"ନୂଆପଡ଼ା ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ →‎ପତୋରା: ଆଧାର
ଟିକେ r2.5.4) (Robot: Modifying gu:નુઆપાડા
୧୨୬ କ ଧାଡ଼ି: ୧୨୬ କ ଧାଡ଼ି:


<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->

[[en:Nuapada district]]
[[en:Nuapada district]]
[[es:Distrito de Nuapada]]
[[es:Distrito de Nuapada]]
[[gu:નુઆપાડા જિલ્લો]]
[[gu:નુઆપાડા]]
[[hi:नुआपड़ा जिला]]
[[hi:नुआपड़ा जिला]]
[[it:Distretto di Nuapada]]
[[it:Distretto di Nuapada]]

୦୯:୫୨, ୧୪ ଜୁନ ୨୦୧୨ ଅନୁସାରେ କରାଯାଇଥିବା ବଦଳ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ନୂଆପଡ଼ା
ଜିଲ୍ଲା
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକସଭାକଳାହାଣ୍ଡି
ଭାଷାଓଡ଼ିଆ, ଇଂରାଜୀ
ବିଧାନସଭା୦୨: ନୂଆପଡ଼ା (୦୭୧) ଓ ଖରିଆର (୦୭୨)
Population
 (୨୦୧୧)
 • Total୬,୦୬,୪୯୦
 • Density157/km2 (410/sq mi)
 • ୬ ବର୍ଷରୁ କମ ଶିଶୁ
୮୪,୮୯୩
Time zoneIST (+୫.୩୦)
WebsiteOfficial website

ନୂଆପଡ଼ା ଓଡ଼ିଶାର ପଶ୍ଚିମରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ନୂଆପଡ଼ା ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟସ୍ଥଳ ଯେଉଁଠି ସବୁ ସରକାରୀ ଅଫିସ ଆଉ ବେସରକାରି କମ୍ପାନୀର ପ୍ରଧାନ ଅଫିସ ସବୁ ଅଛି ।

ଇତିହାସ

୧୯୯୩ ମସିହା ଅପ୍ରେଲ ପହିଲା ଦିନ ନୂଆପଡ଼ା ଏକ ସ୍ଵତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ ଅପ୍ରେଲ ୧୯୯୩ ପୂର୍ବରୁ ଏହା କଳାହାଣ୍ଡି ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା । ନୂଆପଡ଼ା ସହର ଏହାର ସଦର ମହକୁମା ।

ଭୂଗୋଳ

ଓଡ଼ିଶାର ପଶ୍ଚିମ ଭାଗରେ ଅବସ୍ଥିତ ନୂଆପଡ଼ା ଜିଲ୍ଲାର ଆୟତନ ୩,୦୪୮ ବର୍ଗ କିମି ।

ଅବସ୍ଥିତି

ଜନଗଣନା

୨୦୧୧ ଜନଗଣନା [୧]ଅନୁସାରେ ନୂଆପଡ଼ା ଜିଲ୍ଲାର ଲୋକସଂଖ୍ୟା ୬,୦୬,୪୯୦

  • ପୁରୁଷ: ୩,୦୦,୩୦୭
  • ମହିଳା: ୩,୦୬,୧୮୩
    • ଛ ବର୍ଷରୁ କମ: ୮୪,୮୯୩
  • ପଢୁଆ ହାର ୫୮.୨୦%
    • ପୁରୁଷ: ୭୧.୫୫%
    • ମହିଳା: ୪୫.୨୧%

