"ବିଶ୍ୱନାଥ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ବନାନ
୨୪ କ ଧାଡ଼ି: ୨୪ କ ଧାଡ଼ି:
|death_place = [[କଟକ]]
|death_place = [[କଟକ]]
|residence = କାଜି ବଜାର ,କଟକ
|residence = କାଜି ବଜାର ,କଟକ
|party = ସଂଯୁକ୍ତ ସାମ୍ମୁକ୍ଷ
|party = ସଂଯୁକ୍ତ ସାମ୍ମୁଖ୍ୟ
|spouse =
|spouse =
|alma_mater = [[ରେଭେନ୍ସା ବିଶ୍ଵବିଦ୍ୟାଳୟ|ରେଭେନ୍ସା କଲେଜ ]]<br>[[କଲିକତା ବିଶ୍ୱବିଦ୍ୟାଳୟ]]
|alma_mater = [[ରେଭେନ୍ସା ବିଶ୍ଵବିଦ୍ୟାଳୟ|ରେଭେନ୍ସା ମହାବିଦ୍ୟାଳୟ]]<br>[[କଲିକତା ବିଶ୍ୱବିଦ୍ୟାଳୟ]]
|website =
|website =
}}
}}


'''ବିଶ୍ଵନାଥ ଦାସ''' ( ୮, ମଈ, ୧୮୮୯ - ୨, ଜୁନ, ୧୯୮୪) ଏକା ଧାରାରେ ଜଣେ [[ଭାରତୀୟ]] ରାଜନେତା, ସମାଜସେବୀ ଓ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସେ ବିଲାତ ଶାସନ (୧୯୩୭ - ୧୯୩୯) କାଳରେ [[ଓଡିଶା]] ପ୍ରଦେଶ ର [[ପ୍ରଧାନମନ୍ତ୍ରୀ]] ଥିଲେ । ସେ ମଧ୍ୟ [[ଉତ୍ତରପ୍ରଦେଶ]]ର [[ରାଜ୍ୟପାଳ]] (୧୯୬୨-୧୯୬୭) ଥିଲେ ଏବଂ ଶେଷରେ [[ଓଡିଶା]] ପ୍ରଦେଶର [[ମୁଖ୍ୟମନ୍ତ୍ରୀ]] (୧୯୭୧-୧୯୭୨) ଥିଲେ ।<ref>http://orissa.gov.in/e-magazine/orissaannualreference/ORA-2005/pdf/bio-data_of_chief_minister.pdf</ref>
'''ବିଶ୍ଵନାଥ ଦାସ''' ( ୮ ମଈ ୧୮୮୯ - ୨ ଜୁନ ୧୯୮୪) ଏକା ଧାରାରେ ଜଣେ [[ଭାରତୀୟ]] ରାଜନେତା, ସମାଜସେବୀ ଓ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସେ ବିଲାତ ଶାସନ (୧୯୩୭ - ୧୯୩୯) କାଳରେ [[ଓଡ଼ିଶା]] ପ୍ରଦେଶର ପ୍ରଧାନମନ୍ତ୍ରୀ ଥିଲେ । ସେ ମଧ୍ୟ [[ଉତ୍ତର ପ୍ରଦେଶ]]ର [[ରାଜ୍ୟପାଳ]] (୧୯୬୨-୧୯୬୭) ଥିଲେ ଏବଂ ଶେଷରେ [[ଓଡ଼ିଶା]] ପ୍ରଦେଶର [[ମୁଖ୍ୟମନ୍ତ୍ରୀ]] (୧୯୭୧-୧୯୭୨) ଥିଲେ ।<ref>http://orissa.gov.in/e-magazine/orissaannualreference/ORA-2005/pdf/bio-data_of_chief_minister.pdf</ref>


