"ଅନୁଗୋଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Coordinates: 20°47′50″N 85°1′26″E / 20.79722°N 85.02389°E / 20.79722; 85.02389
ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ଇତିହାସ
୪୧ କ ଧାଡ଼ି: ୪୧ କ ଧାଡ଼ି:
ଣନ୍
ଣନ୍


==ଇତିହାସ==
==ଦର୍ଶନୀୟ ସ୍ଥାନ==
==ଦର୍ଶନୀୟ ସ୍ଥାନ==
===ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର===
===ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର===
୪୮ କ ଧାଡ଼ି: ୪୯ କ ଧାଡ଼ି:


ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ: [[ପଞ୍ଚୁପାଣ୍ଡବ]]ଙ୍କ ଅସ୍ତଶସ୍ତ୍ରକୁ ମା [[କୁନ୍ତୀ]] ସୁନାଶଗଡ଼ ପାହାଡ଼ ଭିତରେ ଲୁଚାଇ ନିଜେ ମାଆ ବୁଢ଼ୀ ବେଶରେ ପାହଡ଼ ସାମ୍ନାରେ ଜଗି ରହିଛନ୍ତି ୤
ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ: [[ପଞ୍ଚୁପାଣ୍ଡବ]]ଙ୍କ ଅସ୍ତଶସ୍ତ୍ରକୁ ମା [[କୁନ୍ତୀ]] ସୁନାଶଗଡ଼ ପାହାଡ଼ ଭିତରେ ଲୁଚାଇ ନିଜେ ମାଆ ବୁଢ଼ୀ ବେଶରେ ପାହଡ଼ ସାମ୍ନାରେ ଜଗି ରହିଛନ୍ତି ୤
ମାଆ ବୁଢ଼ୀଠାକୁରାଣୀଙ୍କୁ ପ୍ରତିଦିନ ବିଧି ଅନୁସାରେ ଶାବରମତରେ ପୂଜାପାଠ କରାଯାଉଅଛି ୤ ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ଵିତୀୟା ତିଥିରେ ମାଆଙ୍କର ଜନ୍ମଦିନ ପାଳନ କରାଯାଏ ୤ ନାରାୟଣ ସାଗର ଓ ଚନ୍ଦନ ପୋଖରୀର ଜଳ ଆଣି ମାଆଙ୍କର ସ୍ନାନ ବିଧି ସମ୍ପନ୍ନ କରାଯାଇ ସୁନାବେଶରେ ସଜ୍ଜିତ କରାଯାଏ ୤
ମାଆ ବୁଢ଼ୀଠାକୁରାଣୀଙ୍କୁ ପ୍ରତିଦିନ ବିଧି ଅନୁସାରେ ଶାବରମତରେ ପୂଜାପାଠ କରାଯାଉଅଛି ୤ ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ଵିତୀୟା ତିଥିରେ ମାଆଙ୍କର ଜନ୍ମଦିନ ପାଳନ କରାଯାଏ ୤ ନାରାୟଣ ସାଗର ଓ ଚନ୍ଦନ ପୋଖରୀର ଜଳ ଆଣି ମାଆଙ୍କର ସ୍ନାନ ବିଧି ସମ୍ପନ୍ନ କରାଯାଇ ସୁନାବେଶରେ ସଜ୍ଜିତ କରାଯାଏ ୤


== ଆଧାର ==
== ଆଧାର ==

୧୦:୪୧, ୭ ଜୁଲାଇ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ଅନୁଗୋଳ
—  ସହର  —
ଅନୁଗୋଳ
ଅନୁଗୋଳର ଅବସ୍ଥାନ
ଓଡ଼ିଶାରେ ଓ ଭାରତ
ଦିଗବାରେଣି 20°47′50″N 85°1′26″E / 20.79722°N 85.02389°E / 20.79722; 85.02389
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଭାରତର ଜିଲାସବୁ ଅନୁଗୋଳ
ପାଖ ସହର କଟକ, ଭୁବନେଶ୍ଵର
ସଂସଦ ସମ୍ବଲପୁରଢେଙ୍କାନାଳ
ପୁରୁଷ-ନାରୀ ଅନୁପାତ ପ୍ରତି ୧୦୦୦ ପୁରୁଷରେ ୮୯୩ ମହିଳା /
ସମୟ ଜୋନ ଆ.ଏସ.ଟି (ୟୁଟିସି +୫.୩୦)
ପରିସୀମା

• Coastline


0 kilometres (0 mi)

ପାଣିପାଗ

ତାପମାତ୍ରା
• ଗରମ ଦିନ
• ଶୀତ ଦିନ

ପାଣିପାଗ ଅନୁସାରେ (କୋପିଆନ)

