ଓଡ଼ିଆ ବିଜ୍ଞାନ କାହାଣୀ

ଉଇକିପିଡ଼ିଆ‌ରୁ

ଓଡ଼ିଆ ସାହିତ୍ୟ · (ଶ୍ରେଣୀ ଅନୁସାରେ)
ଓଡ଼ିଆ ଭାଷା

ଓଡ଼ିଆ ସାହିତ୍ୟର ଇତିହାସ

ଓଡ଼ିଆ ସାହିତ୍ୟର ବିଭାଗ
ଚର୍ଯା ଯୁଗ - ସାରଳା ଯୁଗ
ପଞ୍ଚସଖା ଯୁଗ - ରୀତି ଯୁଗ
ରାଧାନାଥ ଯୁଗ - ସତ୍ୟବାଦୀ ଯୁଗ
ପ୍ରଗତି ଯୁଗ - ସବୁଜ ଯୁଗ

ଓଡ଼ିଆ ଭାଷାର ଲେଖକ

ସମୟ ଅନୁସାରେ ତାଲିକା ଲେଖକଗଣ - ଔପନ୍ୟାସିକ
ନାଟ୍ୟକାର - କବି
ପ୍ରାବନ୍ଧିକ
କ୍ଷୁଦ୍ରଗଳ୍ପ ଲେଖକ

ପ୍ରକାରଭେଦ

ଚଉତିଶା - ଚଉପଦୀ - ଛାନ୍ଦ - ଚମ୍ପୂ
ଉପନ୍ୟାସ - କାବ୍ୟ କବିତା - ନାଟକ
ବିଜ୍ଞାନ କାହାଣୀ - ହାସ୍ୟରସ
କଳ୍ପିତ କାହାଣୀ

ସଙ୍ଗଠନ

ଓଡ଼ିଆ ସାହିତ୍ୟ ଏକାଡେମି

ଆନ୍ଦୋଳନ

ଚର୍ଯା ସାହିତ୍ୟ - ଭକ୍ତି ସାହିତ୍ୟ

ସମାଲୋଚନା ଓ ସମ୍ମାନ

ସାହିତ୍ୟ - ସମାଲୋଚନା
ସାହିତ୍ୟ ସମ୍ମାନ

ଓଡ଼ିଶା ପୋର୍ଟାଲ
ସାହିତ୍ୟ ପୋର୍ଟାଲ
ଉଇକିପାଠାଗାର

ବିଜ୍ଞାନ କାହାଣୀ ବିଜ୍ଞାନଭିତ୍ତିକ ଓ କଳ୍ପିତ କାହାଣୀ, ଗପ ବା ଉପନ୍ୟାସକୁ ବୁଝାଇଥାଏ । ଏଥିରେ ବିଜ୍ଞାନକାରିଗରୀ ବିଜ୍ଞାନର ବିଷୟ, ଭବିଷ୍ୟତର ଆଧାରରେ କଳ୍ପନା ପ୍ରସୂତ ଆଦିଭୌତିକ ଘଟଣା, ପୃଥିବୀ ବାହାରେ ଜୀବନ ଓ ଜୀବମାନଙ୍କ ଅଦ୍ଭୁତ କାହାଣୀ ଆଦି ସ୍ଥାନ ପାଇଥାଏ ।[୧] ଓଡ଼ିଆ ଭାଷାରେ ଅନେକ ଜଣାଶୁଣା ବିଜ୍ଞାନ କାହାଣୀ ଲେଖାଯାଇଅଛି ।

ଧାରାବାହିକ ଓଡ଼ିଆ ବିଜ୍ଞାନ କାହାଣୀ[ସମ୍ପାଦନା]

  • ଅଜଣା ଗ୍ରହରେ ଜନ ଓ ମେରୀ':
ପ୍ରଫେସର ଜଗନ୍ନାଥ ମିଶ୍ରଙ୍କ ଦେଇ ଲେଖା ଏହି କାହାଣୀଟି ଧାରାବାହିକ ଭାବରେ ସଂସାରରେ ପ୍ରକାଶିତ ହେଉଥିଲା ।

ଜଣାଶୁଣା ଓଡ଼ିଆ ବିଜ୍ଞାନ କାହାଣୀଲେଖକ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Marg Gilks, Paula Fleming, and Moira Allen (2003). "Science Fiction: The Literature of Ideas". WritingWorld.com.{{cite web}}: CS1 maint: multiple names: authors list (link)