"ଅଙ୍ଗୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Robot: Interwiki standardization
ଟିକେ Robot: Cosmetic changes
୧ କ ଧାଡ଼ି: ୧ କ ଧାଡ଼ି:
[[File:Abhar-iran.JPG|thumb|upright|ଅଙ୍ଗୁର/ଦ୍ରାକ୍ଷା]]
[[ଫାଇଲ:Abhar-iran.JPG|thumb|upright|ଅଙ୍ଗୁର/ଦ୍ରାକ୍ଷା]]
[[File:Table grapes on white.jpg|thumb|ଧଳା ଅଙ୍ଗୁର]]
[[ଫାଇଲ:Table grapes on white.jpg|thumb|ଧଳା ଅଙ୍ଗୁର]]
{{ପୋଷକ ଗୁଣ
{{ପୋଷକ ଗୁଣ
| name= ଅଙ୍ଗୁର (ସବୁଜ ବା କଳା)
| name= ଅଙ୍ଗୁର (ସବୁଜ ବା କଳା)
୩୧ କ ଧାଡ଼ି: ୩୧ କ ଧାଡ଼ି:
| source_usda=1 }}
| source_usda=1 }}
ଅଙ୍ଗୁର ଏକ ଲତା ଜାଦୀୟ ଉଦ୍ଭିଦ। ଏହା ଅତି ଲୋକପ୍ରିୟ ଫଳ (କୋଳି)। ଏହାର ପାଚିଲା ଫଳକୁ ଅଙ୍ଗୁର କୁହାଯାଏ ଓ ଶୁଖିଲା ଫଳକୁ କିସମିସ। ଏହାକୁ ସିଧା ସେବନ କରାଯାଏ କିମ୍ବା ରସ, ଜାମ ବା ଏହାରୁ ମଞ୍ଜିରୁ ତେଲ ବାହାର କରି ବ୍ୟବହାର କରା ଯାଇଥାଏ।
ଅଙ୍ଗୁର ଏକ ଲତା ଜାଦୀୟ ଉଦ୍ଭିଦ। ଏହା ଅତି ଲୋକପ୍ରିୟ ଫଳ (କୋଳି)। ଏହାର ପାଚିଲା ଫଳକୁ ଅଙ୍ଗୁର କୁହାଯାଏ ଓ ଶୁଖିଲା ଫଳକୁ କିସମିସ। ଏହାକୁ ସିଧା ସେବନ କରାଯାଏ କିମ୍ବା ରସ, ଜାମ ବା ଏହାରୁ ମଞ୍ଜିରୁ ତେଲ ବାହାର କରି ବ୍ୟବହାର କରା ଯାଇଥାଏ।
==ବିବିଧ ଭାଷାରେ ନାମ==
== ବିବିଧ ଭାଷାରେ ନାମ ==
{| class="wikitable"
{| class="wikitable"
|-
|-
୭୮ କ ଧାଡ଼ି: ୭୮ କ ଧାଡ଼ି:
== ଇତିହାସ ==
== ଇତିହାସ ==
ଅଙ୍ଗୁର ଚାଷ ୬୦୦୦ ରୁ ୮୦୦୦ ବର୍ଷ ପୂର୍ବେ ପ୍ରାଚ୍ୟ ଦେଶ ମାନଙ୍କରେ ଆରମ୍ଭ ହୋଇଥିଲା। <ref>{{cite journal |author=Patrice This, Thierry Lacombe, Mark R. Thomash |title=Historical Origins and Genetic Diversity of Wine Grapes |work= Trends in Genetics |volume= 22| issue = 8 |url=http://oak.cats.ohiou.edu/~ballardh/pbio480/thisetal2006-winegrapegeneticdiversity.pdf }}</ref> ଇଷ୍ଟ ନାମକ ସୂକ୍ଷ୍ମଜୀବ (microorganism) ପ୍ରାକୃତିକ ରୂପେ ଅଙ୍ଗୁରର ଚୋପାରେ ବଢ଼ିଥାଏ। ଏହାକୁ ନିରୀକ୍ଷଣ କରି ସୁରାଜାତୀୟ (alcoholic) ପାନୀୟ ବିକଶିତ ହୋଇଥିଲା। ପାଖାପାଖି ୪୦୦୦ ଖ୍ରୀ.ପୂ.ରେ ଆର୍ମେନିଆରେ ସର୍ବପୁରାତନ ମଦଭାଟି (winery)ର ସନ୍ଧାନ ମିଳେ।

