"ପୋଡ଼ ପିଠା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Gorvachove (ଆଲୋଚନା | ଅବଦାନ) ଟିକେNo edit summary |
ଟିକେ ଇଂରାଜୀ ଠିକଣା |
||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{ଛୋଟ|Poda Pitha}} |
|||
{{Infobox Prepared Food |
{{Infobox Prepared Food |
||
| name = |
| name = ପୋଡ଼ ପିଠା |
||
| image = Raja Janta poda pitha.jpg |
| image = Raja Janta poda pitha.jpg |
||
| caption = |
| caption = ଯନ୍ତା ପୋଡ଼ ପିଠା |
||
| alternate_name = ପୋଡ଼ |
| alternate_name = ପୋଡ଼ |
||
| origin = [[ଓଡ଼ିଶା]] |
| origin = [[ଓଡ଼ିଶା]] |
||
୧୪ କ ଧାଡ଼ି: | ୧୫ କ ଧାଡ଼ି: | ||
| other = |
| other = |
||
}} |
}} |
||
''' |
'''ପୋଡ଼ ପିଠା''' ବା '''ପୋଡ଼ାପିଠା''' ଏକ [[ଓଡ଼ିଆ ଖାଦ୍ୟ|ଓଡ଼ିଆ ପିଠା]] ଯାହା [[ଚାଉଳ]] ଚୁନା ଓ [[ଗୁଡ଼]]/[[ଚିନି]]ରୁ ତିଆରି ହୋଇଥାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ [[ରଜ ପର୍ବ|ରଜ]] ଓ ନାନାଦି ପର୍ବପର୍ବାଣୀରେ ତିଆରି କରାଯାଇଥାଏ । ଏହା [[ଜଗନ୍ନାଥ]]ଙ୍କ [[ଛପନ ଭୋଗ]]ରେ ମଧ୍ୟ ଠାକୁରଙ୍କୁ ଅର୍ପଣ କରାଯାଇଥାଏ । |
||
==ଉପାଦାନ== |
==ଉପାଦାନ== |
||
୨୪ କ ଧାଡ଼ି: | ୨୫ କ ଧାଡ଼ି: | ||
ପାଣି ଫୁଟାଯାଇ ସେଥିରେ ଧିରେ ଧିରେ [[ଚାଉଳ]] ଚୁନା ଓ [[ଗୁଡ଼]] ଗୋଳାଯାଇ ବହଳିଆ ଜନ୍ତଣି ତିଆରି କରାଯାଏ । ସେଥିରେ [[କାଜୁ]], [[କିସମିସ]] ଓ ଘିଆ ଆଦି ଗୋଳାଯାଇ ଏକ ବଡ଼ କଡ଼ାଇରେ [[କଦଳୀ]] ପତ୍ରରେ ଅଜାଡ଼ି ଦିଆଯାଏ । ଏହା ଉପରେ ପୁଣି ପତ୍ର ଘୋଡ଼ାଇ ତାହାକୁ ଜଳନ୍ତା ଅଙ୍ଗାରରେ ଢାଙ୍କି ଦିଆଯାଏ । ଏହି କଡ଼ାଇକୁ ଅଳ୍ପ ନିଆଁ ଥିବା ଚୁଲିରେ ଅଧଘଣ୍ଟାରୁ ଘଣ୍ଟାଏ ଯାଏଁ ରଖାଯାଇଥାଏ । ଏହା ପରେ ଅଙ୍ଗାର ଓ ପତ୍ର ସବୁକୁ ବାହାର କରି ଧୋଇ, କାଟି ଏହାକୁ ଖିଆଯାଇଥାଏ ।<ref>[http://oriyanari.com/id2.html PODA PITHA]</ref> |

[[File:PODAPITHA.JPG|thumb|ପୋଡ଼ ପିଠା ]] |
[[File:PODAPITHA.JPG|thumb|ପୋଡ଼ ପିଠା ]] |
||
==ଇତିହାସ== |
|||
==ଆହୁରି ଦେଖନ୍ତୁ== |
|||
* [[ପିଠା]] |
|||
==ଆଧାର== |
==ଆଧାର== |
||
{{ |
{{ଆଧାର}} |
||
==ଅଧିକ ତଥ୍ୟ== |
|||
==ବାହାର ଲିଙ୍କ== |
