ଓ ଅନ୍ଧଗଳି

ଉଇକିପିଡ଼ିଆ‌ରୁ
ଓ ଅନ୍ଧଗଳି  
ଲେଖକଅଖିଳ ମୋହନ ପଟ୍ଟନାୟକ
ଦେଶ ଭାରତ
ଭାଷାଓଡ଼ିଆ
ବିଭାଗଗଳ୍ପ ସଙ୍କଳନ

ଓ ଅନ୍ଧଗଳି ଅଖିଳ ମୋହନ ପଟ୍ଟନାୟକଙ୍କ ରଚିତ ଏକ ଗପ ସଙ୍କଳନ ।[୧] କଥାକାର ଅଖିଳ ମୋହନ ପଟ୍ଟନାୟକଙ୍କୁ ଏଥି ପାଇଁ ୧୯୮୧ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୨] ପୁସ୍ତକଟି ଇଂରାଜୀରେ "(ଦ ବ୍ଲାଇଣ୍ଡ ଆଲି(The Blind Alley)" ନାମରେ ଅନୁବାଦିତ ମଧ୍ୟ ହୋଇଛି । [୩]

ଆଧାର[ସମ୍ପାଦନା]

  1. Autumnal Leaves: Tales in Translation. Readworthy Publications. 19 March 2014. pp. 81–. ISBN 978-93-82363-33-0.
  2. /pdf/recipients_of_kendra_sahitya.pdf କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
  3. Akhiḷa Mohana Paṭṭanāẏaka (1 January 2006). O Andha Gali. Sahitya Akademi. pp. 176–. ISBN 978-81-260-1792-8.

ଆହୁରି ଦେଖନ୍ତୁ[ସମ୍ପାଦନା]