[[File:Grapes Angoor.JPG|thumb|left|250px|୨୦୦୮ରେ ଇରାନର ୟାକୁଟି ଅଙ୍ଗୁର ଉତ୍ପାଦନ]]
[[ଫାଇଲ:Grapes Angoor.JPG|thumb|left|250px|୨୦୦୮ରେ ଇରାନର ୟାକୁଟି ଅଙ୍ଗୁର ଉତ୍ପାଦନ]]
== ଉପଯୋଗ ==
== ଉପଯୋଗ ==
===ଔଷଧିୟ===
=== ଔଷଧିୟ ===
* ଅତ୍ୟଧିକ ରକ୍ତସ୍ରାବକୁ ବନ୍ଦ କରେ।
* ଅତ୍ୟଧିକ ରକ୍ତସ୍ରାବକୁ ବନ୍ଦ କରେ।
* ପରିସ୍ରା ସଫାକରେ।
* ପରିସ୍ରା ସଫାକରେ।
୮୬ କ ଧାଡ଼ି: ୮୬ କ ଧାଡ଼ି:
* ନିଦ୍ରାହୀନତା ଦୂରକରେ।
* ନିଦ୍ରାହୀନତା ଦୂରକରେ।
* କର୍କଟ ରୋଗର ପ୍ରତିରୋଧ କରେ।
* କର୍କଟ ରୋଗର ପ୍ରତିରୋଧ କରେ।
===ଅନ୍ୟାନ୍ୟ===
=== ଅନ୍ୟାନ୍ୟ ===
* ଅଙ୍ଗୁରରୁ ସୁସ୍ୱାଦୁ ଜାମ, ଜେଲି, ସୁରା, ଭିନେଗାର ଆଦି ପ୍ରସ୍ତୁତ କରାଯାଏ।
* ଅଙ୍ଗୁରରୁ ସୁସ୍ୱାଦୁ ଜାମ, ଜେଲି, ସୁରା, ଭିନେଗାର ଆଦି ପ୍ରସ୍ତୁତ କରାଯାଏ।
==Gallery==
== Gallery ==
<gallery>
<gallery>
Image:GrapesBuds.JPG|ଅଙ୍ଗୁର କଢ଼
Image:GrapesBuds.JPG|ଅଙ୍ଗୁର କଢ଼
୧୦୪ କ ଧାଡ଼ି: ୧୦୪ କ ଧାଡ଼ି:
{{Reflist|2}}
{{Reflist|2}}

==ଆହୁରି ପଢ଼ନ୍ତୁ==
== ଆହୁରି ପଢ଼ନ୍ତୁ ==

* Creasy, G.L. / Creasy, L.L. (2009). ''Grapes'' (Crop Production Science in Horticulture). CABI. ISBN 9781845934019
* Creasy, G.L. / Creasy, L.L. (2009). ''Grapes'' (Crop Production Science in Horticulture). CABI. ISBN 978-1-84593-401-9

