"ସିକନ୍ଦର ଆଲାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେNo edit summary
୩୩ କ ଧାଡ଼ି: ୩୩ କ ଧାଡ଼ି:
==ବାଲ୍ଯ ଜୀବନ ଓ ଶିକ୍ଷା==
==ବାଲ୍ଯ ଜୀବନ ଓ ଶିକ୍ଷା==
'''ସିକନ୍ଦର ଆଲାମ''', ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ, [[କଟକ]] ଜିଲ୍ଲା ବୈଆଳିଶି ମୌଜା ବ୍ଳକର ରାଉତରାପୁର ଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟ ଜୀବନ ନିଜ ଗାଁ ରେ ହିଁ କଟିଥିଲା । ପରବର୍ତୀ ସମୟରେ ସେ ନିଜ ପିତାମାତାଙ୍କ ସହ [[କଟକ]]କୁ ଚାଲିଆସିଥିଲେ । [[କଟକ]] ର [[କ୍ଷ୍ରୀଷ୍ଟ କଲେଜିଏଟ ସ୍କୁଲ]]ରୁ ମାଟ୍ରିକ ଓ [[ଷ୍ଟିଵାଟ କଲେଜ]]ରୁ ବିଜ୍ଞାନରେ ଇନ୍ଟରମିଡିଏଟ ପାସ କରିଥିଲେ । ତା ପରେ ନିଜ ପିତା ଓ ବଡ ଭାଇଙ୍କ ଠାରୁ ପ୍ରେରଣା ପାଇ<ref>http://orissacinema.com/interviews/sikandar_alam.html</ref> ସଂଗୀତ ଶିକ୍ଷା କରିବା ପାଇଁ ସେ ପ୍ରସିଧ୍ଧ ଗନ୍ଧର୍ବ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ଏହି ଅନୁଷ୍ଠାନରୁ ହିଁ ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲୁଶକର ଏବଂ ଉସ୍ତାଦ କୁନ୍ଦଳ ଆଦୀନାରାୟଣ ରାଓଙ୍କ ଅଧିନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କୃତିତ୍ବର ସହ ସଂଗୀତ ବିଶାରଦ ହାସଲ କରିଥିଲେ । <ref>http://www.orissadiary.com/CurrentNews.asp?id=20439</ref>

==ପରିବାର==
'''ସିକନ୍ଦର ଆଲାମ'''ଙ୍କର ପତ୍ନୀ [[ନାଇମା ଆଲାମ]] ମଧ୍ଯ ଜଣେ ସୁଗାୟିକା ତଥା [[ଆକାଶବାଣୀ]] ର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ଯରୁ ବଡ [[ସୋଫିଆ ଆଲାମ]] ଜଣେ ଅଭିନେତ୍ରୀ ଓ ସାନ [[ନାଜିଆ ଆଲାମ]] ଜଣେ ସୁନାମଧନ୍ଯା କଣ୍ଠଶିଳ୍ପୀ ।<ref>http://www.thehindu.com/arts/music/article540158.ece</ref>

==କର୍ମଜୀବନ==
==କର୍ମଜୀବନ==
୩୯ କ ଧାଡ଼ି: ୪୨ କ ଧାଡ଼ି:
ସେ [[ଓଡିଶା]] ରାଜ୍ଯ 'ସଂଗୀତ ନାଟକ ଏକାଡେମୀ'ର ଉପସଭାପତି ପଦବୀ ମଧ୍ୟ ଅଳଙ୍କ୍ରୁତ କରିଥିଲେ ।
ସେ [[ଓଡିଶା]] ରାଜ୍ଯ 'ସଂଗୀତ ନାଟକ ଏକାଡେମୀ'ର ଉପସଭାପତି ପଦବୀ ମଧ୍ୟ ଅଳଙ୍କ୍ରୁତ କରିଥିଲେ ।

୮ ଅଗଷ୍ଟ ୨୦୧୦ ମସିହାରେ ତାଙ୍କର ତିରୋଧାନ ଘଟିଥିଲା ।<ref>http://ibnlive.in.com/generalnewsfeed/news/oriya-singer-mohammed-sikandar-alam-passes-away/217475.html</ref>
==ପରିବାର==

