"ପୃଥିବୀ ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
ଟିକେ r2.7.2) (Robot: Adding be:Дзень Зямлі
୯ କ ଧାଡ଼ି: ୯ କ ଧାଡ଼ି:
[[ar:يوم الأرض]]
[[ar:يوم الأرض]]
[[ba:Ер көнө]]
[[ba:Ер көнө]]
[[be:Дзень Зямлі]]
[[be-x-old:Дзень Зямлі]]
[[be-x-old:Дзень Зямлі]]
[[bg:Ден на Земята]]
[[bg:Ден на Земята]]

୧୫:୦୬, ୨୨ ଅପ୍ରେଲ ୨୦୧୨ ଅନୁସାରେ କରାଯାଇଥିବା ବଦଳ

ପ୍ରତିବର୍ଷ ଅପ୍ରେଲମାସ ୨୨ ତାରିଖକୁ ପୃଥିବୀ ଦିବସ ବା ଆର୍ଥ ଡେ ଭାବେ ପାଳନ କରାଯାଇଥାଏ । ୧୯୭୦ ମସିହାରେ ପ୍ରଥମେ ଆର୍ଥ ଡେ ପାଳନ କରାଯାଇଥିଲା । ପରିବେଶବିତ୍ ତଥା ଆମେରିକାର ସିନେଟର ଗେଲର୍ଡ ନେଲସନ ପ୍ରଥମେ ଏହି ଦିବସ ପାଳନ କରିଥିଲେ । ପରେ ୧୯୯୦ ମସିହାରେ ପୃଥିବୀର ୧୪୧ଟି ଦେଶରେ ଏହି ଦିବସ ପାଳନ ହୋଇଥିଲା । ବର୍ତ୍ତମାନ ବିଶ୍ଵର ୧୭୫ଟି ଦେଶରେ ଆର୍ଥ ଡେ ପାଳିତ ହେଉଛି ।

ଆଧାର