== ବାହାର ଆଧାର ==
== ବାହାର ଆଧାର ==

୧୫:୩୧, ୧୦ ଅଗଷ୍ଟ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ଅଙ୍ଗୁର/ଦ୍ରାକ୍ଷା
ଧଳା ଅଙ୍ଗୁର
ଅଙ୍ଗୁର (ସବୁଜ ବା କଳା)
Nutritional value per 100 g (3.5 oz)
Energy 288 kJ (69 kcal)
Carbohydrates 18.1 g
- Sugars 15.48 g
- Dietary fiber 0.9 g
Fat 0.0 g
Protein 0.72 g
Thiamine (vit. B1) 0.069 mg (6%)
Riboflavin (vit. B2) 0.07 mg (6%)
Niacin (vit. B3) 0.188 mg (1%)
Pantothenic acid (B5) 0.05 mg (1%)
Vitamin B6 0.086 mg (7%)
Folate (vit. B9) 2 μg (1%)
Vitamin B12 0 μg (0%)
Vitamin C 10.8 mg (13%)
Vitamin K 22 μg (21%)
Calcium 10 mg (1%)
Iron 0.36 mg (3%)
Magnesium 7 mg (2%)
Manganese 0.071 mg (3%)
Phosphorus 20 mg (3%)
Potassium 191 mg (4%)
Sodium 3.02 mg (0%)
Zinc 0.07 mg (1%)
Percentages are relative to
US recommendations for adults.
Source: USDA Nutrient Database

ଅଙ୍ଗୁର ଏକ ଲତା ଜାଦୀୟ ଉଦ୍ଭିଦ। ଏହା ଅତି ଲୋକପ୍ରିୟ ଫଳ (କୋଳି)। ଏହାର ପାଚିଲା ଫଳକୁ ଅଙ୍ଗୁର କୁହାଯାଏ ଓ ଶୁଖିଲା ଫଳକୁ କିସମିସ। ଏହାକୁ ସିଧା ସେବନ କରାଯାଏ କିମ୍ବା ରସ, ଜାମ ବା ଏହାରୁ ମଞ୍ଜିରୁ ତେଲ ବାହାର କରି ବ୍ୟବହାର କରା ଯାଇଥାଏ।

ବିବିଧ ଭାଷାରେ ନାମ

ଭାଷା ନାମ
ଓଡ଼ିଆ ଅଙ୍ଗୁର, ଦ୍ରାକ୍ଷା
ସଂସ୍କୃତ ଦ୍ରାକ୍ଷା
ହିନ୍ଦୀ ଅଙ୍ଗୁର अंगुर
ଗୁଜରାଟୀ ଦ୍ରାକ୍ଷ દ્રાક્ષ
ତାମିଲ କୋଡିମୁନ୍ଦିରି கோடிமுந்திரி
ତେଲୁଗୁ ଗୋଷ୍ଟନିଦ୍ରାକ୍ଷା గోష్టనిద్రాక్షా
ବଙ୍ଗଳା ଅଙ୍ଗୁରଫଲ অংগুরফল
ବର୍ମିଜ ସା ପ୍ୟିଟ୍
English ଗ୍ରେପ Grapes

ପରିଚୟ

ଅଙ୍ଗୁର କୋଳି ପେନ୍ଥା ପେନ୍ଥା ହୋଇ ଫଳିଥାଏ। ଗୋଟିଏ ପେନ୍ଥାରେ ୧୫ରୁ ୩୦୦ କୋଳି ରହିଥାଏ। ଏହା ଭିନ୍ନ ଭିନ୍ନ ରଙ୍ଗର ହୋଇଥାଏ ଯଥା: ଲାଲ୍, ବାଇଗଣି (ନାରଙ୍ଗୀ), କଳା, ସବୁଜ, ହଳଦିଆ, ଗାଢ଼ନୀଳ, କମଳାରଙ୍ଗ ଓ ଗୋଲାପି ଇତ୍ୟାଦି ରଙ୍ଗର ଅଙ୍ଗୁର ଦେଶ ବିଦେଶରେ ମିଳେ। ଧଳାଅଙ୍ଗୁର ପ୍ରକୃତରେ ସବୁଜ ରଙ୍ଗର ହୋଇଥାଏ ଓ ଅନୁବଂଶୀକ ରୂପେ ଏହା ନାରଙ୍ଗୀ ଜାତୀୟ ଅଙ୍ଗୁରରୁ ଉଦ୍ଭୁତ। ଏଥିରେ ଆନ୍ଥୋସିଆନିନ ନାମକ ରଙ୍ଗ କଣିକା ପ୍ରସ୍ତୁତକାରି ରସାୟନ ପ୍ରସ୍ତୁତ ହେବା ବନ୍ଦ ହୋଇଯିବାରୁ ଏହା ବାଇଗଣି ବଦଳରେ ସବୁଜ ରଙ୍ଗ ଧାରଣ କରେ। [୧]