==ପ୍ରାରମ୍ଭିକ ଜୀବନ==
==ପ୍ରାରମ୍ଭିକ ଜୀବନ==
ବିଶ୍ବନାଥ ଦାସ ୮ ମଈ ୧୮୮୯ ମସିହାରେ, ମଧୁସୁଦନ ଦାସଙ୍କ ଔରସରୁ [[ଓଡିଶା]]ର [[ଗଞ୍ଜାମ ଜିଲ୍ଲା]] ରେ ଜନ୍ମ ଗ୍ରହଣ କରିଥିଲେ । ସେ [[ରେଭେନ୍ସା]] ମହାବିଦ୍ୟାଳୟରୁ ସ୍ନାତକରେ ଉତ୍ତୀର୍ଣ୍ଣ ହେଲା ପରେ [[କଲିକତା]] [[ବିଶ୍ବବିଦ୍ୟାଳୟ]]ରୁ ଆଇନ ରେ ସ୍ନାତକୋତ୍ତର ହେଲେ । [[ମାଡ୍ରାସ]] ଠାରେ ଆଇନ ବ୍ୟବସାୟ କରୁଥିବା ସମୟରେ ସେ ୧୯୨୧ ମସିହାରେ [[ଭାରତୀୟ ଜାତୀୟ କଂଗ୍ରେସ]] ରେ ଯୋଗଦେଲେ । ସେହିବର୍ଷ ସେ ମଧ୍ୟ [[ଗଞ୍ଜାମ]] [[ଜିଲ୍ଲା]] ର [[ଛତ୍ରପୁର]] ତାଲୁକା ପରିଷଦକୁ ସଭାପତି ପଦକୁ ନିର୍ବାଚିତ ହୋଇଥିଲେ ।
ବିଶ୍ଵନାଥ ଦାସ ୮ ମଈ ୧୮୮୯ ମସିହାରେ, ମଧୁସୁଦନ ଦାସଙ୍କ ଔରସରୁ [[ଓଡିଶା]]ର [[ଗଞ୍ଜାମ ଜିଲ୍ଲା]] ରେ ଜନ୍ମ ଗ୍ରହଣ କରିଥିଲେ । ସେ [[ରେଭେନ୍ସା ବିଶ୍ଵବିଦ୍ୟାଳୟ|ରେଭେନ୍ସା ମହାବିଦ୍ୟାଳୟ]]ରୁ ସ୍ନାତକରେ ଉତ୍ତୀର୍ଣ୍ଣ ହେଲା ପରେ [[କଲିକତା ବିଶ୍ଵବିଦ୍ୟାଳୟ]]ରୁ ଆଇନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । [[ମାଡ୍ରାସ]] ଠାରେ ଆଇନ ବ୍ୟବସାୟ କରୁଥିବା ସମୟରେ ସେ ୧୯୨୧ ମସିହାରେ [[ଭାରତୀୟ ଜାତୀୟ କଂଗ୍ରେସ]]ରେ ଯୋଗଦେଲେ । ସେହିବର୍ଷ ସେ ମଧ୍ୟ [[ଗଞ୍ଜାମ ଜିଲ୍ଲା]] ର [[ଛତ୍ରପୁର]] ତାଲୁକା ପରିଷଦର ସଭାପତି ପଦକୁ ନିର୍ବାଚିତ ହୋଇଥିଲେ ।
ଓଡିଶା ର ସେବା କ୍ଷେତ୍ର ରେ ମହତ୍ବପୂର୍ଣ୍ଣ ଅବଦାନ ଥିବା [[ଲୋକ ସେବକ ମଣ୍ଡଳ]] ର ଆଜୀବନ ସଦସ୍ୟ ମଧ୍ୟ ଥିଲେ।
[[ଓଡ଼ିଶା]]ର ସେବା କ୍ଷେତ୍ରରେ ମହତ୍ଵପୂର୍ଣ୍ଣ ଅବଦାନ ଥିବା [[ଲୋକ ସେବକ ମଣ୍ଡଳ]] ର ଆଜୀବନ ସଦସ୍ୟ ମଧ୍ୟ ଥିଲେ।