'''ସିକନ୍ଦର ଆଲାମ'''ଙ୍କର ପତ୍ନୀ [[ନାଇମା ଆଲାମ]] ମଧ୍ଯ ଜଣେ ସୁଗାୟିକା ତଥା [[ଆକାଶବାଣୀ]] ର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ଯରୁ ବଡ [[ସୋଫିଆ ଆଲାମ]] ଜଣେ ଅଭିନେତ୍ରୀ ଓ ସାନ [[ନାଜିଆ ଆଲାମ]] ଜଣେ ସୁନାମଧନ୍ଯା କଣ୍ଠଶିଳ୍ପୀ ।<ref>http://www.thehindu.com/arts/music/article540158.ece</ref>

==ସମ୍ମାନ ଓ ପୁରସ୍କାର==
==ସମ୍ମାନ ଓ ପୁରସ୍କାର==

୧୬:୦୨, ୧ ଅଗଷ୍ଟ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ସିକନ୍ଦର ଆଲାମ
Born
ମହମ୍ମଦ ସିକନ୍ଦର ଆଲାମ

(1939-07-27)୨୭ ଜୁଲାଇ ୧୯୩୯
ବୈଆଳିଶି ମୌଜା, କଟକ, ଓଡ଼ିଶା
Died୮ ଅଗଷ୍ଟ ୨୦୧୦(2010-08-08) (ବୟସ ୭୧)
Resting placeଭୁବନେଶ୍ୱର
Nationality ଭାରତୀୟ
Other namesଆଧୁନିକ ଓଡିଶାର ସାଲବେଗ
Educationସଂଗୀତ ବିଶାରଦ
Alma materକ୍ଷ୍ରୀଷ୍ଟ କଲେଜିଏଟ ସ୍କୁଲ, ଗନ୍ଧର୍ବ ମହାବିଦ୍ୟାଳୟ
Known forଓଡ଼ିଆ ଗାୟକ ଓ ସଙ୍ଗୀତକାର
Spouseନାଇମା ଆଲାମ

ସିକନ୍ଦର ଆଲାମ, ଓଡ଼ିଆ ଚଳଚିତ୍ର ଜଗତର ଜଣେ ପ୍ରଖ୍ୟାତ ପ୍ରଛଦପଟ ଗାୟକ । [୧] [୨]ତାଙ୍କର ଜଗନ୍ନାଥ ଭଜନ ଓ ଜଣାଣ ପାଇଁ, ସେ ଓଡିଶାର ଘରେ ଘରେ ପରିଚିତ ।[୩] ତାଙ୍କୁ ଆଧୁନିକ ଓଡିଶାର ସାଲବେଗ ମଧ୍ଯ କୁହାଯାଏ ।

ବାଲ୍ଯ ଜୀବନ ଓ ଶିକ୍ଷା

ସିକନ୍ଦର ଆଲାମ, ୧୯୩୯ ମସିହା ଜୁଲାଇ ମାସ ୨୭ ତାରିଖରେ, କଟକ ଜିଲ୍ଲା ବୈଆଳିଶି ମୌଜା ବ୍ଳକର ରାଉତରାପୁର ଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟ ଜୀବନ ନିଜ ଗାଁ ରେ ହିଁ କଟିଥିଲା । ପରବର୍ତୀ ସମୟରେ ସେ ନିଜ ପିତାମାତାଙ୍କ ସହ କଟକକୁ ଚାଲିଆସିଥିଲେ । କଟକକ୍ଷ୍ରୀଷ୍ଟ କଲେଜିଏଟ ସ୍କୁଲରୁ ମାଟ୍ରିକ ଓ ଷ୍ଟିଵାଟ କଲେଜରୁ ବିଜ୍ଞାନରେ ଇନ୍ଟରମିଡିଏଟ ପାସ କରିଥିଲେ । ତା ପରେ ନିଜ ପିତା ଓ ବଡ ଭାଇଙ୍କ ଠାରୁ ପ୍ରେରଣା ପାଇ[୪] ସଂଗୀତ ଶିକ୍ଷା କରିବା ପାଇଁ ସେ ପ୍ରସିଧ୍ଧ ଗନ୍ଧର୍ବ ମହାବିଦ୍ୟାଳୟରେ ଯୋଗଦାନ କରିଥିଲେ । ଏହି ଅନୁଷ୍ଠାନରୁ ହିଁ ସେ ଗୁରୁ ଗୋବିନ୍ଦ ଚନ୍ଦ୍ର ପାଲୁଶକର ଏବଂ ଉସ୍ତାଦ କୁନ୍ଦଳ ଆଦୀନାରାୟଣ ରାଓଙ୍କ ଅଧିନରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ କୃତିତ୍ବର ସହ ସଂଗୀତ ବିଶାରଦ ହାସଲ କରିଥିଲେ । [୫]

