"ରସାୟନ ବିଜ୍ଞାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟିକେ r2.7.2) (Robot: Adding ilo:Kímika
୮୦ କ ଧାଡ଼ି: ୮୦ କ ଧାଡ଼ି:
[[id:Kimia]]
[[id:Kimia]]
[[ie:Chimie]]
[[ie:Chimie]]
[[ilo:Kímika]]
[[io:Kemio]]
[[io:Kemio]]
[[is:Efnafræði]]
[[is:Efnafræði]]

୦୨:୩୭, ୫ ସେପ୍ଟେମ୍ବର ୨୦୧୨ ଅନୁସାରେ କରାଯାଇଥିବା ବଦଳ

ରସାୟନ ହେଉଛି ପଦାର୍ଥର ଗଠନ, ସଞ୍ଜୁକ୍ତି, ଧର୍ମ ଏବଂ ରାସାୟନିକପ୍ରକ୍ରିୟା ସମୟରେ ପଦାର୍ଥର ପରିବର୍ତନର ସଙ୍କ୍ରାନ୍ତ ବିଜ୍ଞାନ

ରସାୟନ ବିଜ୍ଞାନ ହେଉଛି ଭୌତିକ ବିଜ୍ଞାନର ଏକ ଶାଖା । ଏଠାରେ ପଦାର୍ଥର ସଙ୍ଘଟନ, ସଂରଚନା, ଗୁଣ, ଆଉ ରାସାୟନିକ ପ୍ରତିକ୍ରିୟା ସମୟରେ ହେଉଥିବା ପରିବର୍ତ୍ତନର ଅଧ୍ୟୟନ କରାଯାଏ।