ଇତିହାସ

ଅଙ୍ଗୁର ଚାଷ ୬୦୦୦ ରୁ ୮୦୦୦ ବର୍ଷ ପୂର୍ବେ ପ୍ରାଚ୍ୟ ଦେଶ ମାନଙ୍କରେ ଆରମ୍ଭ ହୋଇଥିଲା। [୨] ଇଷ୍ଟ ନାମକ ସୂକ୍ଷ୍ମଜୀବ (microorganism) ପ୍ରାକୃତିକ ରୂପେ ଅଙ୍ଗୁରର ଚୋପାରେ ବଢ଼ିଥାଏ। ଏହାକୁ ନିରୀକ୍ଷଣ କରି ସୁରାଜାତୀୟ (alcoholic) ପାନୀୟ ବିକଶିତ ହୋଇଥିଲା। ପାଖାପାଖି ୪୦୦୦ ଖ୍ରୀ.ପୂ.ରେ ଆର୍ମେନିଆରେ ସର୍ବପୁରାତନ ମଦଭାଟି (winery)ର ସନ୍ଧାନ ମିଳେ।

୨୦୦୮ରେ ଇରାନର ୟାକୁଟି ଅଙ୍ଗୁର ଉତ୍ପାଦନ

ଉପଯୋଗ

ଔଷଧିୟ

  • ଅତ୍ୟଧିକ ରକ୍ତସ୍ରାବକୁ ବନ୍ଦ କରେ।
  • ପରିସ୍ରା ସଫାକରେ।
  • ରକ୍ତହୀନତା ଦୂର କରେ।
  • ନିଦ୍ରାହୀନତା ଦୂରକରେ।
  • କର୍କଟ ରୋଗର ପ୍ରତିରୋଧ କରେ।

ଅନ୍ୟାନ୍ୟ

  • ଅଙ୍ଗୁରରୁ ସୁସ୍ୱାଦୁ ଜାମ, ଜେଲି, ସୁରା, ଭିନେଗାର ଆଦି ପ୍ରସ୍ତୁତ କରାଯାଏ।

Gallery

ଆଧାର

  1. Walker AR, Lee E, Bogs J, McDavid DA, Thomas MR, Robinson SP, AR (2007). "White grapes arose through the mutation of two similar and adjacent regulatory genes". Plant J. 49 (5): 772–85. doi:10.1111/j.1365-313X.2006.02997.x. ISSN 0960-7412. PMID 17316172. {{cite journal}}: |first2= missing |last2= (help); |first3= missing |last3= (help); |first4= missing |last4= (help); |first5= missing |last5= (help); |first6= missing |last6= (help); Unknown parameter |month= ignored (help)CS1 maint: multiple names: authors list (link)
  2. Patrice This, Thierry Lacombe, Mark R. Thomash. "Historical Origins and Genetic Diversity of Wine Grapes" (PDF). Trends in Genetics. 22 (8).{{cite journal}}: CS1 maint: multiple names: authors list (link)
Footnotes

ଆହୁରି ପଢ଼ନ୍ତୁ

  • Creasy, G.L. / Creasy, L.L. (2009). Grapes (Crop Production Science in Horticulture). CABI. ISBN 978-1-84593-401-9

ବାହାର ଆଧାର