ପରିବାର

ସିକନ୍ଦର ଆଲାମଙ୍କର ପତ୍ନୀ ନାଇମା ଆଲାମ ମଧ୍ଯ ଜଣେ ସୁଗାୟିକା ତଥା ଆକାଶବାଣୀ ର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର । ଦୁଇ କନ୍ୟାଙ୍କ ମଧ୍ଯରୁ ବଡ ସୋଫିଆ ଆଲାମ ଜଣେ ଅଭିନେତ୍ରୀ ଓ ସାନ ନାଜିଆ ଆଲାମ ଜଣେ ସୁନାମଧନ୍ଯା କଣ୍ଠଶିଳ୍ପୀ ।[୬]

କର୍ମଜୀବନ

ସିକନ୍ଦର ଆଲାମ, ମାତ୍ର ୧୮ ବର୍ଷ ବୟସରୁ ଆକାଶବାଣୀ କଟକରେ ଗୀତ ଗାୟିବା ଆରମ୍ଭ କରିଥିଲେ । ଭଜନ , ଜଣାଣ, ଗଜଲ, ଆଧୁନିକ ପ୍ରର୍ଭୁତି,ସଂଗୀତର ସବୁ ଦିଗରେ ସେ ନିଜର ଦକ୍ଷତା ପ୍ରତିପାଦନ କରି ଖୁବ କମ ସମୟରେ ବହୁ ଲୋକପ୍ରିୟତା ଅର୍ଜନ କରିଥିଲେ ।[୭] ୧୯୬୨ମସିହାରେ ନିର୍ମିତ ଚଳଚ୍ଚିତ୍ର ଲକ୍ଷ୍ମୀରେ ସଂଗୀତ ସୁଧାକରବାଳକୃଷ୍ଣ ଦାସଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରିସେ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚିତ୍ର ଜଗତକୁ ପ୍ରବେଶ କରିଥିଲେ।[୮] ଏହି ଚଳଚିତ୍ରରେ ସେ କଣ୍ଠଦାନ କରିଥିବା ଗୀତଟି , 'ଆରତ ଶୁଣ ବାରେ', ବହୁ ଲୋକପ୍ରିୟତା ଅର୍ଜନ କରିଥିଲା। ପରବର୍ତୀ ସମୟରେ ସେ ବହୁ ଓଡିଆ ଚଳଚିତ୍ର ପାଇଁ କଣ୍ଠଦାନ କରିଥିଲେ । ସେ ମଧ୍ଯରୁ ଅମଡ଼ା ବାଟ, ଅଦିନ ମେଘ,ମାଣିକ ଯୋଡ଼ି,ମମତା , ସୂର୍ଯ୍ୟମୁଖୀ, ପୂଜା ପ୍ରଭୃତି ଅନ୍ୟତମ ।[୯] ଏତଦ ବ୍ୟତିତ, ସେ ବହୁ ଆଲବମ ପାଇଁ ମଧ୍ଯ କଣ୍ଠଦାନ କରିଥିଲେ । ନିଜ ପତ୍ନୀ ନାଇମା ଓ କନ୍ଯା ନାଜିଆ ଆଲାମଙ୍କ ସହ ମିଶି ସେ 'ଆଲ୍ଲା କେ ହୁଜୁର' ନାମରେ ଏକ ଆଲବମ ମଧ୍ଯ କରିଥିଲେ । ଦେଶ, ବିଦେଶରେ ସେ ବହୁବାର ନିମନ୍ତ୍ରିତ ହୋଇ ସଂଗୀତ ପରିବେଷଣ କରିଥିଲେ ।

