କେନ୍ଦ୍ରାପଡ଼ା (ଲୋକ ସଭା ନିର୍ବାଚନ ମଣ୍ଡଳୀ)
'କେନ୍ଦ୍ରାପଡ଼ା' ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [୧] [୨]
ସାଂସଦ[ସମ୍ପାଦନା]
- ୨୦୧୯: ଅନୁଭବ ମହାନ୍ତି (ବିଜୁ ଜନତା ଦଳ)[୩]
- ୨୦୧୪: ବୈଜୟନ୍ତ ପଣ୍ଡା (ବିଜୁ ଜନତା ଦଳ ପରେ ୧୪ ଜୁନ ୨୦୧୮ରେ ବିଜେଡିରୁ ଅବସର ନେଇ ସ୍ୱାଧୀନ ଥିଲେ)
- ୨୦୦୯: ବୈଜୟନ୍ତ ପଣ୍ଡା (ବିଜୁ ଜନତା ଦଳ)
- ୨୦୦୪: ଅର୍ଚ୍ଚନା ନାୟକ (ବିଜୁ ଜନତା ଦଳ)
- ୧୯୯୯: ପ୍ରଭାତ କୁମାର ସାମନ୍ତରାୟ (ବିଜୁ ଜନତା ଦଳ)
- ୧୯୯୮: ପ୍ରଭାତ କୁମାର ସାମନ୍ତରାୟ (ବିଜୁ ଜନତା ଦଳ)
- ୧୯୯୬: ଶ୍ରୀକାନ୍ତ କୁମାର ଜେନା (ଜନତା ଦଳ)
- ୧୯୯୧: ରବି ରାୟ (ଜନତା ଦଳ)
- ୧୯୮୯: ରବି ରାୟ (ଜନତା ଦଳ)
- ୧୯୫୭: ବୈଷ୍ଣବ ଚରଣ ମଲ୍ଲିକ (କଂଗ୍ରେସ)
ଆହୁରି ଦେଖନ୍ତୁ[ସମ୍ପାଦନା]
http://loveodiatips.blogspot.com
ଆଧାର[ସମ୍ପାଦନା]
- ↑ Seats of Odisha
- ↑ Assembly Constituencies and their Extent
- ↑ "General Election 2019 - Election Commission of India". results.eci.gov.in. Retrieved 2019-06-16.