"ଅସ୍ଥି ଭଗ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
" == <big>'''ଅସ୍ଥି ଭଗ୍ନ'''</big> == ଅସ୍ଥି ଭଗ୍ନ, ଏହି ସାଧୁ ଶବ୍ଦ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
୩୬ କ ଧାଡ଼ି: ୩୬ କ ଧାଡ଼ି:
୫.୪ ଜଟୀଳତା
୫.୪ ଜଟୀଳତା

୬. ଶିଶୁଙ୍କଠାରେ
୬. ଶିଶୁଙ୍କଠାରେ

=== ବର୍ଗ କରଣ ===

=== '''କାରଣାତ୍ମକ''' ===

୧. ଆଘାତ ଜନିତ - ପତନ, ରାସ୍ତାର ଆକ୍ସିଡେଣ୍ଟ,କଳହ ଇତ୍ୟାଦି ସମୟରେ ଆଘାତ ଯୋଗୁ ଏହି ପ୍ରକାର ଅସ୍ଥି ଭଗ୍ନ୍ ହୁଏ ।

୨. ନିଦାନ ଜନିତ - ଅନେକ ରୋଗରେ ଅସ୍ଥି କ୍ଷୟ ପ୍ରାପ୍ତ ହୋଇ ଯାଏ । ଏହି ଭଳି ଅସ୍ଥି ସାମାନ୍ୟ ଆଘାତ ପ୍ରାପ୍ତ ହେଲେ ଭାଙ୍ଗି ଯାଏ । କୈ।ଣସି ଅସ୍ଥି କର୍କଟ ବିକ୍ଷେପିତ (Cancer Metastasis) ହେଲେ କ୍ଷୟପ୍ରାପ୍ତ ହୋଇ ଦୁର୍ବଳ ହୁଏ ଓ ଭାଙ୍ଗିଯାଏ । ନିଦାନ ଜନିତ ଅସଂଖ୍ୟ୍ କାରଣ ମଧ୍ୟରୁ ହାଡ଼ ପୋରିଆ (Osteoporosis) ଗୋଟିଏ ମୂଖ୍ୟ କାରଣା ।

=== '''ଅସ୍ଥି ଶଲ୍ୟ''' ===

ଅସ୍ଥି ଶଲ୍ୟ ବିଷୟରେ ଲେଖକମାନଙ୍କର ନାମ ଅନୁସାରେ ପୂର୍ବରୁ ବର୍ଗ କରଣ କରାଯାଉ ଥିଲା । ଆଧୁନା ଉତ୍ତମ ପଦ୍ଧତିରେ ବର୍ଗ କରଣ କରା ଯାଉଛି ।

