"ଦିଲ୍ଲୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Coordinates: 28°36′36″N 77°13′48″E / 28.61000°N 77.23000°E / 28.61000; 77.23000
ଉଇକିପିଡ଼ିଆ‌ରୁ
Content deleted Content added
ଟିକେ r2.7.1) (Robot: Adding ilo:Delhi; modifying ks:दिल्ही
ଟିକେ r2.5.4) (Robot: Modifying ks:دلھی
୧୪୯ କ ଧାଡ଼ି: ୧୪୯ କ ଧାଡ଼ି:
[[kn:ದೆಹಲಿ]]
[[kn:ದೆಹಲಿ]]
[[ko:델리]]
[[ko:델리]]
[[ks:दिल्ही]]
[[ks:دلھی]]
[[ku:Delhî]]
[[ku:Delhî]]
[[kw:Delhi]]
[[kw:Delhi]]

୦୮:୫୨, ୫ ସେପ୍ଟେମ୍ବର ୨୦୧୨ ଅନୁସାରେ କରାଯାଇଥିବା ବଦଳ

ଭାରତର ରାଜଧାନୀ

ଦିଲ୍ଲୀ

—  ରାଜଧାନୀ  —
ଉପରୁ ଡାହାଣକୁ: ଲୋଟସ ଟେମ୍ପଲ, ହୁମାୟୁଁ ମସଜିଦ, କନୌଟ ପାଲେସ, ଅକ୍ଷରଧାମ ମଦିର, ଇଣ୍ଡିଆ ଗେଟ
ଉପରୁ ଡାହାଣକୁ: ଲୋଟସ ଟେମ୍ପଲ, ହୁମାୟୁଁ ମସଜିଦ, କନୌଟ ପାଲେସ, ଅକ୍ଷରଧାମ ମଦିର, ଇଣ୍ଡିଆ ଗେଟ
ଭାରତର ରାଜଧାନୀ
ଭାରତରେ ଦିଲ୍ଲୀର ଅବସ୍ଥାନ
ଦିଗବାରେଣି 28°36′36″N 77°13′48″E / 28.61000°N 77.23000°E / 28.61000; 77.23000
ଦେଶ ଭାରତ
ରାଜ୍ୟ ଦିଲ୍ଲୀ
ରାଜ୍ୟ ପାଳ ତେଜେନ୍ଦ୍ର ଖାନ୍ନା
ମୁଖ୍ୟମନ୍ତ୍ରୀ ତାଲିକା ଶୀଳା ଦିକ୍ଷୀତ
ମେୟର ପ୍ରଫେସର ରଜନୀ ଅବ୍ବୀ
ନ୍ୟାୟ ପାଳିକା (seats) ଏକ ନ୍ୟାୟପାଳିକା (୭୦)
ଲୋକସଂଖ୍ୟା

ଘନତା

୧,୬୭,୫୩,୨୩୫ (ଦ୍ବିତୀୟ) (2010)

[convert: invalid number]

ଏଚଡିଆଇ (୨୦୦୫) Increase
୦.୮୭୫ (ଅଧିକ
ସରକାରୀ ଭାଷାସବୁ ଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ, ପଞ୍ଜାବୀ
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

ସମୁଦ୍ର ପତ୍ତନଠାରୁ ଉଚ୍ଚତା

[convert: invalid number] (ପ୍ରଥମ)

[convert: invalid number]

କୋଡ଼
ବେବସାଇଟ delhigovt.nic.in
ଭାରତର ରାଜଧାନୀର ମୋହର

ଦିଲ୍ଲୀ ଭାରତର ରାଜଧାନୀ ଓ ଆୟତନ ଅନୁସାରେ ସବୁଠୁ ବଡ଼ ମହାନଗର ଓ ଜନସଂଖ୍ୟା ହିସାବରେ ଦ୍ଵିତୀୟ ବୃହତ ମହାନଗର[୧][୨][୩][୪] ଏହା ପୃଥିବୀର ଅଷ୍ଟମ ବୃହତ ମହାନଗର । ୨୦୧୧ ଲୋକଗଣନା ଏଠାରେ ୧୬,୭୫୩,୨୩୫ ଜଣ ବାସିନ୍ଦା ଅଛନ୍ତି । ଏଠାକାର ଗ୍ରେଟର ନ୍ୟାସନାଲ କ୍ୟାପିଟାଲ ରିଜିଅନ ସହରାଞ୍ଚଳରେ ପାଖାପାଖି ୨୨.୨ ମିଲିଅନ ଲୋକ ବାସ କରନ୍ତି ।[୫] ଦିଲ୍ଲୀ ନାମ ନ୍ୟାସନାଲ କ୍ୟାପିଟାଲ ରିଜିଅନ ପାଖାପାଖି ସହରାଞ୍ଚଳକୁ ଓ ଭାରତର ରାଜଧାନୀକୁ ମଧ୍ୟ ବୁଝାଇଥାଏ । ଯଦିଓ ଏହା ଏକ କେନ୍ଦ୍ରଶାସିତ ଅଞ୍ଚଳ ଭଳି କାମ କରେ, ରାଜନୈତିକ ପ୍ରଶାସନ ଅନୁସାରେ ଏହା ଏକ ରାଜ୍ୟ ଭାବେ କାମ କରେ । ଏଠାରେ ବାକି ରାଜ୍ୟମାନଙ୍କ ପରି ନ୍ୟାୟପାଳିକା, ହାଇକୋର୍ଟ, ଜଣେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଏକ ମନ୍ତ୍ରିମଣ୍ଡଳ କାମ କରିଥାଏ । ନୂଆଦିଲୀ, ମିଳିତ ଭାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦେଇ ଶାସିତ ହୋଇଥାଏ । ଏହା ନ୍ୟାସନାଲ କ୍ୟାପିଟାଲ ରିଜିଅନର ମଧ୍ୟ ରାଜଧାନୀ ।

