"ଅନ୍ତର୍ଜାତୀୟ ସଙ୍ଗ୍ରହାଳୟ ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ନୂତନ: ଅନ୍ତର୍ଜାତୀୟ ସଙ୍ଗ୍ରହାଳୟ ଦିବସ
 
ଟିକେ r2.7.1) (Robot: Adding cv:Музейсен тĕнчери кунĕ
୧୦ କ ଧାଡ଼ି: ୧୦ କ ଧାଡ଼ି:
[[az:Beynəlxalq Muzeylər Günü]]
[[az:Beynəlxalq Muzeylər Günü]]
[[ca:Dia Internacional dels Museus]]
[[ca:Dia Internacional dels Museus]]
[[cv:Музейсен тĕнчери кунĕ]]
[[en:International Museum Day]]
[[en:International Museum Day]]
[[es:Día Internacional de los Museos]]
[[es:Día Internacional de los Museos]]
[[gl:Día Internacional do Museo]]
[[gl:Día Internacional do Museo]]
[[hy:Թանգարանների միջազգային օր]]
[[ka:მუზეუმების საერთაშორისო დღე]]
[[hu:Múzeumi világnap]]
[[hu:Múzeumi világnap]]
[[hy:Թանգարանների միջազգային օր]]
[[ja:国際博物館の日]]
[[ja:国際博物館の日]]
[[ka:მუზეუმების საერთაშორისო დღე]]
[[ru:Международный день музеев]]
[[ru:Международный день музеев]]
[[tt:Халыкара музейлар көне]]
[[tt:Халыкара музейлар көне]]

୧୫:୩୪, ୧୮ ମଇ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ମଇ ମାସର ୧୮ ତାରିଖକୁ ଅନ୍ତର୍ଜାତୀୟ ସଙ୍ଗ୍ରହାଳୟ ଦିବସ ଭାବେ ପାଳନ କରାଯାଇଥାଏ ୤ ୧୯୭୭ ମସିହା ଠାରୁ ପ୍ରତିବର୍ଷ ଏହି ଦିବସ ପାଳନ ହୋଇ ଆସୁଛି ୤ ବିକାଶଶୀଳ ସମାଜରେ ସଙ୍ଗ୍ରହାଳୟ ବା ମ୍ୟୁଜିଅମ ର ଭୂମିକା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ ୤ ସଙ୍ଗ୍ରହାଳୟ ଅତୀର ସ୍ମୃତିସବୁକୁ ସଂରକ୍ଷିତ କରି ରଖିଥାଏ ୤ ଅତୀତର ସେଇସବୁ ସ୍ମାରକଗୁଡ଼ିକ କେତେକ ସ୍ଥାନରେ ଏବେ ବି ଅବହେଳିତ, ଅଲୋଡ଼ା, ଅଖୋଜା ତଥା ନଷ୍ଟ ହେବା ଅବସ୍ଥାରେ ପଡ଼ିରହିଛି ୤ ସେଗୁଡ଼ିକୁ ଏକତ୍ର କରି ତାହାର ସୁରକ୍ଷା କରିବା ଜରୁରୀ ଅଟେ ୤ ସମସ୍ତେ ମିଳିମିଶି ଏହାର ସୁରକ୍ଷା ଓ ସ୍ଵତନ୍ତ୍ର ଯତ୍ନନେବା ପାଇଁ ଆଗେଇ ଆସିବା ଉଚିତ ବୋଲି ଏହି ଦିବସ ବାର୍ତ୍ତା ଦେଇଥାଏ ୤

ଆଧାର