"ଭାରତୀୟ ଜନତା ପାର୍ଟି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟିକେ r2.7.2) (Robot: Modifying ar:بهاراتيا جاناتا
୧୧ କ ଧାଡ଼ି: ୧୧ କ ଧାଡ଼ି:


<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->

[[ar:بهارتيه جنتا بارتي]]
[[ar:بهاراتيا جاناتا]]
[[bn:ভারতীয় জনতা পার্টি]]
[[arz:حزب باراتيا جاناتا]]
[[zh-min-nan:Ìn-tō͘ Jîn-bîn Tóng]]
[[be:Бхаратыя джаната парты]]
[[be:Бхаратыя джаната парты]]
[[bn:ভারতীয় জনতা পার্টি]]
[[de:Bharatiya Janata Party]]
[[de:Bharatiya Janata Party]]
[[en:Bharatiya Janata Party ]]
[[en:Bharatiya Janata Party]]
[[es:Bharatiya Janata Party]]
[[es:Bharatiya Janata Party]]
[[fa:حزب مردم هند]]
[[fa:حزب مردم هند]]
[[fi:Intian kansanpuolue]]
[[fr:Bharatiya Janata Party]]
[[fr:Bharatiya Janata Party]]
[[ko:인도인민당]]
[[hi:भारतीय जनता पार्टी]]
[[hi:भारतीय जनता पार्टी]]
[[id:Bharatiya Janata Party]]
[[id:Bharatiya Janata Party]]
[[it:Partito Popolare Indiano]]
[[it:Partito Popolare Indiano]]
[[ja:インド人民党]]
[[kn:ಭಾರತೀಯ ಜನತಾ ಪಕ್ಷ]]
[[kn:ಭಾರತೀಯ ಜನತಾ ಪಕ್ಷ]]
[[ko:인도인민당]]
[[ml:ഭാരതീയ ജനതാ പാർട്ടി]]
[[ml:ഭാരതീയ ജനതാ പാർട്ടി]]
[[mr:भारतीय जनता पक्ष]]
[[mr:भारतीय जनता पक्ष]]
[[arz:حزب باراتيا جاناتا]]
[[ms:Parti Bharatiya Janata]]
[[ms:Parti Bharatiya Janata]]
[[nl:Bharatiya Janata-partij]]
[[ne:भारतीय जनता पार्टी]]
[[ne:भारतीय जनता पार्टी]]
[[nl:Bharatiya Janata-partij]]
[[ja:インド人民党]]
[[no:Bharatiya Janata Party]]
[[no:Bharatiya Janata Party]]
[[pms:BJP]]
[[pl:Indyjska Partia Ludowa]]
[[pl:Indyjska Partia Ludowa]]
[[pms:BJP]]
[[pt:Partido do Povo Indiano]]
[[pt:Partido do Povo Indiano]]
[[ro:Bharatiya Janata Party]]
[[ro:Bharatiya Janata Party]]
[[ru:Бхаратия джаната парти]]
[[ru:Бхаратия джаната парти]]
[[sa:भारतीयजनतापक्षः]]
[[sa:भारतीयजनतापक्षः]]
[[fi:Intian kansanpuolue]]
[[sv:Bharatiya Janata Party]]
[[sv:Bharatiya Janata Party]]
[[tl:Partido Bharatiya Janata]]
[[ta:பாரதிய ஜனதா கட்சி]]
[[ta:பாரதிய ஜனதா கட்சி]]
[[te:భారతీయ జనతా పార్టీ]]
[[te:భారతీయ జనతా పార్టీ]]
[[tl:Partido Bharatiya Janata]]
[[tr:Bharatiya Janata Party]]
[[tr:Bharatiya Janata Party]]
[[uk:Бхаратія джаната парті]]
[[uk:Бхаратія джаната парті]]
[[ur:بھارتیہ جنتا پارٹی]]
[[ur:بھارتیہ جنتا پارٹی]]
[[zh:印度人民党]]
[[zh:印度人民党]]
[[zh-min-nan:Ìn-tō͘ Jîn-bîn Tóng]]