ଇତିହାସ

72.5 m (238 ft), କୁତବ ମିନାର ପୃଥିବୀର ଉଚ୍ଚତମ ଇଟା ତିଆରି ମିନାର[୬]
୧୫୬୦ରେ ତିଆରି, ହୁମାୟୁଁଙ୍କ ଦୁର୍ଗ ପ୍ରଥମ ମୋଗଲ ଦୁର୍ଗ[୭]
ଲାଲ କିଲା, ଏକ ଇଉନେସ୍କୋ ବିଶ୍ଵ ଐତିହ୍ୟ ସ୍ଥଳ, ହେଉଛି ସେହି ଜାଗା ହେଉଛି ସେହି ଜାଗା ଯେଉଁଠାରୁ ଭାରତର ପ୍ରଧାନ ମନ୍ତ୍ରୀ ସମଗ୍ର ଦେଶପ୍ରତି ସ୍ଵାଧିନତା ଦିବସରେ ଭାଷଣ ଦିଅନ୍ତି ।

ଖ୍ରୀ.ପୂ. ଦ୍ଵିତୀୟ ଶତାବ୍ଦୀ ବା ତାହା ଆଗରୁ ଏଠାରେ ଜନବସତି ଥିଲା ବୋଲି ମନେକରାଯାଏ ।[୮] ଓ ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ ପରଠାରୁ ଏଠାରେ ନିରନ୍ତର ଜନବସତି ତିଆରି ହୋଇଚାଲିଥିଲା ।[୯] ଏହା ମହାଭାରତର ପାଣ୍ଡବମାନଙ୍କ ରାଜଧାନୀ ଇନ୍ଦ୍ରପ୍ରସ୍ଥ ବୋଲି ବିଶ୍ଵାସ କରାଯାଏ ।[୧୦] ମୌର୍ଯ୍ୟ ଶାସନ ପରେ ଏଠାରେ ବିଭିନ୍ନ କାମ ବ୍ୟବସ୍ଥିତ ହୋଇଥିଲା ବୋଲି ଅନୁମାନ କରାଯାଏ ( ଖ୍ରୀ.ପୂ. ୩୦୦) [୮]

ଆଧାର

  1. Irfan Habib, The agrarian system of Mughal India, 1556-1707, Oxford University Press, 1999, ISBN 9780195623291, ... The current Survey of India spellings are followed for place names except where they vary rather noticeably from the spellings in our sources: thus I read "Dehli" not "Delhi ...
  2. Royal Asiatic Society, Journal of the Royal Asiatic Society of Great Britain & Ireland, Cambridge University Press, 1834, ... also Dehli or Dilli, not Delhi ...
  3. L.T. Karamchandani, India, the beautiful, Sita Publication, 1968, ... According to available evidence the present Delhi, spelt in Hindustani as Dehli or Dilli, derived its name from King ...
  4. The National geographical journal of India, Volume 40, National Geographical Society of India, 1994, ... The name which remained the most popular is Dilli with variation in its pronunciation as Dilli, Dehli, or Delhi ...
  5. "World Urbanization Prospects: The 2009 Revision Population Database". UN. Retrieved 2 April 2019.
  6. "Under threat: The Magnificent Minaret of Jam". The New Courier No 1. UNESCO. 2002. Retrieved 3 May 2006. {{cite web}}: Unknown parameter |month= ignored (help)
  7. Petersen, Andrew (1999). Dictionary of Islamic Architecture. Routledge. ISBN 0415213320. Retrieved 14 November 2008. {{cite book}}: Cite has empty unknown parameter: |chapterurl= (help)
  8. ୮.୦ ୮.୧ "Delhi History". Delhi Tourism. Advent InfoSoft (P) Ltd. Retrieved 22 December 2006.[dead link]
  9. ଆଧାର ଭୁଲ: ଅଚଳ <ref> ଚିହ୍ନ; asherhabit ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  10. ଆଧାର ଭୁଲ: ଅଚଳ <ref> ଚିହ୍ନ; ecosurv1 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।

ଆଗକୁ ପଢ଼ିବେ

ବାହାର ଲିଙ୍କ

ସରକାରୀ
ବାକିସବୁ