==ରାଜନୀତି==
==ରାଜନୀତି==
ବିଶ୍ବନାଥ ଦାସ [[ମାଡ୍ରାସ]] କାଉନ୍ସିଲକୁ ତିନିଥର (୧୯୨୦ -୧୯୨୯) ନିର୍ବାଚିତ ହୋଇଥିଲେ । ପରେ ସେ ସ୍ବାଧିନତା ସଙ୍ଗ୍ରାମରେ ଭାଗ ନେବାପାଇଁ କାଉନ୍ସିଲରୁ ଇସ୍ତଫା ଦେଇଥିଲେ ଓ ବାରମ୍ବାର ଜେଲ ଯାଇଥିଲେ । ସ୍ବତନ୍ତ୍ର [[ଓଡିଶା]] ପ୍ରଦେଶ ଗଠନରେ ତାଙ୍କର ପ୍ରଚେଷ୍ଟା ପ୍ରଣିଧାନ ଯୋଗ୍ୟ । ୧୯୩୬ ମସିହାରେ ସ୍ବତନ୍ତ୍ର [[ଓଡିଶା]] ପ୍ରଦେଶ ଗଠନ ହେଲାପରେ ସେ ୧୯୩୭ ମସିହାରେ [[ଓଡିଶା]]ର ପ୍ରଥମ [[ପ୍ରଧାନମନ୍ତ୍ରୀ]] ହୋଇଥିଲେ । ପରେ ସେ ଦ୍ଵିତୀୟ ବିଶ୍ଵଯୁଦ୍ଧ ହେବାରୁ ୧୯୪୨ ମସିହାରେ ଇସ୍ତଫା ଦେଇଥିଲେ । ସେ ୧୯୪୭ ରୁ ୧୯୫୨ ପର୍ଯ୍ୟନ୍ତ [[ଭାରତୀୟ]] ସମ୍ବିଧାନ ସଭାର ସଦସ୍ୟ ଥିଲେ । ସେ ଅନେକ ଥର [[ଓଡିଶା]] ପ୍ରଦେଶ [[କଂଗ୍ରେସ]] କମିଟିର ସଭାପତି ଥିଲେ । ପରେ ୧୯୭୧-୧୯୭୨ ରେ ସେ [[ଓଡିଶା]]ର [[ମୁଖ୍ୟମନ୍ତ୍ରୀ]] ହୋଇଥିଲେ ।
ବିଶ୍ଵନାଥ ଦାସ [[ମାଡ୍ରାସ]] କାଉନ୍ସିଲକୁ ତିନିଥର (୧୯୨୦ -୧୯୨୯) ନିର୍ବାଚିତ ହୋଇଥିଲେ । ପରେ ସେ ସ୍ବାଧିନତା ସଙ୍ଗ୍ରାମରେ ଭାଗ ନେବାପାଇଁ କାଉନ୍ସିଲରୁ ଇସ୍ତଫା ଦେଇଥିଲେ ଓ ବାରମ୍ବାର ଜେଲ ଯାଇଥିଲେ । ସ୍ଵତନ୍ତ୍ର [[ଓଡ଼ିଶା]] ପ୍ରଦେଶ ଗଠନରେ ତାଙ୍କର ପ୍ରଚେଷ୍ଟା ପ୍ରଣିଧାନ ଯୋଗ୍ୟ । ୧୯୩୬ ମସିହାରେ ସ୍ଵତନ୍ତ୍ର [[ଓଡ଼ିଶା]] ପ୍ରଦେଶ ଗଠନ ହେଲାପରେ ସେ ୧୯୩୭ ମସିହାରେ [[ଓଡ଼ିଶା]]ର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ । ପରେ ସେ ଦ୍ଵିତୀୟ ବିଶ୍ଵଯୁଦ୍ଧ ହେବାରୁ ୧୯୪୨ ମସିହାରେ ଇସ୍ତଫା ଦେଇଥିଲେ । ସେ ୧୯୪୭ ରୁ ୧୯୫୨ ପର୍ଯ୍ୟନ୍ତ [[ଭାରତୀୟ ସମ୍ବିଧାନ]] ସଭାର ସଦସ୍ୟ ଥିଲେ । ସେ ଅନେକ ଥର [[ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି]] ସଭାପତି ଥିଲେ । ପରେ ୧୯୭୧-୧୯୭୨ ରେ ସେ [[ଓଡ଼ିଶା]]ର [[ମୁଖ୍ୟମନ୍ତ୍ରୀ]] ହୋଇଥିଲେ ।