     50 °C (122 °F)
     10 °C (50 °F)

କୋଡ଼

ଜନଗଣନା

୨୦୦୧ ଜଣଗଣନା ଅନୁସାରେ,[୧] ଅନୁଗୋଳର ଲୋକସଂଖ୍ୟା ୩୮,୦୨୨ । ପୁରୁଷ ୫୫% ଆଉ ମହିଳା ୪୫% । ଅନୁଗୋଳର ସାକ୍ଷରତା ହାର ୬୮.୭୯%, ଯାହାକି ଜାତୀୟ ସାକ୍ଷରତା ହାର ୫୯.୫% ଠାରୁ ବେଶୀ । ଲୋକସଂଖ୍ୟାର ୧୧% ଛ ବର୍ଷରୁ କମ ।

ହ୍ଜ୍ ଣନ୍

ଇତିହାସ

ଦର୍ଶନୀୟ ସ୍ଥାନ

ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର

ଅନୁଗୋଳ ସହର ମଧ୍ୟସ୍ଥଳରେ ଥିବା ସୁନାଶଗଡ଼ ପାହାଡ଼ରେ ମାଆ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ଅବସ୍ଥିତ ୤[୨] ମନ୍ଦିରର ବାମ ପାର୍ଶ୍ଵରେ ମଦନମୋହନ, ଦକ୍ଷିଣ ପାର୍ଶ୍ଵରେ ଶିବପାର୍ବତୀ, ଗାୟତ୍ରୀ ଏବଂ ସମ୍ମୁଖରେ ଏକ ଦୁର୍ଗାମଣ୍ଡପ ରହିଅଛି ୤ ସୁନାଶଗଡ଼ ପାହାଡ଼ର ଶୀର୍ଷ ଦେଶରେ ଜଗନ୍ନାଥଙ୍କର ଶୈଳଶ୍ରୀକ୍ଷେତ୍ର ୨୦୦୨ରେ ପ୍ରତିଷ୍ଠା କରାଯାଇଅଛି ୤ [୩] କିମ୍ବଦନ୍ତୀ ମତେ ସୁନାଶ ନାମକ ଜଣେ କନ୍ଧ ଏହି ପାହାଡ଼କୁ ଗଡ଼ ଭାବେ ବ୍ୟବହାର କରୁଥିଲା । ସେ ବୁଢ଼ୀ ଠାକୁରାଣୀଙ୍କୁ ନିଜର ଇଷ୍ଟଦେବୀ ରୂପେ ପୂଜା କରୁଥିଲା ୤ [୪]

ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ: ପଞ୍ଚୁପାଣ୍ଡବଙ୍କ ଅସ୍ତଶସ୍ତ୍ରକୁ ମା କୁନ୍ତୀ ସୁନାଶଗଡ଼ ପାହାଡ଼ ଭିତରେ ଲୁଚାଇ ନିଜେ ମାଆ ବୁଢ଼ୀ ବେଶରେ ପାହଡ଼ ସାମ୍ନାରେ ଜଗି ରହିଛନ୍ତି ୤ ମାଆ ବୁଢ଼ୀଠାକୁରାଣୀଙ୍କୁ ପ୍ରତିଦିନ ବିଧି ଅନୁସାରେ ଶାବରମତରେ ପୂଜାପାଠ କରାଯାଉଅଛି ୤ ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ଵିତୀୟା ତିଥିରେ ମାଆଙ୍କର ଜନ୍ମଦିନ ପାଳନ କରାଯାଏ ୤ ନାରାୟଣ ସାଗର ଓ ଚନ୍ଦନ ପୋଖରୀର ଜଳ ଆଣି ମାଆଙ୍କର ସ୍ନାନ ବିଧି ସମ୍ପନ୍ନ କରାଯାଇ ସୁନାବେଶରେ ସଜ୍ଜିତ କରାଯାଏ ୤

ଆଧାର

  1. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
  2. "Budhi Thakurani". odisha360.com. 2012. Retrieved 23 May 2012. The temple of 'Budhi Thakurani' is situated on one side of Sunasagad hill,
  3. "SAILASHREEKHETRA, ANGUL". angul.nic.in. 2011. Retrieved 23 May 2012. after completion of Pratistha Utsav on Dt.22.02.2002
  4. "BUDHI THAKURANI, LIVING GODDESS OF ANGUL". angul.nic.in. 2011. Retrieved 23 May 2012. The Kandha ruler placed this Budhi Thakurani and worshipped as his Esta Devi

ବାହାର ଆଧାର