ମୁଖ୍ୟ ନଦୀ

ପ୍ରଶାସନିକ ବିଭାଗ

  • ଉପଖଣ୍ଡ (ସବ୍ ଡିଭିଜନ): (୧): ନୂଆପଡ଼ା
  • ବ୍ଳକ: (୫): ୧. କୋମନା, ୨.ଖରିଆର, ୩. ନୂଆପଡ଼ା, ୪. ବୋଡ଼େନ ଓ ୫. ସିନାପାଲି
  • ଗ୍ରାମ ପଞ୍ଚାୟତ: ୧୦୯
  • ଗ୍ରାମ: ୬୫୩
  • ସହର (ବିଜ୍ଞାପିତ ଅଞ୍ଚଳ ପରିଷଦ): ୨
  • ତହସିଲ: (୫): ୧. କୋମନା, ୨.ଖରିଆର, ୩. ନୂଆପଡ଼ା, ୪. ବୋଡ଼େନ ଓ ୫. ସିନାପାଲି

ରାଜନୀତି

ଲୋକସଭା ନିର୍ବାଚନ ମଣ୍ଡଳୀ

ବିଧାନସଭା ନିର୍ବାଚନ ମଣ୍ଡଳୀ

ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି:

  1. ନୂଆପଡ଼ା (୦୭୧)
  2. ଖରିଆର (୦୭୨)

ଶିକ୍ଷା

ପର୍ଯ୍ୟଟନ ସ୍ଥଳୀ

ଯୋଗୀମଠ

ପତୋରା

ଯୋଗେଶ୍ଵର ମନ୍ଦିର

ନୂଆପଡ଼ା ଠାରୁ ୧୮ କିମି ଦୁରରେ ମାରାଗୁଦା ଗ୍ରାମ ନିକଟରେ ପତୋରା ଶୈବ ପୀଠ ଅବସ୍ଥିତ । ଏଠାରେ ଯୋଗେଶ୍ଵର ମହାଦେବ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ନିକଟରେ ଏକ ରାମମନ୍ଦିର ଓ ଏକ ୪୦ଫୁଟ ଲମ୍ବ ହନୁମାନ ମୂର୍ତ୍ତି ଅବସ୍ଥିତ ।[୨] [୩]

ଖରିଆର

ଦଧିବାମନ ଯାହାକି ସ୍ଥାନୀୟ ଭାଷାରେ ବଡଗୁଡି ମନ୍ଦିର ଏହାର କେନ୍ଦ୍ରରେ ଅବସ୍ଥିତ । ଏହ ନୂଆପଡ଼ା ଠାରୁ ୭୦ କିମି ଦୂରରେ ଅବସ୍ଥିତ ।

ପାତାଳଗଙ୍ଗା

ଏହା ଖରିଆର ଠାରୁ ୪୧କିମି । ଏହା ହିନ୍ଦୁ ମାନଙ୍କର ପବିତ୍ର ସ୍ଥାନ। ବିସ୍ଵାଶ କରଯାଏ ଯେ ରାମଚନ୍ଦ୍ରଙ୍କର ବନବାସ ବେଳେ ଏହିଠାରେ ଦେବି ସିତାଙ୍କୁ ଶୋଶ ଲାଗିଲା ଆଖପାଖ ରେ କୌଣସି ଜଳର ସ୍ରୋତନଥିବରୁ ନିଜେ ଧନୁତିର ମାରି ଗଙ୍ଗାଙ୍କୁ ଆଣୀଥିଲେ ସେଇଦିନ ଠାରୁ ଏହା ପାତାଳଗଙ୍ଗା ନାମରେ ନାମିତ।

ଗୋଧୁସ୍ ଜଳସ୍ରୋତ

ଏହା ନୂଆପଡ଼ା ଠାରୁ ୩୦କିମି ଦୂରରେ ଅବସ୍ଥିତ । ଏହାର ଉଚ୍ଚତା ୩୦ ମିଟର ।

ଆଧାର

  1. Census 2011: Odisha: Provisional Population Totals
  2. "Patora Jogeswar Temple". orissatravels.com. 2012. Retrieved 17 May 2012. The Linga of Lord Siva (Sibalinga) is pretty old, dating back to 6th century
  3. "Tourism :: Photo Gallery". nuapada.nic.in. 2012. Retrieved 17 May 2012. Ram temple is located down hill. 40 ft. hanuman statue is one of the attraction

ବାହାର ଲିଙ୍କ