ସେ ଓଡିଶା ରାଜ୍ଯ 'ସଂଗୀତ ନାଟକ ଏକାଡେମୀ'ର ଉପସଭାପତି ପଦବୀ ମଧ୍ୟ ଅଳଙ୍କ୍ରୁତ କରିଥିଲେ ।

୮ ଅଗଷ୍ଟ ୨୦୧୦ ମସିହାରେ ତାଙ୍କର ତିରୋଧାନ ଘଟିଥିଲା ।[୧୦]

ସମ୍ମାନ ଓ ପୁରସ୍କାର

  • ୧୯୬୯ - ଚିତ୍ରପୁରୀ ସମ୍ମାନ
  • ୧୯୮୦ - ସୁର ସାଗର(ଶ୍ରୀକ୍ଷେତ୍ର କଳା ପ୍ରକାଶନୀ)
  • ୧୯୮୧- ଧରିତ୍ରୀ ସମ୍ମାନ
  • ୧୯୮୩- ଓଡିଶା ସୋସାଇଟି ଅଫ ଆମେରିକା
  • ୧୯୯୧- ସନ୍ତୋକ ସିଂଗଃ ସମ୍ମାନ
  • ୧୯୯୦ - ଓଡିଶା ରାଜ୍ଯ ଚଳଚିତ୍ର ସମ୍ମାନ
  • ୧୯୯୧- ଶ୍ରେଷ୍ଠ ପ୍ରଛଦପଟ ଗାୟକ( ସିନେ କ୍ରିଟିକ ଆସୋସିଏସନ)
  • ୧୯୯୫ - ସାଲବେଗ ସମ୍ମାନ(ସାଲବେଗ ସାଂସ୍କୃତିକ ପରିଷଦ, ପୁରୀ)
  • ୧୯୯୯- ଚିନ୍ତା ଓ ଚେତନା ସମ୍ମାନ
  • ୨୦୦୦- ଓଡିଶା ସଂଗୀତ ନାଟକ ଏକାଡେମୀ ସମ୍ମାନ
  • ୨୦୦୦- ଶରଣକୁଳ ଆର୍ଟ୍ କଲେଜ ଓ ମ୍ଯୁଜିକ ସମ୍ମାନ
  • ୨୦୦୦ - ସରସ୍ଵତୀ ସମ୍ମାନ( ବାଳକୃଷ୍ଣ ଦାସ ଫାଉଣ୍ଦେସନ)
  • ୨୦୦୦- ଚଳଚିତ୍ର ସହସ୍ରବାଦୀ ସମ୍ମାନ
  • ୨୦୦୧- ଆକାଶବାଣୀ ଅବସର ବିନୋଦନ କେନ୍ଦ୍ର ସମ୍ମାନ
  • ୨୦୦୧- ସୁର ତରଙ୍ଗ ସମ୍ମାନ ସମ୍ମାନ
  • ୨୦୦୨- ନେହେରୁ ଯୁବ କେନ୍ଦ୍ର
  • ୨୦୦୩- ସଂଗୀତଶ୍ରୀ( ପଶ୍ଚିମବଙ୍ଗ ସରକାର)
  • ୨୦୦୩- ରାଜୀବ ଗାନ୍ଧୀ ସମ୍ମାନ
  • ୨୦୦୪- ବାଣୀଚିତ୍ର ସମ୍ମାନ
  • ୨୦୦୩ - ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସମ୍ମାନ
  • ୨୦୦୩ - 'କଳାକାର' ବୋଇତ ବନ୍ଦାଣ ସମ୍ମାନ
  • ୨୦୦୩ - ଲାୟନସ କ୍ଳବ ସମ୍ମାନ
  • ୨୦୦୫ - ଶାନ୍ତିଦେବୀ ପୁରସ୍କାର, ଭଦ୍ରକ[୧୧]

ଆଧାର

ବାହାର ଆଧାର