"ଭାରତର ଜିଲ୍ଲାମାନଙ୍କର ତାଲିକା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Aditya Mahar (ଆଲୋଚନା | ଅବଦାନ) ଟିକେ Aditya Mahar ଭାରତର ଜିଲାସବୁ ପୃଷ୍ଠାଟି ଭାରତର ଜିଲ୍ଲା ସବୁକୁ ଘୁଞ୍ଚାଇଲେ |
Aditya Mahar (ଆଲୋଚନା | ଅବଦାନ) ଟିକେ Aditya Mahar ଭାରତର ଜିଲ୍ଲା ସବୁ ପୃଷ୍ଠାଟି ଭାରତର ଜିଲ୍ଲାମାନଙ୍କର ତାଲିକାକୁ ଘୁଞ୍ଚାଇଲେ |
(କିଛି ବଦଳିନାହିଁ)
|
୧୯:୧୪, ୧୦ ସେପ୍ଟେମ୍ବର ୨୦୧୨ ଅନୁସାରେ କରାଯାଇଥିବା ବଦଳ
ଭାରତ ର ଜିଲ୍ଲା ଗୁଡିକର ତାଲିକା
ଜିଲ୍ଲା (ହିନ୍ଦୀ: ज़िला Zilā; ଉର୍ଦୁ: ضلع)
ଜିଲ୍ଲା ଗୁଡା ଭାରତ ର ରାଜ୍ଯ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ର ପ୍ରଶାସନିକ ବିଭାଯନ ଅଟେ।
ଜିଲ୍ଲା କାର୍ୟକାଳ ସମ୍ବନ୍ଧୀୟ ଅନ୍ତଭୁକ୍ତି
- ଜିଲ୍ଲା ମୂଖ୍ୟ ପ୍ରଶାସକ ଯିଏ କି IAS ର କର୍ମଚାରୀ ଜିଲ୍ଲା ର ପ୍ରଶାସନିକ ଓ ଆୟ ଆଦାୟ ଦାୟିତ୍ବରେ ଅଛନ୍ତି ।
- ଆରକ୍ଷୀ ଅଧିକ୍ଷକ,ଭାରତୀୟ ପୋଲିସ ସେବା ର କର୍ମଚାରୀ ଯିଏ କି ଆଇନ କାନୁନ ସମ୍ଭାଳିବା ଦାୟିତ୍ବରେ ଅଛନ୍ତି ।
- Deputy Conservator of Forests, Indian Forest Service ର କର୍ମଚାରୀ, ଯିଏ କି ଜିଲ୍ଲା ର forest department ଦାୟିତ୍ବରେ ଅଛନ୍ତି ।
ଜିଲ୍ଲା ମୂଖ୍ୟାଳୟ ର କର୍ମୀମାନେ ରାଜ୍ଯ ସରକାର ଦ୍ବାରା ସହାୟିତ ହୁଅନ୍ତି ।
ଭାରତ ରେ ମୋଟ ୬୪୦ ଟି ଜିଲ୍ଲା ଅଛି ।
ଭାରତର ଜିଲ୍ଲା
ନୋ. | ରାଜ୍ଯର ନାମ | ଜିଲ୍ଲାDist |
---|---|---|
*1 | ଆନ୍ଧ୍ରା ପ୍ରଦେଶ | 23 |
*2 | ଅରୁଣାଚଲ ପ୍ରଦେଶ | 16 |
*3 | ଆସାମ୍ | 27 |
*4 | ବିହାର୍ | 38 |
*5 | ଛତିଶଗଡ | 18 |
*6 | ଗୋଆ | 2 |
*7 | ଗୁଜୁରାଟ୍ | 26 |
*8 | ହର୍ ୟାନା | 21 |
*9 | ହିମାଚଲ୍ ପ୍ରଦେଶ | 12 |
*10 | ଜାମ୍ମୁ ଓ କାସ୍ମିର | 22 |
*11 | ଝାର୍ ଖଣ୍ଡ | 24 |
*12 | କର୍ନାଟକା | 30 |
*13 | କେର୍ ଳା | 14 |
*14 | ମଦ୍ଧ୍ଯ ପ୍ରଦେଶ | 50 |
*15 | ମାହାରାଷ୍ଟ୍ର | 35 |
*16 | ମଣିପୁର୍ | 9 |
*17 | ମେଘାଳୟ୍ | 7 |
*18 | ମିଜୋର୍ମ୍ | 8 |
*19 | ନାଗାଲାଣ୍ଡ୍ | 11 |
*20 | ଓଡିଶା | 30 |
*21 | ପଞ୍ଜାବ୍ | 22 |
*22 | ରାଜସ୍ଥାନ୍ | 33 |
*23 | ସିକ୍କିମ୍ | 4 |
*24 | ତାମିଲ୍ ନାଡୁ | 32 |
*25 | ତ୍ରୀପୁରା | 4 |
*26 | ଉତ୍ତର୍ ପ୍ରଦେଶ୍ | 71 |
*27 | ଉତ୍ତରାଖ୍ଣ୍ଡ୍ | 13 |
*28 | ପଶ୍ଚିମ୍ ବଙ୍ଗ୍ | 19 |
*A | ଆଣ୍ଡାମାନ୍ ଓ ନିକୋବାର୍ | 3 |
*B | ଚଣ୍ଡିଗଡ୍ | 1 |
*C | ଦାଦ୍ରା ଓ ନଗର୍ ହବେଲି | 1 |
*D | ଦାମନ୍ ଓ ଦିଉ | 2 |
*E | ଲକ୍ଷ୍ଯ୍ଦ୍ବୀପ୍ | 1 |
*F | ଦିଲ୍ଲି | 9 |
*G | ପୁଦ୍ଦୁଚେରି | 4 |
% | Total | 642 |
ଆଧାର
ବାହାର ତଥ୍ୟ
- 2001 maps; provides maps of social, economic and demographic data of India in 2001
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |