"ଗାମୁଛା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ସଂଶୋଧନ
ଟିକେ added Category:ବସ୍ତ୍ର using HotCat
୬ କ ଧାଡ଼ି: ୬ କ ଧାଡ଼ି:


<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ପ୍ରସଙ୍ଗ-->
[[ଶ୍ରେଣୀ:ବସ୍ତ୍ର]]

[[bn:গামছা]]
[[bn:গামছা]]
[[en:Gamchha]]
[[en:Gamchha]]

୧୫:୪୬, ୫ ଜୁନ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ଗାମୁଛା ଏକ ଛୋଟ ନିତ୍ୟ ବ୍ୟବହାଯ୍ର୍ୟ ବସ୍ତ୍ର | ଏହା ର ଲମ୍ବ ସାଧାରଣତଃ ୧.୫ମି ରୁ ୨.୫ମି ଭିତରେ ହୋଇଥାଏ | ଏହା ସାଧାରଣତଃ ଗେରୁଆ ରଂଗ ର ହୋଇଥାଏ | ଏହା କୁ ଓଡ଼ିଶା, ଆସାମ, ପଶ୍ଚିମବଂଗ ଏବଂ ବିହାର ରେ ବହୁଳ ଭାବ ରେ ବ୍ୟବହାର କରାଯାଏ | ଆସାମ ରେ ଏହା ଗାମୋସା ବା ଗାମୋଛା ନାମ ରେ ପରିଚିତ | [୧]ସସ୍ତା ତଥା ସୁଲଭ ହୋଇଥିବାରୁ ଏହା ଖୁବ୍ ଲୋକପ୍ରିୟ | ହିନ୍ଦୁ ପୁଜା ପଦ୍ଧତି ରେ ଗାମୁଛା ର ପ୍ରମୁଖ ଭୁମିକା ରହିଛି | ପୁଜା କରିବା ସମୟ ରେ ମଧ୍ୟ ଏହା କୁ ପରିଧାନ କରାଯାଏ | ଗାମୁଛା ତିଆରି ପାଇଁ ଓଡ଼ିଶା ର ଖୋର୍ଦ୍ଧା ଜିଲା ପୃଥିବୀ ପ୍ରସିଦ୍ଧ | [୨] ଆଜିକାଲି ଗାମୁଛା ଉପରେ ବିଭିନ୍ନ ପ୍ରୟୋଗ କରାଯାଇ ଏହା କୁ ଏକ ଫେଶନ ସାମଗ୍ରୀ ରୁପ ରେ ମଧ୍ୟ ବ୍ୟବହାର କରାଗଲାଣି |

ଆଧାର