୦୬:୫୨, ୨୩ ଜୁଲାଇ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ଭାରତୀୟ ଜନତା ପାର୍ଟି ସଙ୍ଘ ପରିବାରର ବିଭିନ୍ନ କ୍ଷେତ୍ରରେ ଏକ ପ୍ରମୁଖ ସଦସ୍ୟ ଭାବେ କାର୍ଯ୍ୟ କରିଥାଏ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂବକ (ଆରଏସ୍ଏସ୍) ଉପରେ ସବୁବେଳେ ସାମ୍ପ୍ରଦାୟିକ, ପ୍ରତିକ୍ରିୟାତ୍ମକ ବୋଲି ଅଭିଯୋଗ ହୋଇଥାଏ। ତେବେ କେବଳ ଆରଏସ୍ଏସ୍ ର୍ ସମାଲୋଚକମାନେ ଏଭଳି କହି ନଥାନ୍ତି, ଅନ୍ୟମାନେ ମଧ୍ଯ ଏପରି ଚିନ୍ତା କରିଥାନ୍ତି। କିନ୍ତୁ ସଂଘର ସ୍ବୟଂସେବକମାନେ ଏଭଳି ସମାଲୋଚନାକୁ ଅଗ୍ରାହ୍ୟ କରିଦିଅନ୍ତି। କାରଣ ସେମାନଙ୍କ ହୃଦୟରେ କ୍ଔଣସି ଦ୍ବନ୍ଦ୍ବ ନଥାଏ ଯେ, ଆରଏସ୍ ଏସ୍ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା, ରାଷ୍ଟ୍ରୀୟତା ଓ ରାଷ୍ଟ୍ରୀୟ ଶକ୍ତି ବୃଦ୍ଧି ପାଇଁ ବ୍ୟକ୍ତିଗତ ଓ ରାଷ୍ଟ୍ରୀୟ ଚରିତ୍ରକୁ ଶାଣିତ କରିବାରେ କାର୍ଯ୍ୟ କରେ। ଏବେ ଏହି ସଂଗଠନ ଏକ୍ ସନ୍ତୁଳିତ ବ୍ୟବସ୍ଥା ସହ ଦୃଢ ତଥା ଅଗ୍ରଗାମୀ କ୍ରମବର୍ଦ୍ଧିଷ୍ଣ ଦେଶପ୍ରେମୀ ସଂଗଠନରେ ପରିଣତ ହୋଇଛି। ବିଜେପିର ସମାଲୋଚକମାନେ ମଧ୍ଯ ଏହା ସ୍ବୀକାର କରୁଛନ୍ତି ଯେ, ବିଜେପି ଏବେ ଏକ ମହାଦୃମରେ ପରିଣତ ହୋଇଛି। ଏହାର ରାଷ୍ଟ୍ରବ୍ୟାପୀ ମହାକାୟାକୁ ପ୍ରତିହତ କରିବା ଆଉ ସମ୍ଭବ ନୁହେଁ।

