"ପୂର୍ଣ୍ଣିମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
EmausBot (ଆଲୋଚନା | ଅବଦାନ)
ଟିକେ r2.7.2+) (Robot: Adding si:පසළොස්වක
ଟିକେ Robot: Adding tr:Dolunay
୬୩ କ ଧାଡ଼ି: ୬୩ କ ଧାଡ଼ି:
[[te:పౌర్ణమి]]
[[te:పౌర్ణమి]]
[[th:จันทร์เพ็ญ]]
[[th:จันทร์เพ็ญ]]
[[tr:Dolunay]]
[[uk:Повня]]
[[uk:Повня]]
[[war:Kadayaw]]
[[war:Kadayaw]]

୦୧:୫୯, ୩୦ ଜୁଲାଇ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ଶୁକ୍ଳପକ୍ଷର ଶେଷ ଦିନ (ପଞ୍ଚଦଶୀ ତିଥି) କୁ ପୂର୍ଣ୍ଣିମା କୁହାଯାଏ । ପୂର୍ଣ୍ଣିମା ପରଦିନଠାରୁ କୃଷ୍ଣପକ୍ଷ ଆରମ୍ଭ ହୁଏ ।

  • ବୈଶାଖ ପୂର୍ଣ୍ଣମୀ: ଶ୍ରୀକୃଷ୍ଣଙ୍କର ଫୁଲଦୋଳ (ପୁଷ୍ପଦୋଳା) ଉତ୍ସବ ହୁଏ ।
  • ଆଷାଢ଼ ପୂର୍ଣ୍ଣିମା: ଗୁରୁ ପୂର୍ଣ୍ଣିମା: ମହର୍ଷି ବ୍ୟାସଦେବଙ୍କ ଜନ୍ମଦିନ ।
  • ଶ୍ରାବଣ ପୂର୍ଣ୍ଣମୀ: ଗହ୍ମାପୂର୍ଣ୍ଣମୀ : ବଳରାମ (ବଳଦେବ)ଙ୍କର ଜନ୍ମଦିନ ।
  • ଭାଦ୍ରବ ପୂର୍ଣ୍ଣିମା: ଇନ୍ଦୁପୂର୍ଣ୍ଣିମା : ଭାଗବତ ଜନ୍ମ ।
ପଦ୍ମପୁରାଣର ଷଷ୍ଠ ଅଧ୍ୟାୟ ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣ ପରମଧାମ ଗମନ କଲାପରେ, କଳିଯୁଗ ୩୦ବର୍ଷ ଭୋଗ କଲାପରେ ଭାଦ୍ରବ ମାସ ନବମୀ ତିଥିରେ ଶୁକଦେବ ରାଜା ପରୀକ୍ଷିତଙ୍କୁ ଭାଗବତ କଥା ଶୁଣାଇବା ଆରମ୍ଭ କରିଥିଲେ ୤
ବ୍ୟାସଙ୍କ କୃତ ଭାଗବତରେ ୩୩୫ଟି ଅଧ୍ୟାୟ, ୧୪,୦୭୯ଟି ଶ୍ଳୋକ ଓ ୧,୦୨୯ଟି ଉବାଚ ରହିଥିଲା ୤
  • ଆଶ୍ୱିନ ପୂର୍ଣ୍ଣମୀ: କୁମାର ପୂର୍ଣ୍ଣିମା ବା କୁଆଁର ପୁନିଅଁ ବା କୋଜାଗର ପୂର୍ଣ୍ଣିମା
ପୌରାଣିକ ମତେ ଏ ଦିନ ରାତିରେ ଲକ୍ଷ୍ମୀ ଠାକୁରାଣୀ ଘରଘର ବୁଲି ଦେଖନ୍ତି ଓ ପଚାରନ୍ତି “କୋଜାଗର୍ତ୍ତି”- କିଏ ଚେଇଁ ଅଛି? ଯେ ଚେଇଁ ଥାଏ ତାହା ପ୍ରତି ପ୍ରସନ୍ନା ହୁଅନ୍ତି, ଯେ ଶୋଇ ଥାଏ ତାହାଠାରୁ ଛାଡ଼ି ଯାଆନ୍ତି ୤
ଏ ଦିନ ସନ୍ଧ୍ୟାବେଳେ ଚନ୍ଦ୍ରଙ୍କୁ ପୂଜା ହୋଇଥିବା ଚାନ୍ଦଭୋଗ ଖୁଆଖୋଇ ହୋଇ କୁମାରମୁମାରୀମାନେ ଆପଣା ମଧ୍ୟରେ ଚାନ୍ଦ ଡକାଡକି ହୋଇ ମୈତ୍ରୀ ପ୍ରତିଷ୍ଠା କରନ୍ତି ୤