==ଶେଷ ଜୀବନ==
==ଶେଷ ଜୀବନ==
ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ସାମଜିକ ଓ ରାଜନୀତିକ ଜୀବନ ଅତିବାହିତ କଲାପରେ ସେ ୨ ଜୁନ ୧୯୮୪ ରେ ଇହଲୀଳା ସମ୍ବରଣ କରିଥିଲେ ।
ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ସାମାଜିକ ଓ ରାଜନୀତିକ ଜୀବନ ଅତିବାହିତ କଲାପରେ ସେ ୨ ଜୁନ ୧୯୮୪ ରେ ଇହଲୀଳା ସମ୍ବରଣ କରିଥିଲେ ।


==ଆଧାର==
==ଆଧାର==

୧୮:୧୧, ୨୪ ମଇ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ବିଶ୍ଵନାଥ ଦାସ
ଫାଇଲ:BiswanathDas.jpg
ଓଡ଼ିଶାର ପ୍ରଧାନମନ୍ତ୍ରୀ
କାର୍ଯ୍ୟକାଳ
୧୯ ଜୁଲାଇ ୧୯୩୭ – ୪ ନଭେମ୍ବର ୧୯୩୯
ପୂର୍ବ ଅଧିକାରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ
ପର ଅଧିକାରୀରାଜ୍ୟପାଳ ଶାସନ
ଉତ୍ତର ପ୍ରଦେଶର ରାଜ୍ୟପାଳ
କାର୍ଯ୍ୟକାଳ
୧୬ ଅପ୍ରେଲ ୧୯୬୨ – ୩୦ ଅପ୍ରେଲ ୧୯୬୭
ପୂର୍ବ ଅଧିକାରୀବୁରଗୁଲା ରାମକୃଷ୍ଣ ରାଓ
ପର ଅଧିକାରୀବେଜଉଆଡା ଗୋପାଳ ରେଡ୍ଡୀ
ମୁଖ୍ୟମନ୍ତ୍ରୀ, ଓଡ଼ିଶା
କାର୍ଯ୍ୟକାଳ
୩ ଅପ୍ରେଲ ୧୯୭୧ – ୧୪ ଜୁନ ୧୯୭୨
ପୂର୍ବ ଅଧିକାରୀରାଷ୍ଟ୍ରପତି ଶାସନ
ପର ଅଧିକାରୀନନ୍ଦିନୀ ଶତପଥୀ
ବ୍ୟକ୍ତିଗତ ସବିଶେଷ
ଜନ୍ମମାର୍ଚ ୮, ୧୮୮୯
ବେଲଗାଁ ଗଞ୍ଜାମ ଜିଲ୍ଲା
ମୃତ୍ୟୁଜୁନ ୨ , ୧୯୮୪
କଟକ
ରାଜନୀତିକ ଦଳସଂଯୁକ୍ତ ସାମ୍ମୁଖ୍ୟ
ଘରକାଜି ବଜାର ,କଟକ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
କଲିକତା ବିଶ୍ୱବିଦ୍ୟାଳୟ