|||
*[http://www.surfindia.com/recipes/poda-pitha.html Poda pitha] |
*[http://www.surfindia.com/recipes/poda-pitha.html Poda pitha] |
||
*[http://www.odiakitchen.com/poda-pitha/ Poda pitha] |
*[http://www.odiakitchen.com/poda-pitha/ Poda pitha] |
||
୩୯ କ ଧାଡ଼ି: | ୩୫ କ ଧାଡ଼ି: | ||
*[http://www.vahrehvah.com/Poda+Pitha:529 Poda Pitha] |
*[http://www.vahrehvah.com/Poda+Pitha:529 Poda Pitha] |
||
*[http://food.sify.com/vegrecipes/Poda_Pitha-142704 Poda Pitha] |
*[http://food.sify.com/vegrecipes/Poda_Pitha-142704 Poda Pitha] |
||
{{ଓଡ଼ିଆ ଖାଦ୍ୟ}} |
{{ଓଡ଼ିଆ ଖାଦ୍ୟ}} |
||
[[ |
[[ଶ୍ରେଣୀ:ଓଡ଼ିଆ ରାନ୍ଧଣା]] |
||
[[ |
[[ଶ୍ରେଣୀ:ଓଡ଼ିଆ ପିଠା]] |
||
[[ବିଭାଗ:ପିଠା]] |
|||
<!--[[en:Poda Pitha]]--> |
<!--[[en:Poda Pitha]]--> |
୦୯:୪୫, ୨୯ ଅକ୍ଟୋବର ୨୦୧୨ ଅନୁସାରେ କରାଯାଇଥିବା ବଦଳ
ଆରମ୍ଭ | |
---|---|
ଅଲଗା ନାଆଁ | ପୋଡ଼ |
ମୂଳ ଜାଗା | ଭାରତ |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ଖାଇବାର ମେଳଣ | ଖାଲି ବା କ୍ଷୀର ସହିତ, ଭୋଗ ଭାବରେ |
ବାଢ଼ିବାର ତାତି | ଗରମ, ଥଣ୍ଡା |
ମୂଳ ଉପାଦାନ | ଚାଉଳ, ଗୁଡ଼, ଘିଅ, କାଜୁ, କିସମିସ |
ପୋଡ଼ ପିଠା ବା ପୋଡ଼ାପିଠା ଏକ ଓଡ଼ିଆ ପିଠା ଯାହା ଚାଉଳ ଚୁନା ଓ ଗୁଡ଼/ଚିନିରୁ ତିଆରି ହୋଇଥାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ ରଜ ଓ ନାନାଦି ପର୍ବପର୍ବାଣୀରେ ତିଆରି କରାଯାଇଥାଏ । ଏହା ଜଗନ୍ନାଥଙ୍କ ଛପନ ଭୋଗରେ ମଧ୍ୟ ଠାକୁରଙ୍କୁ ଅର୍ପଣ କରାଯାଇଥାଏ ।
ଉପାଦାନ
ତିଆରି ପ୍ରଣାଳୀ
ପାଣି ଫୁଟାଯାଇ ସେଥିରେ ଧିରେ ଧିରେ ଚାଉଳ ଚୁନା ଓ ଗୁଡ଼ ଗୋଳାଯାଇ ବହଳିଆ ଜନ୍ତଣି ତିଆରି କରାଯାଏ । ସେଥିରେ କାଜୁ, କିସମିସ ଓ ଘିଆ ଆଦି ଗୋଳାଯାଇ ଏକ ବଡ଼ କଡ଼ାଇରେ କଦଳୀ ପତ୍ରରେ ଅଜାଡ଼ି ଦିଆଯାଏ । ଏହା ଉପରେ ପୁଣି ପତ୍ର ଘୋଡ଼ାଇ ତାହାକୁ ଜଳନ୍ତା ଅଙ୍ଗାରରେ ଢାଙ୍କି ଦିଆଯାଏ । ଏହି କଡ଼ାଇକୁ ଅଳ୍ପ ନିଆଁ ଥିବା ଚୁଲିରେ ଅଧଘଣ୍ଟାରୁ ଘଣ୍ଟାଏ ଯାଏଁ ରଖାଯାଇଥାଏ । ଏହା ପରେ ଅଙ୍ଗାର ଓ ପତ୍ର ସବୁକୁ ବାହାର କରି ଧୋଇ, କାଟି ଏହାକୁ ଖିଆଯାଇଥାଏ ।[୧]
ଆଧାର
ଅଧିକ ତଥ୍ୟ