ଔରଙ୍ଗାବାଦ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଛତ୍ରପତି ସମ୍ଭାଜିନଗର
Chhatrapati Sambhajinagar
छत्रपती संभाजीनगर
ସହର
ଅଉରଙ୍ଗାବାଦରେ ଥିବା ବିବି କା ମକ୍‌ବରା
ଅଉରଙ୍ଗାବାଦରେ ଥିବା ବିବି କା ମକ୍‌ବରା
Nickname(s): 
ଦେଶଭାରତ
ରାଜ୍ୟମହାରାଷ୍ଟ୍ର
ଅଞ୍ଚଳମରାଠୱାଡା
ଜିଲ୍ଲାଔରଙ୍ଗାବାଦ
ସ୍ଥାପିତଖ୍ରୀ.ଅ. ୧୬୧୦
Founded byମଲିକ୍ ଅମ୍ବର୍
Named forଔରଙ୍ଗଜେବ
Government
 • Divisional Commissioner of AurangabadDr. Umakant Dangat (I.A.S.)
 • ମେୟରTryambak Tupe
Area
 • ସହର123 km2 (47 sq mi)
Elevation
568 m (1,864 ft)
Population
 (2011)[୧]
 • ସହର୧୧,୮୯,୩୭୬
 • Rank31
 • Density9,700/km2 (25,000/sq mi)
 • Metro୧୫,୧୩,୭୧୧
Demonym(s)Aurangabadkar, Aurangabadi
ଭାଷା
 • ସରକାରୀମରାଠୀ
Time zoneUTC+୫:୩୦ (IST)
ପିନ୍
431 001
ଟେଲିଫୋନ କୋଡ଼୦୨୦୪
ଯାନବାହାନ ପଞ୍ଚୀକରଣMH 20
Websiteaurangabad.nic.in

ଛତ୍ରପତି ସମ୍ଭାଜିନଗର ଏକ ଭାରତୀୟ ପୌର ପରିଷଦ (Municipal Corporation) ଅଟେ । ଏହା ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଅଉରଙ୍ଗାବାଦ ୧୯.୮୮୦୯ ଉତ୍ତର ଅକ୍ଷାଂଶ ଓ ୭୫.୩୪୬୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୪୮ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅଉରଙ୍ଗାବାଦ ସହରର ମୋଟ ଜନସଂଖ୍ୟା ୧୧,୭୧,୨୬୦ ଅଟେ ।[୪] ଏଠାରେ ପ୍ରତି ୧୦୦୦ ଜଣ ପୁରୁଷରେ ୯୨୯ ଜଣ ନାରୀ ବାସ କରୁଥିବାବେଳେ ଶିଶୁ ନାରୀ-ପୁରୁଷ ଅନୁପାତ ୮୭୧ ଅଟେ । ଅଉରଙ୍ଗାବାଦର ସାକ୍ଷରତା ହାର ୮୭.୪୯% ଅଟେ । ଏହା ଜାତୀୟ ହାର (୭୫.୩%)ଠାରୁ ୧୨.୧୯% ପ୍ରତିଶତ ଅଧିକ । ସେଥିରୁ ୯୨.୧୮% ପ୍ରତିଶତ ପୁରୁଷ ଓ ୮୨.୫୦% ନାରୀ ଅଟନ୍ତି । ୧୩.୫୧% ଲୋକଙ୍କ ବୟସ ସେଠାରେ ୬ ବର୍ଷ ବୟସରୁ କମ ।[୪]

ଭାଷା[ସମ୍ପାଦନା]

ମରାଠୀ ଅଉରଙ୍ଗାବାଦର ସରକାରୀ ଭାଷା ଅଟେ । କିନ୍ତୁ ଆହୀ ଜିଲ୍ଲାରେ ହିଦୀ ବୀ ବହୁ ମତ୍ରା ଏର କୁହା ଜାଏ

ପାଣିପାଗ[ସମ୍ପାଦନା]

Aurangabad
Climate chart (explanation)
JFMAMJJASOND
 
 
3.4
 
29
11
 
 
3.4
 
32
13
 
 
6.6
 
36
18
 
 
3.1
 
39
22
 
 
28
 
40
24
 
 
35
 
35
23
 
 
151
 
31
22
 
 
152
 
29
21
 
 
145
 
30
20
 
 
62
 
32
18
 
 
33
 
30
14
 
 
13
 
28
11
Average max. and min. temperatures in °C
Precipitation totals in mm
Source: [୫]

ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଅଉରଙ୍ଗାବାଦରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୨.୫ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୭.୯ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୭୧୦.୭ mm/inches ହୋଇଥାଏ ।

Climate data for Aurangabad, ଭାରତ (୧୯୭୧–୨୦୦୦)
Month Jan Feb Mar Apr May Jun Jul Aug Sep Oct Nov Dec Year
ହାରାହାରି ସର୍ବାଧିକ °C (°F) 29.1
(84.4)
31.7
(89.1)
35.5
(95.9)
38.6
(101.5)
39.5
(103.1)
34.7
(94.5)
30.5
(86.9)
29.2
(84.6)
30.4
(86.7)
32.0
(89.6)
30.1
(86.2)
28.3
(82.9)
32.5
(90.5)
ହାରାହାରି ସର୍ବନିମ୍ନ °C (°F) 10.9
(51.6)
12.9
(55.2)
17.5
(63.5)
21.7
(71.1)
23.6
(74.5)
22.6
(72.7)
21.5
(70.7)
20.9
(69.6)
20.4
(68.7)
17.8
(64)
13.7
(56.7)
10.8
(51.4)
17.9
(64.2)
Average rainfall mm (inches) 3.4
(0.134)
3.4
(0.134)
6.6
(0.26)
3.1
(0.122)
27.5
(1.083)
110.0
(4.331)
150.9
(5.941)
152.2
(5.992)
145.3
(5.72)
61.9
(2.437)
33.1
(1.303)
13.3
(0.524)
710.7
(27.98)
ହାରାହାରି ମେଘାତ୍ସନ ଦିବସ 0.2 0.4 0.7 0.3 1.9 6.8 10.1 10.4 8.2 3.1 1.4 0.9 44.4
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ 0.5 0.6 0.0 1.5 3.2 6.2 2.3 2.3 4.1 1.8 0.6 0.2 24.8

ହାରାହାରି କୁହୁଡ଼ି ଘେରା ଦିବସ 0.1 0.0 1.3 0.0 0.0 0.0 0.0 0.1 0.2 0.2 0.1 0.0 0.9
Source: India Meteorological Department (temperatures and precipitation)[୬][୭]

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Paper 2 – Cities having population 1 million and above – 2011 census
  2. "Directory of Cities, Towns, and Regions in India". Retrieved 27 September 2015.
  3. Govt of Maharashtra Aurangabad Gazetteer. Section – The People (population)
  4. ୪.୦ ୪.୧ http://www.census2011.co.in/census/city/360-aurangabad.html
  5. "World Weather Information Service -Aurangabad". Worldweather.wmo.int. 5 October 2006. Retrieved 28 June 2015.
  6. "Aurangabad- Climatological Information". India Meteorological Department. Retrieved 29 May 2014.
  7. India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Retrieved 29 May 2014.

ବାହାର ଲିଙ୍କ[ସମ୍ପାଦନା]