"ମହାତ୍ମା ଗାନ୍ଧୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
EmausBot (ଆଲୋଚନା | ଅବଦାନ)
ଟିକେ r2.7.2+) (Robot: Adding pa:ਮਹਾਤ੍ਮਾ ਗਾਂਧੀ
ଟିକେ Robot: Removing pa:ਮਹਾਤ੍ਮਾ ਗਾਂਧੀ (missing)
୧୧୯ କ ଧାଡ଼ି: ୧୧୯ କ ଧାଡ଼ି:
[[no:Mahatma Gandhi]]
[[no:Mahatma Gandhi]]
[[oc:Mohandas Karamchand Gandhi]]
[[oc:Mohandas Karamchand Gandhi]]
[[pa:ਮਹਾਤ੍ਮਾ ਗਾਂਧੀ]]
[[pl:Mahatma Gandhi]]
[[pl:Mahatma Gandhi]]
[[pms:Mahatma Gandhi]]
[[pms:Mahatma Gandhi]]

୦୨:୩୯, ୩୧ ଅଗଷ୍ଟ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ମହାତ୍ମା ଗାନ୍ଧୀ
Born(1869-10-02)୨ ଅକ୍ଟୋବର ୧୮୬୯
Died୩୦ ଜାନୁଆରୀ ୧୯୪୮(1948-01-30) (ବୟସ ୭୮)
Cause of death୩ଟି ଗୁଳିମାଡ଼ରେ ଦେହଛାଡ଼ିଥିଲେ
Resting placeରାଜ ଘାଟ, ଦିଲ୍ଲୀ, ଭାରତ
Nationality ଭାରତୀୟ
Other namesମହାତ୍ମା ଗାନ୍ଧୀ, ବାପୁ
Educationଓକିଲାତି
Alma materଇଉନିଭରସିଟି କଲେଜ, ଲଣ୍ଡନ, ଲଣ୍ଡନ ଇଉନିଭରସିଟି
Known forଭାରତିୟ ସ୍ଵାଧିନତା ଆନ୍ଦୋଳନର ମହାନ ନେତା
Spouseକସ୍ତୁରବା ଗାନ୍ଧୀ
Childrenହରିଲାଲ ଗାନ୍ଧୀ
ମନୀଲାଲ ଗାନ୍ଧୀ
ରାମଦାସ ଗାନ୍ଧୀ
ଦେବଦାସ ଗାନ୍ଧୀ
Parent(s)ପୁତିବାଇ ଗାନ୍ଧୀ (ମା)
କରମଚାନ୍ଦ ଗାନ୍ଧୀ (ବାପା)
Signature


ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକଟୋବର ୧୮୬୯ - ୩୦ ଜାନୁଆରି ୧୯୪୮) ଭାରତୀୟ ସ୍ଵାଧିନତା ଆନ୍ଦୋଳନର ଜଣେ ମହାନ ନେତା । ଅହିଁସା ଓ ସତ୍ୟାଗ୍ରହ ଆନ୍ଦୋଳନ ଦେଇ ପରାଧିନ ଭାରତର ଆନ୍ଦୋଳନରେ ମୁଖ୍ୟ ପୁରୋଧାର କାମ ନିଭାଇଥିଲେ । ତାଙ୍କୁ ଜାତିର ପିତା ଓ ବାପୁଜି ବୋଲି ଆଦରରେ କୁହାଯାଏ ।