ବିଶ୍ଵନାଥ ଦାସ ( ୮ ମଈ ୧୮୮୯ - ୨ ଜୁନ ୧୯୮୪) ଏକା ଧାରାରେ ଜଣେ ଭାରତୀୟ ରାଜନେତା, ସମାଜସେବୀ ଓ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସେ ବିଲାତ ଶାସନ (୧୯୩୭ - ୧୯୩୯) କାଳରେ ଓଡ଼ିଶା ପ୍ରଦେଶର ପ୍ରଧାନମନ୍ତ୍ରୀ ଥିଲେ । ସେ ମଧ୍ୟ ଉତ୍ତର ପ୍ରଦେଶର ରାଜ୍ୟପାଳ (୧୯୬୨-୧୯୬୭) ଥିଲେ ଏବଂ ଶେଷରେ ଓଡ଼ିଶା ପ୍ରଦେଶର ମୁଖ୍ୟମନ୍ତ୍ରୀ (୧୯୭୧-୧୯୭୨) ଥିଲେ ।[୧]

ପ୍ରାରମ୍ଭିକ ଜୀବନ

ବିଶ୍ଵନାଥ ଦାସ ୮ ମଈ ୧୮୮୯ ମସିହାରେ, ମଧୁସୁଦନ ଦାସଙ୍କ ଔରସରୁ ଓଡିଶାର ଗଞ୍ଜାମ ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକରେ ଉତ୍ତୀର୍ଣ୍ଣ ହେଲା ପରେ କଲିକତା ବିଶ୍ଵବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ମାଡ୍ରାସ ଠାରେ ଆଇନ ବ୍ୟବସାୟ କରୁଥିବା ସମୟରେ ସେ ୧୯୨୧ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଲେ । ସେହିବର୍ଷ ସେ ମଧ୍ୟ ଗଞ୍ଜାମ ଜିଲ୍ଲାଛତ୍ରପୁର ତାଲୁକା ପରିଷଦର ସଭାପତି ପଦକୁ ନିର୍ବାଚିତ ହୋଇଥିଲେ । ଓଡ଼ିଶାର ସେବା କ୍ଷେତ୍ରରେ ମହତ୍ଵପୂର୍ଣ୍ଣ ଅବଦାନ ଥିବା ଲୋକ ସେବକ ମଣ୍ଡଳ ର ଆଜୀବନ ସଦସ୍ୟ ମଧ୍ୟ ଥିଲେ।

ରାଜନୀତି

ବିଶ୍ଵନାଥ ଦାସ ମାଡ୍ରାସ କାଉନ୍ସିଲକୁ ତିନିଥର (୧୯୨୦ -୧୯୨୯) ନିର୍ବାଚିତ ହୋଇଥିଲେ । ପରେ ସେ ସ୍ବାଧିନତା ସଙ୍ଗ୍ରାମରେ ଭାଗ ନେବାପାଇଁ କାଉନ୍ସିଲରୁ ଇସ୍ତଫା ଦେଇଥିଲେ ଓ ବାରମ୍ବାର ଜେଲ ଯାଇଥିଲେ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ପ୍ରଚେଷ୍ଟା ପ୍ରଣିଧାନ ଯୋଗ୍ୟ । ୧୯୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲାପରେ ସେ ୧୯୩୭ ମସିହାରେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ । ପରେ ସେ ଦ୍ଵିତୀୟ ବିଶ୍ଵଯୁଦ୍ଧ ହେବାରୁ ୧୯୪୨ ମସିହାରେ ଇସ୍ତଫା ଦେଇଥିଲେ । ସେ ୧୯୪୭ ରୁ ୧୯୫୨ ପର୍ଯ୍ୟନ୍ତ ଭାରତୀୟ ସମ୍ବିଧାନ ସଭାର ସଦସ୍ୟ ଥିଲେ । ସେ ଅନେକ ଥର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ । ପରେ ୧୯୭୧-୧୯୭୨ ରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଶେଷ ଜୀବନ

ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ସାମାଜିକ ଓ ରାଜନୀତିକ ଜୀବନ ଅତିବାହିତ କଲାପରେ ସେ ୨ ଜୁନ ୧୯୮୪ ରେ ଇହଲୀଳା ସମ୍ବରଣ କରିଥିଲେ ।

ଆଧାର