"ଶାହଜାହାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ତିଆରି ଚାଲିଛି => ମୁଣ୍ଡିଆ
ଟିକେ r2.5.4) (Robot: Modifying hi:शाह जहाँ
୬୩ କ ଧାଡ଼ି: ୬୩ କ ଧାଡ଼ି:
[[fr:Shâh Jahân]]
[[fr:Shâh Jahân]]
[[he:שאה ג'האן]]
[[he:שאה ג'האן]]
[[hi:शाहजहां]]
[[hi:शाह जहाँ]]
[[hu:Sáh Dzsahán mogul sah]]
[[hu:Sáh Dzsahán mogul sah]]
[[id:Shah Jahan]]
[[id:Shah Jahan]]

୧୪:୪୯, ୨୩ ଅଗଷ୍ଟ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ଶାହଜାହାନ
5th Mughal Emperor
ପୂର୍ବାଧିକାରୀ ଜାହାଙ୍ଗୀର
ଉତ୍ତରାଧିକାରୀ ଆଉରଙ୍ଗଜେବ
ସ୍ୱାମୀ/ସ୍ତ୍ରୀ Mumtaz Mahal
Akbarabadi Mahal
Kandahari Mahal
ସନ୍ତାନସନ୍ତତିଗଣ
Jahanara Begum
Dara Shikoh
Shah Shuja
Roshanara Begum
Aurangzeb
Murad Baksh

Gauhara Begum
Others

ବଂଶ Timurid dynasty
ବାପା Jahangir
ଜନ୍ମ (1592-01-05)୫ ଜାନୁଆରୀ ୧୫୯୨
Lahore, Mughal Empire(now in Pakistan)
ମୃତ୍ୟ ୨୨ ଜାନୁଆରୀ ୧୬୬୬(1666-01-22) (ବୟସ ୭୪)
Agra, Mughal Empire(now in Uttar Pradesh, India)
ଧର୍ମ Islam
ଶାହଜାହାନ

ସମ୍ରାଟ ଜାହାଙ୍ଗୀରଙ୍କ ତୃତୀୟ ସନ୍ତାନ ଶାହଜାହାନ ୧୫୯୨ ମସିହା ଜାନୁଆରୀ ୫ତାରିଖରେ ଜନ୍ମଗ୍ରହଣ କରିଥିଲେ । ଜାହାଙ୍ଗୀରଙ୍କ ମୃତ୍ୟୁପରେ ନିଜର ସବୁ ଭାଇଙ୍କୁ ହତ୍ୟା କରି ସେ ୧୬୨୮ ଫେବୃଆରୀ ୪ ତାରିଖରେ ସିଂହାସନ ଆରୋହଣ କରିଥିଲେ । ତାଙ୍କର ୩ ପତ୍ନୀ ମଧ୍ୟରୁ, ଦ୍ଵିତୀୟ ଥିଲେ ମମତାଜ, ମମତାଜଙ୍କ ସହ ତାଙ୍କ ବିବାହ୧୬୧୨ ମସିହାରେ ହୋଇଥିଲା । ୧୬୩୧ରେ ମମତାଜଙ୍କ ମୃତ୍ୟୁ ପରେ, ତାଙ୍କ ସ୍ମୃତିରେ ସେ ତାଜମହଲ ନିର୍ମାଣ କରିଥିଲେ । ଦିଲ୍ଲୀର ଜାମା ମସଜିଦ ଓ ଆଗ୍ରାର ମୋତି ମସଜିଦ ମଧ୍ୟ ତାଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ଶାହଜାହାନାବାଦ ନାମରେ ସେ ଏକ ନୂଆ ରାଜଧାନୀ ଗଢ଼ିଥିଲେ । ୧୬୫୮ ମସିହାରେ ଶାହଜାହାନଙ୍କ ପୁତ୍ର ଆଉରଙ୍ଗଜେବ ତାଙ୍କୁ ବନ୍ଦୀ କରି ସିଂହାସନ ଆରୋହଣ କରିଥିଲେ । ଦୀର୍ଘ ୮ବର୍ଷ ବନ୍ଦୀ ଜୀବନ ବିତାଇବାପରେ ୨୨ ଜାନୁଆରୀ ୧୬୬୬ରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଆଧାର