୟା ୨,୮୪୬ ।[୩] ଟିକିରି ଏକ ରେଳଷ୍ଟେସନ ଭାବେ ଏଠାରେ ରେଳ ଯୋଗାଯୋଗ ରହିଛି । ଏହାର ନିକଟତମ ବିମାନ ବନ୍ଦର ହେଉଛି ଜୟପୁର । ଏଠାକାର ପ୍ରଚଳିତ ଭାଷା ହେଉଛି ଓଡ଼ିଆ ଏବଂ ତେଲୁଗୁ ।

ପର୍ଯ୍ୟଟନ[ସମ୍ପାଦନା]

ବଣ, ଜଙ୍ଗଲ ଏବଂ ଖଣିଜ ସମ୍ପଦରେ ପରିପୂର୍ଣ ଏହାର ପ୍ରାକୃତିକ ଶୋଭା ମନମୁଗ୍ଧକର ଅଟେ ।

ଆଧାର[ସମ୍ପାଦନା]

  1. "Tikiri village". Retrieved 14 June 2016.
  2. "Itishree Pradhan Murder: School Inspector Sentenced to Life by Rayagada Court". Archived from the original on 27 April 2016. Retrieved 14 June 2016.
  3. "Tikiri village Population". Retrieved 14 June 2016.

ବାହାର ତଥ୍ୟ[ସମ୍ପାଦନା]