ଗୋଟିଏ ରାଷ୍ଟ୍ରର ଇତିହାସ ଏହାର ଦର୍ଶନକୁ ପ୍ରତିଫଳିତ କରିଥାଏ ଏବଂ  ସଂଘ ପରିବାର ଭାରତୀୟ ଇତିହାସ ସମ୍ପର୍କରେ ଏକ ସ୍ପଷ୍ଟ ଓ ତୀର୍ଯ୍ୟକ ଅବଧାରଣା ରଖିଛନ୍ତି। ଜମ୍ବୁଦ୍ବୀପ ଭାରତବର୍ଷରେ ଦିନେ ଏକ ମହାନ ସଭ୍ୟତା ଗଢି  ଉଠିଥିଲା। ଯାହା  ଦକ୍ଷିଣାତ୍ୟରେ ଶ୍ରୀଲଙ୍କାଠାରୁ ଆରମ୍ଭ କରି ଜାଭା, ପୂର୍ବରେ ଜାପାନ୍, ଉତ୍ତରରେ ତିଦ୍ଦତ ମଙ୍ଗୋଲିଆରୁ ଚୀନ ଏପରିକି ସାଇବେରିଆ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ଆର୍ଯ୍ୟଭୂମୀ ଭାରତ ବର୍ଷ ହୁନ, ଶାକ ଓ ଗ୍ରୀକମାନଙ୍କ ଆକ୍ରମଣରୁ ନିଜକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିବା ବେଳେ ତୁର୍କୀମାନଙ୍କ ଇସଲାମିସକ୍ ଝଡ ନିକଟରେ ଶିଥିଳ ପଡିଯାଇଥିଲା। ତେବେ ହଜାରେ  ବର୍ଷ ଧରି ଏହି ଝଡ ଯୋଗୁଁ ଭାରତ ରକ୍ତରଞ୍ଜିତ ହୋଇଛି। ତଥାପି କେବେ ହେଲେ ଏହି ଝଡ ନିକଟରେ ଆତ୍ମସମର୍ପଣ କରିନାହିଁ। ବିଜୟନଗରର ମହାରାଜା, ଶିବାଜୀ, ରାଣା ପ୍ରତାପ, ଗୁରୁ ଗୋବିନ୍ଦ ସିଂହ ଓ ଶହୀଦ ହୋଇଯାଇଥିବା ଅସଂଖ୍ୟ ଯୋଗଜନ୍ମା ବୀରପୁତ୍ରଙ୍କ ତ୍ୟାଗ ଓ ଚେଷ୍ଟା ଯୋଗୁଁ ଭାରତୀୟ ସଭ୍ୟତା ଆଜି ମଧ୍ଯ  ତୀର୍ଯ୍ୟକ ଓ ଯାଜୁଲ୍ୟମାନ ହୋଇ ରହିଛି। ପୂର୍ବରୁ ଭାରତୀୟ ସଭ୍ୟତାର ଏହି ମଶାଲ ସ୍ବାମୀ ଦୟାନନ୍ଦ ଓ ସ୍ବାମୀ ବିବେକାନନ୍ଦଙ୍କ ଭଳି ବରପୁତ୍ରଙ୍କ ହାତରେ ସୁରକ୍ଷିତ ରହିଥିଲା। ଚଳିତ ଶତାଦ୍ଦୀରେ ମଧ୍ଯ ଶ୍ରୀ ଅରବିନ୍ଦ, ଲୋକମାନ୍ୟ ତିଲକ ଓ ମହାତ୍ମାଗାନ୍ଧୀଙ୍କ ପରି ତ୍ୟାଗପୁତ୍ର ଭାରତୀୟଙ୍କ ସତ୍ୟନିଷ୍ଠ କର୍ମରେ ଏହା ଅଧିକ ରୁଦ୍ଧିମନ୍ତ ହୋଇଛି। ଠିକ୍ ସେହିପରି ଜଣେ ତ୍ୟାଗପୁତ ସଚ୍ଚା ଭାରତୀୟ, ଡକ୍ଟର ହେଗଡେୱ୍ଆରଙ୍କ ଦ୍ବାରା ୧୯୨୫ରେ ସ୍ଥାପିତା ହୋଇଥିଲା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍ ଏସ୍)।  ୧୯୪୦ରେ ଶ୍ରୀ ଗୁରୁଜୀଙ୍କ ଦ୍ବାରା ଏହାକୁ ଏକ ସାଙ୍ଗଠନିକ ରୂପେ ଦିଆଗଲା। ଏହା ଭାରତରେ ଥିବା ମୁସଲମାନ ସଂପ୍ରଦାୟର ବିରୋଧି। ନୁହଁ। ଏହି ପ୍ରସଙ୍ଗରେ ଆରଏସ୍ ଏସ୍ ର ଆଭିମୁଖ୍ଯ ସମସ୍ତଙ୍କୁ ନ୍ଯାୟ ଦେବା ଓ କାହାରିକୁ ଅସନ୍ତୋଷ ନକରିବା ରହି ଆସିଛି। ତେବେ ଏହା ନିଃସନ୍ଦେହ ଯେ, ଆମେ ପୂର୍ବରୁ ଏକ ହିନ୍ଦୁ ରାଷ୍ଟ୍ର ଥିଲୁ ଓ ଏବେ ମଧ୍ଯ ଏକ ହିନ୍ଦୁ ରାଷ୍ଟ୍ର ଭାବେ ରହି ଆସିଛୁ। ଅତଏବ ଧାର୍ମିକ ବିଶ୍ବାସ କିମ୍ବା ଉପାସନା ପଦ୍ଧତିରେ ପରିବର୍ତ୍ତନ ଯୋଗୁଁ  ଆମ ରାଷ୍ଟ୍ରୀୟତା ପରିବର୍ତ୍ତନ ହୋଇପାରିବ ନାହିଁ।


ଆଧାର