"ବରଗଡ଼ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
ଟିକେ Robot: Adding ar:منطقة بارجاره
ଟିକେ MKar ବରଗଡ଼ ଜିଲା ପୃଷ୍ଠାଟି ବରଗଡ଼ ଜିଲ୍ଲାକୁ ପୁନପ୍ରେରଣ ଛାଡ଼ି ଘୁଞ୍ଚାଇଲେ: ବନାନ
(କିଛି ବଦଳିନାହିଁ)

୧୬:୫୪, ୧୦ ଅଗଷ୍ଟ ୨୦୧୨ ଅନୁସାରେ କରାଯାଇଥିବା ବଦଳ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବରଗଡ଼
ଜିଲ୍ଲା
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକସଭା ବରଗଡ଼
ଭାଷାଓଡ଼ିଆ, ଇଂରାଜୀ
ବିଧାନସଭା୫ଟି ଆସନ
 
  • ୧. ପଦ୍ମପୁର (୦୦୧)
    ୨. ବିଜେପୁର (୦୦୨)
    ୩. ବରଗଡ଼ (୦୦୩)
    ୪. ଅତାବିରା (୦୦୪)
    ୫. ଭଟ୍‌ଲି (୦୦୫)
Area
 • ଜିଲ୍ଲା5837 km2 (2,254 sq mi)
Population
 (୨୦୧୧)
 • ଜିଲ୍ଲା୧୪୭୮୮୩୩
 • Density253/km2 (660/sq mi)
 • Urban
୧୪୯୭୦୮
 • Rural
୧୩୨୯୧୨୫
 • ୬ ବର୍ଷରୁ କମ ଶିଶୁ
୧୫୬୧୮୫
Time zoneIST (+୫.୩୦)
ଡାକ କୋଡ଼ (ପିନ୍)
୭୬୪ xxx
ତାର (ଏସ୍.ଟି.ଡ଼ି)୦୬
ଯାନବାହାନ ପଞ୍ଚୀକରଣOR-17
ଜିଲ୍ଲାପାଳଭାବଗ୍ରାହୀ ମିଶ୍ର [୧]
WebsiteOfficial website

ବରଗଡ଼ ଜିଲ୍ଲା ଓଡ଼ିଶାର ଏକ ପ୍ରଶାସନିକ ଜିଲ୍ଲା । ବରଗଡ଼ ଏହାର ପ୍ରଶାସନିକ ମୁଖ୍ୟ ସହର

ଅବସ୍ଥାନ

ବିଶେଷତା

  • ଆୟତନ: ୫୮୩୨ ବର୍ଗ ମି.
  • ଲୋକସଂଖ୍ୟା: ୧,୩୪୫,୬୦୧
  • ଲୋକସଂଖ୍ୟା ଘନତା: କି.ମି. ପ୍ରତି ୨୩୧

ଜନସଂଖ୍ୟା

୨୦୧୧ ଜନଗଣନା [୨]ଅନୁସାରେ, ବରଗଡ଼ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୪,୭୮,୮୩୩ | ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୩,୨୯,୧୨୫ ଓ ସହରାଞ୍ଚଳରେ ୧,୪୯,୭୦୮ ଲୋକ ବାସ କରନ୍ତି [୩] |

  • ପୁରୁଷ: ୭,୪୮,୩୩୨
    • ଗ୍ରାମାଞ୍ଚଳ: ୬,୭୨,୦୦୪
    • ସହରାଞ୍ଚଳ: ୭୬,୩୨୮
  • ମହିଳା: ୭,୩୦,୫୦୧
    • ଗ୍ରାମାଞ୍ଚଳ: ୬,୫୭,୧୨୧
    • ସହରାଞ୍ଚଳ: ୭୩,୩୮୦
  • ଛ ବର୍ଷରୁ କମ: ୧,୫୬,୧୮୫
    • ଗ୍ରାମାଞ୍ଚଳ: ୧,୪୦,୬୪୮
    • ସହରାଞ୍ଚଳ: ୧୫,୫୩୭
  • ସାକ୍ଷରତା ହାର: ୭୫.୧୬%
    • ପୁରୁଷ: ୮୪.୨୮%
    • ମହିଳା: ୬୫.୮୪%

ଏହି ଜିଲ୍ଲାଟି ଅବିଭକ୍ତ ସମ୍ବଲପୁରରୁ ବିଭକ୍ତ ହୋଇ ତିଆରି ହୋଇଅଛି । ମହାନଦୀ ଉପରେ ତିଆରି ହୀରାକୁଦ ବନ୍ଧରୁ ଜଳସେଚନ ଯୋଗୁଁ ଏହି ଜିଲ୍ଲାର ଉତ୍ତର ଅଧା ଧାନ ଓ ଅନ୍ୟାନ୍ୟ ଶସ୍ୟ ଚାଷରେ କୃଷିବହୁଳ ।[୪]

ବରଗଡ଼ ଜିଲାର ଦୁଇଟି ସଦର-ମହକୁମା, ବରଗଡ଼ ଓ ପଦମପୁର ଓ ୧୨ ଟି ପଞ୍ଚାୟତ ସମିତି (ବ୍ଲକ) ଅଛି । ସେଗୁଡିକ ହେଲା ବରଗଡ଼, ବରପାଲି, ଅତାବିରା, ଭେଡେନ, ସୋହେଲା, ବିଜେପୁର, ପଦମପୁର୍, ଗାଇସିଲେଟ, ପାଈକମାଲ, ଝାରବନ୍ଧ, ଆମ୍ବାଭୋନା ଏବଂ ଭଟଲି ।

ଏହି ଜିଲ୍ଲାର ଦର୍ଶନୀୟ ସ୍ଥାନ ମାନଙ୍କ ମଧ୍ୟରେ ନୃସିଂହନାଥ ଅନ୍ୟତମ । ଏଠାରେ ତୟୋଦଶ ଶତାବ୍ଦୀ ରେ ନିର୍ମିତ ଏକ ବୈଷ୍ଣବ ମନ୍ଦିର ରହିଛି ଯେଉଁଠାରେ ଭଗବାନ ନୃସିଂହ ବିରାଡ଼ି ବା ମାର୍ଜାର ରୂପେ ପୁଜା ପାଇଥାନ୍ତି । [୫]

ଆଧାର

ବାହାର ଆଧାର