"କେଥ୍ ହେରିଙ୍ଗ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ r2.7.1) (Robot: Adding mk:Кит Харинг
ଟିକେ r2.7.1) (Robot: Adding fa:کایت هرینگ
୨୦ କ ଧାଡ଼ି: ୨୦ କ ଧାଡ଼ି:
[[et:Keith Haring]]
[[et:Keith Haring]]
[[eu:Keith Haring]]
[[eu:Keith Haring]]
[[fa:کایت هرینگ]]
[[fi:Keith Haring]]
[[fi:Keith Haring]]
[[fr:Keith Haring]]
[[fr:Keith Haring]]

୧୯:୧୪, ୪ ମଇ ୨୦୧୨ ଅନୁସାରେ କରାଯାଇଥିବା ବଦଳ

କେଥ୍ ହେରିଙ୍ଗ୍

କେଥ୍ ହେରିଙ୍ଗ୍ (ମଈ ୪, ୧୯୫୮ - ଫେବୃୟାରୀ ୧୬, ୧୯୯୦) ଜଣେ ଆମେରିକୀୟ କଳାକାର ଥିଲେ । ସେ ୧୯୮୦ ଦଶକରେ ପପ୍ କଳା ଓ ଗ୍ରାଫିଟ୍ଟି କଳାର ମିଶ୍ରଣ ଯୋଗୁ ପ୍ରସିଦ୍ଧ ଥିଲେ । ସେ ସାଧାରଣତଃ ଉଜ୍ଜଳ ରଙ୍ଗ, ସରଳ କଳା ଓ ସାମାଜିକ ଘଟଣାକୁ ଆଧାର କରୁଥିଲେ । ହେରିଙ୍ଗ୍ ଶିଶୁମାନଙ୍କ ବିକାଶ ପାଇଁ ସଂଗଠନମାନଙ୍କୁ ଦାନ କରୁଥିଲେ । ତାଙ୍କର କଳା ତାଙ୍କୁ ବିଶ୍ୱପ୍ରସିଦ୍ଧ କରିଥିଲା । ସେ ୧୯୯୦ରେ ଏଡ୍‌ସ୍ ରୋଗରେ ମୃତ୍ୟୁବରଣ କରିଥିଲେ ‌। କେଥ୍ ହେରିଙ୍ଗ୍ ଫାଉଣ୍ଡେସନ୍ ୧୯୮୯ରେ ପ୍ରତିଷ୍ଠା ହୋଇଥିଲା, ଯାହା କଳା ଓ ଶିଶୁଙ୍କ କଲ୍ଯାଣ ପାଇଁ କାମ କରୁଛି ।

ଅନ୍ୟ ୱେବ୍‌ସାଇଟ୍