ଗୁଗଲପ୍ଲେକ୍ସ

ଉଇକିପିଡ଼ିଆ‌ରୁ

ଗୁଗଲପ୍ଲେକ୍ସ ହେଉଛି ଗୁଗଲର ଏବଂ ଏହାର ମୁଖ୍ୟ କମ୍ପାନୀ ଅଲଫାବେଟର ମୁଖ୍ୟ କାର୍ଯ୍ୟାଳୟ । ଏହା ମଉଣ୍ଟନଭିୟୁର ୧୬୦୦ ଅମ୍ଫିଥିଏଟର ପାର୍କୱେଠାରେ ଅବସ୍ଥିତ । 2,୦୦୦,୦୦୦ ବର୍ଗ ଫୁଟର ଏକ ସ୍ଥାନରେ ଏହାର ମୁଖ୍ୟ ଗୃହଟି ନିର୍ମାଣ ହୋଇ ଅଛି । ଯାହା କି ଗୁଗଲର ଗୃହମାନଙ୍କ ମଧ୍ୟରୁ ଦ୍ୱିତୀୟ ସର୍ବ ବୃହତ ଗୃହ ।

ଇତିହାସ[ସମ୍ପାଦନା]

ବାସ୍ତବିକ କ୍ୟାମ୍ପସ[ସମ୍ପାଦନା]

ଏସ ଜି ଆଇ କ୍ୟାମ୍ପସ[ସମ୍ପାଦନା]

ଏହି ସ୍ଥାନଟି ପୂର୍ବରୁ ସିଲିକନ ଗ୍ରାଫିକ୍ସଦ୍ୱାରା ଅଧିକୃତ ଥିଲା । ଏହାର କାର୍ଯ୍ୟାଳୟ ସ୍ଥାନଟି ୨୬ ଏକର ଜମିରେ ନିର୍ମାଣ ହୋଇଥିଲା ଯାହା ମଧ୍ୟରେ ଚର୍ଲେଷ୍ଟନ୍ ପାର୍କ ଅନ୍ୟତମ । ଏହା ଏସ ଜି ଆଇ ଏବଂ ଏସ ଡବ୍ଲୁ ଏ ଗ୍ରୁପର ମିଳିତ ଉଦ୍ୟମରେ, ସାନ ପ୍ରନ୍ସିସ୍କୋର କମ୍ପାନୀ ଏବଂ ଏହାର କାର୍ଯ୍ୟାଳୟକୁ ବିସ୍ତାର କରିବା ନିମନ୍ତେ ତିଆରି ଆରମ୍ଭ ହୋଇଥିଲା ।

ଗୁଗଲ କ୍ୟାମ୍ପସ[ସମ୍ପାଦନା]

୨୦୦୩ ମସିହାରେ ଗୁଗଲ ଉପରୋକ୍ତ ଏସ ଜି ଆଇ କ୍ୟାମ୍ପସକୁ ଲିଜରେ ନେଇଥିଲା ଏବଂ ଏହାକୁ ୨୦୦୫ରୁ ୨୦୦୬ ମଧ୍ୟରେ ନବୀକରଣ କରାଇଥିଲା । ଏହାର ଗୃହ ଗୁଡିକର ଉଚ୍ଚତା କମ ଥିଲା ଏବଂ ଏହା ବିରାଟ କାୟ ଭୂମି ଉପରେ ରହିଥିଲା । ଗୁଗଲ କ୍ୟାମ୍ପସର ଭିତର ଭାଗଟି ଲ୍ୟାମ୍ପ ଏବଂ ରବର ଭଳି ପଦାର୍ଥରେ ସଜାହୋଇଛି ।