ସବୁ ପ୍ରକାର ଭଙ୍ଗା ମୂଖ୍ୟତ ଦୁଇ ଭାଗରେ ବିଭକ୍ତ କରାଯାଏ ।

ସାଧାରଣ ବା ବନ୍ଦ ( ) ଅସ୍ଥି ଭଗ୍ନ ଯେଉଁଥିରେ ଚର୍ମ ନଷ୍ଟ ହୋଇ ନ ଥାଏ ।

ଖୋଲା ବା କମ୍ପାଉଣ୍ଦ ( ) ଅସ୍ଥି ଭଗ୍ନ୍ ଯେଉଁଥିରେ ଚର୍ମ ନଷ୍ଟ

୧୩:୧୦, ୨୯ ଅଗଷ୍ଟ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ଅସ୍ଥି ଭଗ୍ନ

ଅସ୍ଥି ଭଗ୍ନ, ଏହି ସାଧୁ ଶବ୍ଦଟିକୁ କଥିତ ଓଡିଆରେ ହାଡ ଭଙ୍ଗା କୁହାଯାଏ । ଡାକ୍ତରୀ ଭାଷାରେ ଏହାକୁ ଫ୍ରାକ୍ଚର୍ କହନ୍ତି, ଓ ଡାକ୍ତରମାନେ ଏହାକୁ ସଂକ୍ଷେପାରେ FRX କିମ୍ବା FX କିମ୍ବା FX କିମ୍ବା # ଚିଗ୍ନ ଦେଇ ଲେଖନ୍ତି । ସଂଜ୍ଞା : - ଅସ୍ଥିର ଅବିଚ୍ଛିନ୍ନତା ଭଗ୍ନ ହେଲେ ଅସ୍ଥି ଭଗ୍ନ କୁହାଯାଏ । ଅତ୍ୟଧିକ ବଳ ପ୍ରୟୋଗ, ପୁନଃ ପୈ।ନିକ ସ୍ବଳ୍ପ ବଳ ପ୍ରୟୋଗ (Stress) ବା ରୋଗଗ୍ରସ୍ତ ଦୁର୍ବଳ ହାଡ ଉପରେ ସାମାନ୍ୟ ବଳ ପ୍ରୟୋଗଦ୍ବାରା ଆସ୍ଥି ଭଗ୍ନ ହୁଏ । କେତେକ ରୋଗ ଯଥା ହାଡ ପୋରିଆ(Osteoporosis), ସ୍ବଳ୍ପ କେତେକ ପ୍ରକାରର ଅସ୍ଥି କର୍କଟ, ଓଷ୍ଟିଓଜେନେସିସ୍ ଇମ୍ପରଫେକ୍ଟା (Osteogenesis Imperfecta ) ଓ ଏହିଭଳି ଅନେକ ରୋଗରେ ଅସ୍ଥି ଦୁର୍ବଳ ହୋଇ ଅତି ସାମାନ୍ୟ ବଳ ପ୍ରୟୋଗ ଦ୍ବାରା ଭାଙ୍ଗିଯିବାରୁ ଏହାକୁ ନିଦାନ ଜନିତ ଅସ୍ଥି ଭଗ୍ନ (Pathological Fracture) ନାମ ଦିଆଯାଏ ।

ଭିତର ଚିଜ [ଲୁଚାନ୍ତୁ]

୧. ବର୍ଗ କରଣ

୧.୧ କାରଣାତ୍ମକ

୧.୨ ଅସ୍ଥି ଶଲ୍ୟ୍

୧.୩ ଶରୀର ଗଠନାତ୍ମକ

୧.୪ ଓଟିଏ (OTA)

୧.୫ ଅନ୍ୟାନ୍ୟ ଚର୍ଗ କରଣ

୨. ରୋଗ ସୂଚନା ଓ ଲକ୍ଷଣ

୩. ବିକାରୀ ଶରୀର କ୍ରିୟା

୩.୧ ଧୁମ୍ରପାନର ଫଳ

୪. ରୋଗ ନିରୂପଣ

୫. ଚିକିତ୍ସା

୫.୧ ଯନ୍ତ୍ରଣା ଚିକିତ୍ସା

୫.୨ ଅଚଳୀକରଣ

୫.୩ ଶଲ୍ୟ୍ ଚିକିତ୍ସା

୫.୪ ଜଟୀଳତା

୬. ଶିଶୁଙ୍କଠାରେ

ବର୍ଗ କରଣ

କାରଣାତ୍ମକ

୧. ଆଘାତ ଜନିତ - ପତନ, ରାସ୍ତାର ଆକ୍ସିଡେଣ୍ଟ,କଳହ ଇତ୍ୟାଦି ସମୟରେ ଆଘାତ ଯୋଗୁ ଏହି ପ୍ରକାର ଅସ୍ଥି ଭଗ୍ନ୍ ହୁଏ ।

୨. ନିଦାନ ଜନିତ - ଅନେକ ରୋଗରେ ଅସ୍ଥି କ୍ଷୟ ପ୍ରାପ୍ତ ହୋଇ ଯାଏ । ଏହି ଭଳି ଅସ୍ଥି ସାମାନ୍ୟ ଆଘାତ ପ୍ରାପ୍ତ ହେଲେ ଭାଙ୍ଗି ଯାଏ । କୈ।ଣସି ଅସ୍ଥି କର୍କଟ ବିକ୍ଷେପିତ (Cancer Metastasis) ହେଲେ କ୍ଷୟପ୍ରାପ୍ତ ହୋଇ ଦୁର୍ବଳ ହୁଏ ଓ ଭାଙ୍ଗିଯାଏ । ନିଦାନ ଜନିତ ଅସଂଖ୍ୟ୍ କାରଣ ମଧ୍ୟରୁ ହାଡ଼ ପୋରିଆ (Osteoporosis) ଗୋଟିଏ ମୂଖ୍ୟ କାରଣା ।

ଅସ୍ଥି ଶଲ୍ୟ